ଯାଜପୁର

ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଜୀବନ: ଜଣେ ଗୁରୁତର

ଧର୍ମଶାଳା,୩୦।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ବଡ଼ଚଣା ଥାନା ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ତିନି ଜଣ ଚଣ୍ଡିଖୋଲରୁ ବଡ଼ଚଣା ଅଭିମୁଖେ ଫେରୁଥିବା…

୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ

ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଆସନ୍ତା ୧ ତାରିଖରୁ ସମସ୍ତ ହୋଟେଲ୍‌, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦି ଖୋଲିବ। ଏନେଇ ଜିଲାପାଳ ଚିଠି ସଂଖ୍ୟା ୪୮୬୩, ତା:୨୮/୦୬/୨୦୨୫ରେ ଶନିବାର ଏକ ନିର୍ଦ୍ଦେଶନାମା ଜାରି…

ଛାତ ଉପରକୁ ଯାଇଥିଲେ ପୁଅ, ଦାଦା ଦେଖିଲା ବେଳକୁ ଲାଗିଥିଲେ ବିଦ୍ୟୁତ୍‌ ତାରରେ ପରେ…

ଧର୍ମଶାଳା,୨୮।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସୂଚନା ମୁତାବକ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍‌ ପ୍ରକାଶ ସାହୁ ବୟସ…

ଡାଇରିଆ କବଳରୁ ମୁକ୍ତ ହେଉଛି ଯାଜପୁର, ହୋଟେଲ ଖୋଲିବାକୁ ବ୍ୟବସାୟୀଙ୍କ ନିବେଦନ

ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଡାଇରିଆ କବଳରେ ଥିବା ଯାଜପୁର ଜିଲାର ସ୍ଥିତି ବର୍ତ୍ତମାନ ଧିରେ ଧିରେ ସୁଧୁରିଛି। ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ି ସ୍ଥିତି ଗମ୍ଭୀର ହେବା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲା ପ୍ରଶାସନର ତତ୍ପରତା…

ଓଡିଶାରୁ କାଶ୍ମୀର ଯୁବକ ଗିରଫ ଘଟଣାରେ ରାୟ ପ୍ରକାଶ, ୫ ବର୍ଷ କାରାଦଣ୍ଡ

ଧର୍ମଶାଳା,୨୬।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର ମିଲତନଗରରୁ ଗତ ୧୫/୧୨/୨୩ ତାରିଖ ରେ ଗିରଫ ହୋଇଥିବା କାଶ୍ମୀର ଯୁବକ ସୟଦ ଅହେସାନ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଧର୍ମଶାଳାରେ ଜୁନ ୨୫ରେ ଆନ୍ଦୋଳନ: ଗଣବଳାତ୍କାର ବିରୋଧରେ….

ଧର୍ମଶଳା,୨୩।୬(ଶିବ ପ୍ରାସାଦ ମହାନ୍ତି ଧରିତ୍ରୀ): ରାଜ୍ୟରେ ଛାତ୍ରୀମାନଙ୍କୁ ଅସାଦାଚରଣ, ବଳାତ୍କାର, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ଭାଜପା ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏ ନେଇ ଅଭିଯୋଗ କରି, ଧର୍ମଶାଳା ବିଜୁ-ଯୁବ ଛାତ୍ର ଜନତା ଦଳ ତରଫରୁ…

ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ଧର୍ମଶାଳା ମୁନ୍‌ସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି…

ଜାରକା ବିଭିନ୍ନ ଲଜ୍ ଉପରେ ଚଢ଼ାଉ, ଗାଡ଼ି ଯାଞ୍ଚ

ଧର୍ମଶାଳା,୨୨।୬( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳରେ ଥିବା ବିଭିନ୍ନ ଲଜ ଉପରେ ଧର୍ମଶାଳା ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଚଢ଼ାଉ କରାଯାଇଛି। ୧୬ ନଂ ଜାତୀୟ ରାଜପଥ କଡ଼ରେ ଜାରକା ଅଞ୍ଚଳ ଥିବାରୁ ଦୈନିକ ବାହାର ଲୋକଙ୍କ ଯାତାୟାତ…

ବାଲି ଗାଡ଼ି ଅଟକାଇ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ନିକଟ ମାନ୍ତ୍ରିରି ଗାଁ ନିକଟରେ ୩ଟି ବାଲି ବୋଝେଇ ହାଇୱା ଟ୍ରକକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଯାବରା ବାଲି ଘାଟରୁ ଦୈନଦିନ ଶହ ଶହ ଟ୍ରିପ ବାଲି ବୋଝେଇ…

ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…

ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ୪୨ଜଣ…

ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି ନେଇ ଚାଲି ଯାଇଥିବା ପରେ ଭୋର୍‌ ସମୟରେ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ଦୁଇ…

ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ…

ଧର୍ମଶାଳା, ୨୦। ୬ (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ହୃଦଘାତରେ ମତ୍ୟୁ ଘଟିଛି। ସୁଚନା ମୁତାବକ ଟିଏନ- ୨୪ଏଡି – ୭୫୭୯ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?