ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ
ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ. ଦ୍ୱିତୀୟ ଶତାଦ୍ଦୀର ଏ୍ୟତିହାସିକ ପାରାଭାଡ଼ି ସ୍ତୂପ ଆବିଷ୍କୃତ ହୋଇଥିଲା। କେବଳ ପାରାଭାଡ଼ି ସ୍ତୂପ ନୁହେଁ,…
ପ୍ରହସନ ପାଲଟିଛି ପ୍ଲାଷ୍ଟିକମୁକ୍ତ ଅଭିଯାନ
ରତ୍ନଗିରି,୧୩।୩(ଡିଏନଏ): ପରିବେଶକୁ ପଲିଥିନ ଓ ପ୍ଲାଷ୍ଟିକ୍ ମୁକ୍ତ କରାଯିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବରୀ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଅଞ୍ଚଳର ବାଲିଆ, ରତ୍ନଗିରି, କାଇପଡ଼ା, ବରୀ ପ୍ରଭୃତି…
ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳକ
ରସୁଲପୁର,୧୨।୩(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡ଼ାଙ୍କ ନାବାଳକ ପୁଅ ଚିତ୍ତରଞ୍ଜନ ଗୁରୁବାର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଛନ୍ତି। ପରିବାର ଲୋକେ ଖୋଜାଖୋଜି କରିବାର କିଛି ସମୟ ପରେ ପୁଅକୁ…
ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଫେରାର, ପୋଲିସର ତଦନ୍ତ ଜାରି
ରସୁଲପୁର,୧୨।୩(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବେତଣ୍ଡା ଗ୍ରାମରେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଶରତ ମହାକୁଡ଼ ନାମକ ଜଣେ ଯୁବକ ତାକୁ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ…
କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର
ଦଶରଥପୁର,୯।୩(ଡିଏନ୍ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ି…
ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି
କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍ହାଉସ୍ ଡିଜେ ଅଛନ୍ତି। ଏହି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ତିଷ୍ଠି ରହିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।…
ରାଜସ୍ବ ବିଭାଗରେ ମୋ’ ସରକାର ବିଫଳ: ବନ୍ଦ ହେଉନି ମେଶିନରେ ବାଲି ଉତ୍ତୋଳନ, ଜୀବିକା ହରାଉଛନ୍ତି ଶ୍ରମିକ
ଯାଜପୁର ଅଫିସ,୮।୩: ରାଜସ୍ବ ଓ ପ୍ରାକୃତିକ ବିପଯର୍ର୍ୟୟ ପରିଚାଳନା (ଆରଆଣ୍ଡଡିଏମ୍) ବିଭାଗ ଗତ ୨୬ତାରିଖଠାରୁ ମୋ’ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଯାଏ ମୋ’ ସରକାର ଯୋଜନାର ତାତ୍ପର୍ଯ୍ୟ ଯାଜପୁର ଜିଲା ରାଜସ୍ବ ବିଭାଗର ତହସିଲ କାର୍ଯ୍ୟଳୟଗୁଡ଼ିକୁ ପହଞ୍ଚି ପାରିନାହିଁ। ମୋ’ସରକାର…
ଯାଜପୁର ଜିଲା: ଶୀତଳ ଭଣ୍ଡାରକୁ ଭୁଲି ଯାଉଛନ୍ତି ନେତା, ଜିଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ୱ
ଯାଜପୁର ଅଫିସ,୮।୩: ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୧ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଗତ ୨୬ ତାରିଖରେ ଶେଷ ହୋଇଛି। ତେବେ ଏହି ଦୁଇ ପର୍ଯ୍ୟାୟରେ ଯାଜପୁର ଜିଲାର ବଡଚଣା ବିଧାୟକଙ୍କୁ ବାଦଦେଲେ ଅନ୍ୟ କେହି…
ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା
ରସୁଲପୁର,୮।୩(ଡି.ଏନ୍.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେସବୁ ଯୋଜନା ବାସ୍ତବ କ୍ଷେତ୍ରରେ ରୂପାୟନ…
ବୈତରଣୀ ନଦୀବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା
ଯାଜପୁର ଅଫିସ,୬।୩: ଯାଜପୁର ଜିଲା ଦଶରଥପୁର ବ୍ଲକବାସୀଙ୍କ ପାଇଁ ବୈତରଣୀ ଜୀବନରେଖା ସଦୃଶ। ଏହି ନଦୀଜଳରୁ ଅଧିକାଂଶ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ହେଲେ ଏହି ବ୍ଲକର ଗ୍ରାମାଞ୍ଚଳର ନଦୀ ଅବବାହିକା ପରିଚାଳନାର ଶୋଚନୀୟ ଅବସ୍ଥାକୁ ଦେଖିଲେ ଯେକେହି…
କଳିଙ୍ଗନଗର ଶିଳ୍ପାଞ୍ଚଳ: ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉତ୍କଟ
ଯାଜପୁର ଅଫିସ,୬।୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଯୋଗୁ ଜଳ ସଞ୍ଚୟ ଓ ବିଶୋଧନ ପ୍ରକ୍ରିୟା ପରାହତ ହେଉଛି। ଏଠାରେ ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ବିଶେଷକରି ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍ଲେସ ଷ୍ଟିଲ ଓ ବ୍ରାହ୍ମଣୀ ରିଭର୍ସ…
ରାସ୍ତା ଉପରେ ବୋହୁଛି ବର୍ଜ୍ୟଜଳ: ଗାଁକୁ ଆସିବାକୁ ରାଜି ହେଉନାହାନ୍ତି ଅତିଥି
ରସୁଲପୁର,୬।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ୫ଟି ସାହିରୁ ପ୍ରଥମ ଓ ପଞ୍ଚାୟତର ବଡ ସାହି ଭାବେ ଗଣାଯାଉଥିବା ନୂଆସାହି ରାସ୍ତା ଗମନାଗମନ ଉପଯୋଗୀ ହୋଇ ରହିନାହିଁ। ଏହି ପଞ୍ଚାୟତକୁ ସ୍ବଚ୍ଛତା ପୁରସ୍କାର ମିଳିଥିବାବେଳେ ପଞ୍ଚାୟତର ପରିବେଶ ଅତ୍ୟନ୍ତ ଅସ୍ବଚ୍ଛ ଥିବା…
Archives


