ଅବହେଳିତ ଅବସ୍ଥାରେ ଷ୍ଟିଲ୍ ଓପନ ବୋଟ
କାଏମା,୨୪।୯(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟ କେଲୁଅ ନଦୀକୂଳରେ ପଡ଼ିରହିଛି ମୋଟର ଚାଳିତ ବୋଟ ଏସ୍ଓବି(ଷ୍ଟିଲ ଓପନ ବୋଟ)। ଏହା ଅବହେଳିତ ଅବସ୍ଥାରେ ଥିବାରୁ ଗଛଲତା ମାଡ଼ିଗଲାଣି। ଧର୍ମଶାଳା ଅଞ୍ଚଳରେ ଏହା ଏକମାତ୍ର ଷ୍ଟିଲ…
କେରୁଣା-କୋତପୁର ରାସ୍ତା କାର୍ଯ୍ୟରେ ଅନିୟମିତତା
ପ୍ରୀତିପୁର,୨୪।୯(ସୁଶାନ୍ତ ବେହୁରିଆ): ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଓ ଠିକାଦାର ପ୍ରୀତି ଯୋଗୁ ବହୁ ରାସ୍ତା କାର୍ଯ୍ୟରେ ଅନିୟମିତତା ଦେଖାଦେବା ସହିତ କାର୍ଯ୍ୟରେ ସ୍ଥାୟିତ୍ୱ ପ୍ରତି…
ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ
ଡେରାବିଶ,୨୪।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ ଯଅଁରାବାରିମୂଳ ପଞ୍ଚାୟତ ଯଅଁରାବାରିମୂଳ ଗ୍ରାମରେ ଶୁକ୍ରବାର ରାତିରେ ଗଣେଶମୂର୍ତ୍ତି ଭସାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହାକୁ ନେଇ ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଛି।…
ଜମି ଜାଲିଆତିରେ ଅର୍ଥ ହଡ଼ପ
ଯାଜପୁର, ୨୪।୯: (ହର୍ଷବର୍ଦ୍ଧନ ବେହେରା):ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ କିଣି ସେମାନଙ୍କୁ ସହଜରେ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ପ୍ରତିଷ୍ଠା କରାଯାଇଛି। ହେଲେ ଯାଜପୁର ଜିଲାର ପାକ୍ସଗୁଡ଼ିକରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ…
ରାଜପଥ ସଂଯୋଗୀକରଣ ରାସ୍ତାରେ ଗର୍ତ୍ତ
ବାଲିଚନ୍ଦ୍ରପୁର,୨୪।୯(ଗିରିଜା ପ୍ରସାଦ ସାହୁ): ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଛକରେ ଗ୍ରାମାଞ୍ଚଳ ଓ ବାଲିଚନ୍ଦ୍ରପୁର ବଜାରକୁ ସଂଯୋଗ ପାଇଁ ରାଜପଥର ଉଭୟ ପାର୍ଶ୍ୱରେ ରହିଛି ସଂଯୋଗୀକରଣ ରାସ୍ତା। ଦୀର୍ଘଦିନ ହେବ ଏହି ରାସ୍ତାରେ ବିରାଟ ବରାଟ ଗର୍ତ୍ତ ସୃଷ୍ଟି…
ଝଡ଼ବର୍ଷାରେ ଭାଙ୍ଗିଲା ଗଛଡାଳ
ରସୁଲପୁର,୨୪।୯(ରଞ୍ଜିତ ରାଉତ): ଝଡ଼ବର୍ଷା ଯୋଗୁ ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ହରିପୁର ବଜାର ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ମା’ଝାଡ଼ଖଣ୍ଡି ଠାକୁରାଣୀଙ୍କ ନିକଟରେ ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ଏକ ଆମ୍ବଗଛ ଡାଳ ଭାଙ୍ଗି ପଡ଼ିଛି। ଏଥିଯୋଗୁ ଗାଡ଼ି…
ଡୁବୁରୀ-ଟାଟା ଷ୍ଟିଲ୍ ୟାର୍ଡକୁ ନୂତନ ରେଳ ଲାଇନ ପ୍ରସ୍ତାବ
ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଟାଟା ଷ୍ଟିଲ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିରେ ଅତିରିକ୍ତ ୨୩ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍ରୁ ୮ ନିୟୁତ ମେଟ୍ରିକ ଟନ୍(ଏମ୍ଟିପିଏ) ପର୍ଯ୍ୟନ୍ତ ଷ୍ଟିଲ୍…
ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି
ଯାଜପୁରରୋଡ୍,୨୩ା୯ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ସହ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରେଲ୍ଓ୍ବେ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ଷ୍ଟେଶନବଜାର, ବସ୍ଷ୍ଟାଣ୍ଡ, ବ୍ୟାସନଗର ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟ…
ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ
କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ ଗୁଳୁଗୁଳି ଓ ରୌଦ୍ରତାପ ଅନୁଭୂତ ହେଉଛି। ସେହିପରି ଋ଼ତୁ ପରିବର୍ତ୍ତନ ଯୋଗୁ ପାଣିର ଅଭାବ…
ବିଞ୍ଝାରପୁରରେ ବରୀ ଗୋଟି ଖେଳିପାରେ ବିଜେଡି
ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ମନୋନୀତ ହେବା ପରେ ଯାଜପୁର ଜିଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରମିଳା ୬ଥର ଏହି ଆସନରୁ ବିଜୟୀ ହୋଇଛନ୍ତି। ତେବେ…
ବିପଦ ସଙ୍କୁଳ ବ୍ରିଜ ମରାମତି ଦାବି
ଦଶପଲ୍ଲା,୨୨ା୯(ପ୍ରକାଶ କୁମାର ପାଣି): ଦଶପଲ୍ଲା ଦୁର୍ଗା ବଜାରସ୍ଥିତ କୁଆଁରିଆ ନଦୀ ଉପରେ ଥିବା ବ୍ରିଜଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ବିଭିନ୍ନ ସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ଯାତାୟତ ବେଳେ ଉକ୍ତ ଖାଲରେ…
ଚାଷୀଙ୍କୁ ମିଳିନି ଫସଲ ବୀମା ରାଶି, ଘେରିଲେ ସମବାୟ ସମିତି କାର୍ଯ୍ୟାଳୟ
ସିଂହପୁର,୨୧ା୯(ଅନଙ୍ଗ ଉଦୟ ବେଉରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି କୃଷିସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହଶହ ଚାଷୀ ଦୀର୍ଘ ୩ ଘଣ୍ଟା କାଳ ଘେରି ରହିଥିଲେ। ସୂଚନାଯୋଗ୍ୟ, ୨୦୨୩ ଖରିଫ ଋତୁ ଫସଲ କ୍ଷତି ବାବଦ…
Archives


