୬ କୋଟି ଟଙ୍କାର ହିସାବ ମିଳୁନି
ଯାଜପୁର,୩୧ା୭(ହର୍ଷବର୍ଦ୍ଧନ ବେହେରା):ଶିକ୍ଷାର ଅଭିବୃଦ୍ଧି ହେବ। ପାଠପଢ଼ି ପିଲାମାନେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିବେ। ଏହିସବୁ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଏହିକ୍ରମରେ ସମଗ୍ର ଶିକ୍ଷା ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରି…
ରାଜସ୍ବ ଗ୍ରାମରୁ ଉଭେଇ ଗଲାଣି ପଲ୍ଲିସଭା
ରସୁଲପୁର,୩୧ା୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନରେ ୧୭୩ ରାଜସ୍ବ ଗ୍ରାମ ରହିଛି। ମାତ୍ର ଏସବୁ ଗ୍ରାମରେ ଆଉ ପଲ୍ଲିସଭା ବସୁନାହିଁ। ୨୦୧୫ ପରଠାରୁ ଏଭଳି ସ୍ଥିତି କେବଳ ରସୁଲପୁର ବ୍ଲକ ନୁହେଁ ରାଜ୍ୟର ବିଭିନ୍ନ ବ୍ଲକରେ ଦେଖିବାକୁ ମିଳିଛି। ଉନ୍ନୟନ କାର୍ଯ୍ୟ ପାଇଁ…
ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି
ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କ ଧନ ସମ୍ପତ୍ତି ଅସୁରକ୍ଷିତ ହୋଇପଡୁଛି। ବିଭିନ୍ନ ସମୟରେ ଶାରୀରିକ ଓ…
ଭାଜପା ଛାଡ଼ିଲେ ଚାଷୀ ନେତା
କାଏମା,୩୦।୭(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରାବଳ ଅଞ୍ଚଳର ଜଣାଶୁଣା ଚାଷୀ ନେତା ତଥା ବରିଷ୍ଠ ଭାଜପା ନେତା ଅଧର ଜେନା ଶନିବାର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଜେନା ଆରାବଳ ଲକ୍ଷ୍ମୀ ନାରାୟଣ ମନ୍ଦିର…
ଜଙ୍ଗଲରୁ କଳାପଥର ଲୁଟ୍ ବନାମ ବର୍ଷା
ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଖରିଫ ଋତୁରେ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଜୁଲାଇ। ଯାଜପୁର ଜିଲାରେ ଏହି ମାସରେ ବର୍ଷା ପ୍ରତାରଣା କରିଛି। ଜୁଲାଇ ୨୦ ସୁଦ୍ଧା ସ୍ବାଭାବିକ ବର୍ଷା ହାରାହାରି ୩୫୦.୯ ମିମି ହେବା ସ୍ଥଳେ ମାତ୍ର ୨୦୩.୧୨ ମିମି…
ଡୋଲିପୁର ସମବାୟ ସମିତି କାର୍ଯ୍ୟାଳୟରେ ତାଲା
ଯାଜପୁର ରୋଡ,୩୦ା୭(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେବା ସମବାୟ ସମିତିଗୁଡ଼ିକ ମାଧ୍ୟମ ହୋଇଥାନ୍ତି। ହେଲେ କେତେକ ସ୍ଥାନରେ ଏହାର…
୨୯୭ ବନ୍ୟା ଆଶ୍ରୟସ୍ଥଳୀରେ ଲାଗିବ ବିଜୁଳି ରୋଧକ ଯନ୍ତ୍ର
ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାକୁ ପ୍ରାୟତଃ ଭାରତର ବିପର୍ଯ୍ୟୟ ହଟସ୍ପଟ ବୋଲି କୁହାଯାଏ। ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଧନଜୀବନ ହାନି କରୁଥିବାବେଳେ ବଜ୍ରପାତରେ ରାଜ୍ୟର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ବଜ୍ରପାତରେ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି।…
ସାନଭାଇ ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା
କାଳିଆପାଣି,୨୯ା୭(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗଁା ଅଶୋକଝର ଗାଁରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଦ ନିଶାରେ ଗାଁର ଦୁଲଭ ପଧାନ ବଡ଼ ଭାଇ ଗୁଲୁ ପଧାନ(୨୯)ଙ୍କୁ ତୀର ମାଡ଼ କରି ହତ୍ୟା କରିଛନ୍ତି।…
ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ
ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ। ଶାସକ ବିଜେଡିର ସଂଗଠନ ଆଗରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ହାତ ଟେକିଦେଇଥିବା ମନେହେଉଛି। ସାଧାରଣ…
ଗୋଚର ଜମିରେ ବେଆଇନ ନିର୍ମାଣ
ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ସରକାରୀ ଜମି ଥିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍ଡବ୍ଲ୍ୟୁଏସ୍ଏସ୍) ବିଭାଗ ପକ୍ଷରୁ ଗୋଚର ଜମିରେ ଗଛ କାଟି ବେଆଇନ ଭାବେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାଜପୁର…
ବଢୁଛି ଡ୍ରପ୍ ଆଉଟ୍ ପିଲା ସଂଖ୍ୟା
ଯାଜପୁର,୨୮ା୭(ହର୍ଷବର୍ଦ୍ଧନ ବେହେରା): ଶିକ୍ଷାକ୍ଷେତ୍ରରେ ବିକାଶଶୀଳ ଜିଲା ଭାବେ ପରିଚିତ ଯାଜପୁରରେ ଅଧାରୁ ପାଠ ଛାଡିବା(ଡ୍ରପ୍ ଆଉଟ) ଏବଂ ଆଦୌ ସ୍କୁଲ ବାରଣ୍ଡା ମାଡି ନ ଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇ ପାରୁନାହିଁ। ଜିଲାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୁସୂଚିତ ଜାତି(ଏସ୍ସି)…
ବୈତରଣୀ ନଦୀବନ୍ଧ ମରଣଯନ୍ତା
ପାଣିକୋଇଲି,୨୮ା୭(ବିକାଶ ମଲ୍ଲିକ): ବୈତରଣୀ ନଦୀବନ୍ଧ କେବଳ ନଦୀର ସୁରକ୍ଷା ପାଇଁ ନୁହେଁ ବରଂ ଜନସାଧାଣରଙ୍କ ଯାତାୟାତର ମୁଖ୍ୟରାସ୍ତା। କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଗ୍ରାମଠାରୁ ବୈତରଣୀ ବ୍ରିଜ ପର୍ଯ୍ୟନ୍ତ ଏହି ନଦୀ ବନ୍ଧ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ମୂଳାପାଳ…
Archives


