କଳାହାଣ୍ଡି

ଗ୍ରାହକଙ୍କ ଲକ୍ଷାଧିକ ଟଙ୍କା ଜାଲିଆତି: ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ

କୋକସରା,୯ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିଠାରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଅନୁବନ୍ଧିତ ବଡ଼ ପୋଡ଼ାଗୁଡ଼ା ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ…

3 years ago

କରି ପାରିଲେନି ଋଣ ପରିଶୋଧ, ଘର ଜବତ କଲା ବ୍ୟାଙ୍କ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ନେଇ ପରିଶୋଧ ନ କରିବାରୁ ତାଙ୍କ ଘର ଜବତ ହେବା ଘଟଣା…

3 years ago

ଜମିରେ ହଳ କରୁଥିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ଗୁରୁତର

କୋକସରା,୯ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଡହଗାଁ ପଞ୍ଚାୟତ ନୂଆଗୁଡ଼ା ଗ୍ରାମ ନିକଟରେ ଚାଷଜମିରେ ଟ୍ରାକ୍ଟରରେ ହଳ କରୁଥିବା ବେଳେ…

3 years ago

ଜାଲ ସାର୍ଟିଫିକେଟ ମାମଲାରେ ବାଲସି ଗ୍ରାମର ଗ୍ରାମୀଣ ଡାକ ସେବକଙ୍କୁ କୋର୍ଟ ଚାଲାଣ

କେସିଙ୍ଗା, ୯।୮(ତୁମେଶ୍ୱର ସାହୁ) ଜାଲ ସାର୍ଟିଫିକେଟ ମାମଲାରେ କେସିଙ୍ଗା ପୋଲିସ ଏସ.ଆଇ.ରମେଶ ଚନ୍ଦ୍ର ଦୋରା କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ବ୍ରାଞ୍ଚ ଅଧିନସ୍ଥ ବାଲସି ଗ୍ରାମ ପୋଷ୍ଟ…

3 years ago

କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା…

3 years ago

୮ ଦିବ୍ୟାଙ୍ଗ ପରିବାରକୁ ୨୦ ଲକ୍ଷ ସହାୟତା

କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମର ୮ ଦିବ୍ୟାଙ୍ଗ ପରିବାରକୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି। ସୋମବାର ଜିଲାପାଳଙ୍କ…

3 years ago

ପଦୋନ୍ନତି, ଦରମା ବୃଦ୍ଧି ନେଇ କଳାବ୍ୟାଜ୍‌ ପିନ୍ଧି ପିଇଓଙ୍କ ଧାରଣା

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମ୍ମୁଖରେ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳାବ୍ୟାଜ୍‌ ପିନ୍ଧି ସୋମବାର ଧାରଣା ଦେଇଥିଲେ । ଆସନ୍ତା…

3 years ago

ଜିଲା ମୁଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଲାଇଟରେ ଚିକିତ୍ସା

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ବିଦ୍ୟୁତ୍‌ ନ ଥିବାରୁ ଅନ୍ଧାରରେ ଚିକିତ୍ସା କରୁଛନ୍ତି ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ…

3 years ago

ପଲିଥିନ ତଳେ ବିତୁଛି ଜୀବନ

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ୫ ବର୍ଷ ଧରି ସେ କଳାହାଣ୍ଡି ପୋଲିସରେ ଗୃହରକ୍ଷୀ (ହୋମଗାର୍ଡ) ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଓ ଦେହ…

3 years ago

ଭବାନୀପାଟଣା ରେଳ ଷ୍ଟେଶନ ପାଇଁ ଖର୍ଚ୍ଚ ହେବ ୨୧ କୋଟି

ଭବାନୀପାଟଣା,୬।୮(ଉତ୍ତମ କୁମାର ଦାଶ): କେନ୍ଦ୍ର ସରକାର ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନକୁ ସାମିଲ କରିଛନ୍ତି। ଫଳରେ ଷ୍ଟେଶନର ପୁନଃନିର୍ମାଣ…

3 years ago