ଯାଜପୁର

କଳିଙ୍ଗନଗର ଶିଳ୍ପାଞ୍ଚଳ: ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,୬।୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଯୋଗୁ ଜଳ ସଞ୍ଚୟ ଓ ବିଶୋଧନ ପ୍ରକ୍ରିୟା ପରାହତ ହେଉଛି। ଏଠାରେ ବାୟୁ ଅପେକ୍ଷା ଜଳ ପ୍ରଦୂଷଣ ଉକତ୍ଟ ହୋଇଛି। ବିଶେଷକରି ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ ଓ ବ୍ରାହ୍ମଣୀ ରିଭର୍ସ…

ରାସ୍ତା ଉପରେ ବୋହୁଛି ବର୍ଜ୍ୟଜଳ: ଗାଁକୁ ଆସିବାକୁ ରାଜି ହେଉନାହାନ୍ତି ଅତିଥି

ରସୁଲପୁର,୬।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ୫ଟି ସାହିରୁ ପ୍ରଥମ ଓ ପଞ୍ଚାୟତର ବଡ ସାହି ଭାବେ ଗଣାଯାଉଥିବା ନୂଆସାହି ରାସ୍ତା ଗମନାଗମନ ଉପଯୋଗୀ ହୋଇ ରହିନାହିଁ। ଏହି ପଞ୍ଚାୟତକୁ ସ୍ବଚ୍ଛତା ପୁରସ୍କାର ମିଳିଥିବାବେଳେ ପଞ୍ଚାୟତର ପରିବେଶ ଅତ୍ୟନ୍ତ ଅସ୍ବଚ୍ଛ ଥିବା…

କୁସୁନପୁର, ବିଛାଖଣ୍ଡିରେ ଚାଲୁଥିବା ବେଆଇନ କ୍ରସର ଉଚ୍ଛେଦ କାର୍ଯ୍ୟ ୨ୟ ଦିନରେ: ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି

ଧର୍ମଶାଳା, ୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ଓ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରସର ଉଚ୍ଛେଦ କାର୍ଯ୍ୟ ଗୁରୁବାର ୨ୟ ଦିନରେ ପହଞ୍ଚିଛି। ପୂର୍ବରୁ ଏ ନେଇ କ୍ରସର ମାଲିକଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସମୟ ସୀମା…

୧୬ନଂ ଏନ୍‌ଏଚ୍‌ରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍‌, ବାଇକ: ଦମ୍ପତି ଗୁରୁତର

ଧର୍ମଶାଳା,୫ା ୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ସାରୋଇ ଛକ ନିକଟରେ ଗୁରୁବାର ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବା ପରେ ଉଭୟ ଗାଡ଼ି ଜଳିଯାଇଛି। ଏଥିରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ସେମାନେ…

ବିଛାଖଣ୍ଡିରେ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ: ପ୍ରଶାସନ ନିକଟରେ ପୈଠ କରିପାରିଲେନି ଗୁରୁତ୍ୱପୂର୍ଣ୍ଣ କାଗଜ

ଜେନାପୁର,୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରଶରକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ତେବେ ପୂର୍ବରୁ ଏ ନେଇ କ୍ରଶର ମାଲିକଙ୍କୁ ନୋଟିସ କରାଯାଇଥିଲା। ସମୟସୀମା ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜ…

୨୧ ନୁହେଁ ୨୫ରେ ନଗଡ଼ା ଆସିବେ ଲୋକାୟୁକ୍ତ ପ୍ରତିନିଧିଦଳ

ଯାଜପୁର ଅଫିସ, ୪।୩: ଯାଜପୁର ଜିଲା ନଗଡ଼ାର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଏଲ୍‌ଓ୍ବାଇ କେସ୍‌ ନଂ.୪୫୫/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତ କରିବା ପାଇଁ ଆସନ୍ତା…

ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ରକରି ମାରପିଟ: ୩ ଗିରଫ

ଧର୍ମଶାଳା/ଜେନାପୁର,୪ା୩(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ସୁକୁଟିଝର ଗ୍ରାମରେ ଏକ ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏଥିରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ…

ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ

ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍‌.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି।…

ବିଧାନସଭାରେ ନୀରବ ଜନପ୍ରତିନିଧି

ଯାଜପୁର ଅଫିସ,୩ା୩: ଯାଜପୁର ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଠାରୁ ପନିପରିବା ଜିଲା ତଥା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହେଉଛି। କିନ୍ତୁ ଜିଲା କୃଷି ଓ ଉଦ୍ୟାନ ବିଭାଗର ଦୂରଦର୍ଶିତା ଓ ଆନ୍ତରିକତା ଅଭାବରୁ…

ଯୁବତୀଙ୍କ ଘର ଜାଳିଦେଲେ ଯୁବକ

ଯାଜପୁର ଅଫିସ,୩ା୩: ଏକାଧିକ ଥର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ। ଏହି ଘଟଣା ସମଗ୍ର ଯାଜପୁର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ ଏନେଇ…

୧୦୨ ଠିକା ଶ୍ରମିକଙ୍କୁ ଛଟେଇ

ଯାଜପୁର ଅଫିସ,୩ା୩:କଳିଙ୍ଗନଗରଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ଘରୋଇକରଣ ପ୍ରତିବାଦରେ ନିଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ କାରଖାନା ସମ୍ମୁଖରେ ଗଣଧାରଣା ସୋମବାର ୫୧ ଦିନରେ ପହଞ୍ଚିଛି। ଇତିମଧ୍ୟରେ ସରକାର, ଜିଲା ପ୍ରଶାସନ କିମ୍ବା ନିଳାଚଳ କର୍ତ୍ତୃପକ୍ଷଙ୍କ…

ମାର୍ଚ୍ଚ ୨ରେ ସମବାୟ ସମିତିରେ ମୋ’ ସରକାର: ଯୋଡ଼ିହେବ ଏଆର୍‌ସିଏସ୍‌, ପ୍ୟାକ୍ସ, ଲ୍ୟାମ୍ପ୍ସ, ସିସିବି

ଯାଜପୁର ଅଫିସ,୧।୩: ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଜନସାଧାରଣଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ସୃଷ୍ଟି କରାଯାଇଛି। ସବୁ ସରକାରୀ କର୍ମଚାରୀ ଲୋକଙ୍କ ପାଇସାରୁ ହିଁ ବେତନ ପାଆନ୍ତି ା ଗଣତନ୍ତ୍ରରେ ସରକାରୀ ଅନୁଷ୍ଠାନ ହେଉଛି ଲୋକଙ୍କ ସମ୍ପତ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?