ଯାଜପୁର

ଗୁଣିଗାରେଡ଼ିରୁ ହତ୍ୟା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର/ଯାଜପୁର ରୋଡ/ କଳିଙ୍ଗନଗର, ୧୭ା୧୧ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ନିମପଲ୍ଲୀ ଗ୍ରାମ ସୁରିସାହିରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ପୋଡ଼ି ହତ୍ୟା କରିବା ମାମଲାର...

ବଢୁଛି ଚୋରାମଦ କାରବାର

ଯାଜପୁର ସଦର,୧୬ା୧୧(ସମର ବିଜୟ ଶରଣ)ଯାଜପୁର ସଦର ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଥାନା ଅଧୀନ ବରୁଅଁା ଛକ ନିକଟରେ ୩ ମଦ ଦୋକାନ ରହିଛି। ସେଥିମଧ୍ୟରୁ ଗୋଟିଏ ଠିପି ବନ୍ଦ, ଗୋଟିଏ ବାର୍‌ ଓ ଅନ୍ୟଟି...

ବ୍ୟାସନଗରର ଯୁବ କ୍ରୀଡ଼ାବିତ୍‌ଙ୍କୁ ଅଣଦେଖା

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରପରିଷଦ ଗଠନ ହେବାର ଇତିମଧ୍ୟରେ ୨୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ନିକଟରେ ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ସହରର ଜନସଂଖ୍ୟା ବଢି ଚାଲିଛି। ଅଥଚ...

୨୪ ମୃତକଙ୍କ ଭତ୍ତା ଟଙ୍କା ଆତ୍ମସାତ୍‌

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ତୃଣମୂଳଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କେତେଜଣ ଅଧିକାରୀ ହରିଲୁଟ କରୁଛନ୍ତି ା ଏହି ଘଟଣା ଏବେ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ଗ୍ରାମ ପଞ୍ଚାୟତକୁ ଏଠାରେ ଉଦାହରଣ...

ବେଆଇନ ଚେମିନି ଇଟାଭାଟିକୁ ଲଗାମ ନାହିଁ

କୋରେଇ,୧୫। ୧୧(ଚନ୍ଦ୍ରକାନ୍ତ ପତି): ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଅନେକ ବେଆଇନ ଚେମିନି ଇଟାଭାଟି ଗଢ଼ି ଉଠିଛି। ହେଲେ ଏଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଖବର ଅନୁଯାୟୀ, ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ,...

ନକଲି ଆଦିବାସୀ: ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି) ୧୫।୧୧ : କେତେଜଣ ସାଧାରଣ ଏବଂ ଓବିସି ବର୍ଗର ବ୍ୟକ୍ତି ପଡ଼ୋଶୀ ଜିଲାରେ କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ହାସଲ କରୁଛନ୍ତି।...

ଯୁବକଙ୍କ ଉନ୍ମତ୍ତକାଣ୍ଡ: ନିଜ ଘରେ ଲଗାଇଦେଲେ ନିଆଁ

ଚଣ୍ଡିଖୋଲ,୧୪।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିତଳ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ଜଳି ଯାଇଛି । ଉକ୍ତ ଗ୍ରାମର ଅଜୟ ଦଳେଇ ପ୍ରତିଦିନ ପରି ରବିବାର ମଦ...

ମହାନ୍ତ ସମ୍ପ୍ରଦାୟର ଗୋଠ ପୂଜା, ଧିଙ୍ଗୁଆନ

କାଳିଆପାଣି,୧୪।୧୧(ଅସିତ ମହାନ୍ତ): ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ପୂଜାନୀତି ପ୍ରଚଳିତ ଥିବା ବେଳେ କୁଡ଼ୁମି ମହାନ୍ତ ସମ୍ପ୍ରଦାୟର ଦୀପାବଳିରେ ଗୋଠ ପୂଜା ଓ ଧିଙ୍ଗୁଆନ ପାଳନ ଏକ ନିଆରା ପରମ୍ପରା । ପ୍ରକୃତି ପୂଜକ କୁଡୁମି ସମ୍ପ୍ରଦାୟ ଲୋକମାନେ ଦୈନ୍ୟଦିନ ଜୀବନ...

ୱାଗନ୍‌ ବ୍ଲାଷ୍ଟିଂରେ ଲୋକେ ଥରହର

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି କଳାପଥର ଲୁଟ୍‌ ଜୋର ଧରିଛି। ଖଣି ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ଲୁଟ୍‌କୁ ରୋକିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଓଲଟା...

ଅଷ୍ଟଧାତୁ ମୂର୍ତ୍ତି ଚୋରିକୁ ବର୍ଷେ ବିତିଲା

କାଏମା,୧୪।୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ପାଟପୁର ପଞ୍ଚାୟତରେ ଥିବା ବହୁ ପୁରାତନ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାକୁ ଇତିମଧ୍ୟରେ ୧ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ଯାଜପୁର ପୋଲିସ...

ବର୍ତ୍ତିଯିବାକୁ ଗହମ ଖୋଜା ଚାଲିଛି

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଆବାସ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଆସୁଛି। ୧୪ ମାସ ତଳେ ଏହି ବ୍ଲକରେ ଗରିବ ହିତାଧିକାରୀଙ୍କ...

କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri