ଝାରସୁଗୁଡା ଜିଲାରେ ମାଟ୍ରିକ ପାସହାର ୯୩.୭୩%
ଝାରସୁଗୁଡା ଅଫିସ,୬।୭: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ବୁଧବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଏଥିମଧ୍ୟରେ ଝାରସୁଗୁଡା ଜିଲାରେ ପାସହାର ୯୩.୭୩ ପ୍ରତିଶତ ହୋଇଛି । ଜିଲାର ଏହି ପାସହାରରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଛନ୍ତି। ଜିଲାରେ…
ଏମ୍ସିଏଲ୍ କୋଇଲା ଖଣି ଜଳାର୍ଣ୍ଣବ : ଉତ୍ପାଦନ ବାଧାପ୍ରାପ୍ତ
ଝାରସୁଗୁଡ଼ା ଅଫିସ,୫ା୭: ଝାରସୁଗୁଡ଼ା ଜିଲାରେ ମୌସୁମୀ ବର୍ଷା ୧ ସପ୍ତାହ ହେଲା ଆରମ୍ଭ ହୋଇଛି। ଏପରିକି ବର୍ଷାଜଳ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ଲଖନପୁର କ୍ଷେତ୍ର ବେଲପାହାଡ଼ ଖୋଲାମୁହଁ କୋଇଲାଖଣି ୧ନଂ କ୍ୱାରୀରେ ପ୍ରବେଶ କରିଛି। ଫଳରେ ଖଣି ଅଞ୍ଚଳ ଜଳାର୍ଣ୍ଣବ…
ଫାଣ୍ଡି ସମ୍ମୁଖରେ ରାଜମିସ୍ତ୍ରୀଙ୍କୁ ଛୁରାମାଡ଼: ପୋଲିସର ଅପାରଗତାକୁ ଦାୟୀ କରି ରାସ୍ତାରୋକୋ
ଝାରସୁଗୁଡ଼ା ଅଫିସ୍,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶିଲ୍ପାଞ୍ଚଳ ହୋଇଥିବା ବେଳେ ଏଠାରେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବସବାସ କରୁଛନ୍ତି। ଏଠାରେ ଅନେକ ସମୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ବଚସା, ମାରପିଟ୍, ହତ୍ୟାକାଣ୍ଡ, ଲୁଟ୍, ଚୋରି,…
ବନ୍ଧବାହାଲ ସବ୍ ଷ୍ଟେଶନରୁ ବନ୍ଧୁକ ଦେଖାଇ ଲୁଟିନେଲେ
ଝାରସୁଗୁଡ଼ା ଅଫିସ,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ବିଦ୍ୟୁତ୍ ସବ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟ ହୋଇଛି। ଏହି ସଶସ୍ତ୍ର ଲୁଟରେ ୧୦ରୁ ୧୫ଜଣ ଦୁବୃର୍ତ୍ତ ସାମିଲ ଥିବା ଜଣାପଡ଼ିଛି। ଦୁବୃର୍ତ୍ତମାନେ ହାତରେ ବନ୍ଧୁକ, ଛୁରି…
ମହିଳା ଗର୍ଭବତୀ ମାମଲା: ସ୍ବାସ୍ଥ୍ୟକର୍ମୀଙ୍କୁ ସଶ୍ରମ କାରାଦଣ୍ଡ
ଝାରସୁଗୁଡ଼ା ଅଫିସ,୧ା୭: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଜଣେ ସ୍ବାସ୍ଥ୍ୟକର୍ମୀ ଶାରୀରିକ ସମ୍ପର୍କ ରଖିବାପରେ ସେ ଗର୍ଭବତୀ ହୋଇଥିଲେ। ପରେ ମହିଳା ଜଣଙ୍କ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଅସ୍ବୀକାର କରିଥିଲେ।…
ପିକ୍ଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୩୦।୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ବନ୍ଧବାହାଲ-ବେଲପାହାଡ଼ ମୁଖ୍ୟରାସ୍ତା ଯୋରାବଗା ଛକ ନିକଟରେ ଗୁରୁବାର ରାତି ୮ଟାରେ ଏକ ପିକଅପ୍ ଭ୍ୟାନ୍ ମୋପେଡ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ମୋପେଡରେ ଥିବା ବାପ-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେମାନେ…
ରଥଯାତ୍ରା ପ୍ରସ୍ତୁତି: ୧୪ ଗାଁକୁ ନେଇ ବସିଲା ଶାନ୍ତି କମିଟି
ଝାରସୁଗୁଡ଼ା ଅଫିସ୍,୨୭।୬ ରଥଯାତ୍ରା ସୁପରିଚାଳନା ପାଇଁ ଲଖନପୁର ଥାନା ପରିସରରେ ଆଇଆଇସି ଦୁଃଖିନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନା ଅଞ୍ଚଳର ବିଭିନ୍ନ ରଥଯାତ୍ରା କମିଟି କର୍ମକର୍ତ୍ତା, ଆମ ପୋଲିସ ସମିତି ସଦସ୍ୟ ଓ ସ୍ଥାନୀୟ…
ଭୁଲ୍ ଇଞ୍ଜେକ୍ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ
ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛନ୍ତି ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡ଼ା ଜିଲା…
କମ୍ପାନୀ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ
ଝାରସୁଗୁଡ଼ା ଅଫିସ,୧୧ା୬: ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅଞ୍ଚଳରେ ଶୁକ୍ରବାର ଏକ କମ୍ପାନୀର ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣି ଆୟୋଜନ କରାଯାଇଥିଲା। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ କମ୍ପାନୀ ଅଧିକାରୀଙ୍କୁ ମାଡ଼ ମାରିବାକୁ ପଛାଇ…
ଜନଶୁଣାଣିକୁ ବିରୋଧ, କର୍ମଚାରୀଙ୍କୁ ମାର୍ପିଟ୍
ଝାରସୁଗୁଡ଼ା ଅଫିସ,୧୦।୬: ରାମ୍କୀ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପ୍ରକଳ୍ପ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲା ଲଖନପୁର ସମଲେଇ ପଡ଼ିଆରେ ଶୁକ୍ରବାର ହେବାକୁ ଥିବା ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଫଳରେ ପୁଣି ଜିଲା ପ୍ରଶାସନ ଏହାକୁ ବାତିଲ କରିବାକୁ…
ମୁଁ ଯାଉଛି ମୋ ପୁଅକୁ ରଖିବେ
ଝାରସୁଗୁଡ଼ା ଅଫିସ,୧୦।୬: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋରା ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ କାର୍ଯ୍ୟରତ ପିଅନ ତଥା ରାତି ଜଗୁଆଳ ପଦ୍ମଲୋଚନ ରଣା (୪୦) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ରେଙ୍ଗାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ…
ଚାଲିଛି ମାନସମନ୍ଥନ
ବ୍ରଜରାଜନଗର,୫।୬(ଡି.ଏନ୍.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ପୌରାଞ୍ଚଳରେ ବେଶୀ କ୍ଷତି ସହିଥିବା ଭାଜପା ଓ କଂଗ୍ରେସ ଦଳର ପୁରୁଖା କର୍ମୀମାନଙ୍କୁ…

