କଳାହାଣ୍ଡି

୬୬ ବର୍ଷରେ ରିଷିଡ଼ା ଦୁର୍ଗାପୂଜା: ଏଥରର ମୁଖ୍ୟ ଆକର୍ଷଣ ରହିଛି…

ରିଷିଡ଼ା,୧୬ା୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ପାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ…

1 month ago

ଭାଜପା ବିଧାୟକଙ୍କ ହୋମ୍‌ଟାଉନରେ ସବୁ ପୋଛି ନେଲା ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୧୬ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି କ୍ଲିନ୍‌ସୁଇପ୍‌ କରିଛି। ଏଠାରେ ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ୬ଟି ପଦବୀରେ…

1 month ago

ଥୁଆମୂଳ ରାମପୁର କଲେଜରେ ଅଶାନ୍ତି: ଛାତ୍ର ସଂସଦ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଛାତ୍ରୀଛାତ୍ରଙ୍କ ଧାରଣା

ଥୁଆମୂଳ ରାମପୁର,୧୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସ୍ଥିତ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ କ୍ୟାମ୍ପସରେ ବ୍ୟାପକ…

1 month ago

ତେରେସିଂହାରେ ଧୁମ୍‌ଧାମରେ ସମ୍ପନ୍ନ ହେଲା ମା’ ପାଟଖଣ୍ଡାଙ୍କ ବଳିଯାତ୍ରା

ରିଷିଡା, ୧୬ା୧୦(ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଆଦିଶକ୍ତି ମା’ ପାଟଖଣ୍ଡାଙ୍କ ପାରମ୍ପରିକ ବଳିଯାତ୍ରା ଗୁରୁବାର ଦିନ ଧୂମଧାମରେ ସମ୍ପନ୍ନ…

1 month ago

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ଫାଉଣ୍ଡେସନ: ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ

କେସିଙ୍ଗା, ୧୬।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ନିର୍ମାଣାଧୀନ ଚାରି ମହଲା କୋଠା କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ…

1 month ago

ମା’ମାଣିକେଶରୀ ବିଶ୍ୱବିଦ୍ୟାଳୟରେ AVBPର ବାଜିମାତ: ଆରିୟା ସଭାନେତ୍ରୀ, ଓମକାର ସମ୍ପାଦକ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ…

1 month ago

ରିଷିଡା ଜେ.ଡି କଲେଜ ନିର୍ବାଚନ ଫଳାଫଳ: ସ୍ମୃତିରାଣୀ ସଭାପତି, ଅଭୟ ସାଧାରଣ ସମ୍ପାଦକ

କର୍ଲାମୁଣ୍ଡା ୧୫।୧୦ :(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି…

1 month ago

ଜୁନାଗଡ଼ରେ ବିସିଜେଡିର ବାଜିମାତ୍‌: ସଭାପତି ସମେତ ୪ ପଦବୀ ପୋଛିନେଲେ

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା(ପିଆଇ) ଡିଗ୍ରୀ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)…

1 month ago

ଲାଞ୍ଜିଗଡ଼ ବିଧାୟକଙ୍କ ରଣନୀତି ସଫଳ, ଜୟପାଟଣାରେ BCJDର ବାଜିମାତ୍

ଜୟପାଟଣା,୧୫।୧୦(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀମାନେ ବିପୁଳ ସଫଳତା ହାସଲ କରିଛନ୍ତି ।…

1 month ago

ଲକ୍ଷ୍ମୀଯୋରରେ ବ୍ରିଜ୍‌ ନିର୍ମାଣକୁ ଅନୁମୋଦନ, ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ

କର୍ଲାମୁଣ୍ଡା,୧୫ା୧୦(ପ୍ରଦୀପ କୁମାର ସାହୁ): ଦୀର୍ଘଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଯମୁନାପୁର, ତେଲିସରାବାହାଲି ରାସ୍ତାର ଲକ୍ଷ୍ମୀଯୋର ଠାରେ ବ୍ରିଜ ନିର୍ମାଣ ପାଇଁ…

1 month ago