ସ୍ବାମୀଙ୍କ ଉପରେ ଗରମ ପାଣି ଢାଳିଲେ ସ୍ତ୍ରୀ
ବିଞ୍ଝାରପୁର,୧୯ା୯(ଡି.ଏନ.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଶନିବାର ରାତିରେ ବିଞ୍ଝାରପୁର ଥାନା ଅଧୀନ ଶାସନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସେକ୍ ଆଲ୍ଲାଉଦ୍ଦିନ(୪୮) ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ଗରମ ପାଣି ଢାଳି ରାଗ ସୁଝାଇଛନ୍ତି। ଫଳରେ ଆଲ୍ଲାଉଦ୍ଦିନ ଅର୍ଦ୍ଧଦଗ୍ଧ…
ବାତ୍ୟା, ବନ୍ୟାଞ୍ଚଳରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହେବ
ଯାଜପୁର ଅଫିସ,୧୮।୯: ଓଡ଼ିଶାର ବାତ୍ୟା ଓ ବନ୍ୟାପ୍ରବଣ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଏକ ବଡ଼ ସମସ୍ୟା ହୋଇ ରହିଛି। ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଗୋରୁ ଓ କୋଇଲା ଚୋରା ଚାଲାଣ ଅଣାୟତ୍ତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତ ଏପ୍ରିଲ ୨୨ରେ…
ଗୁହାଳ ନିର୍ମାଣ ବିଲ୍ ପାଉନାହାନ୍ତି ହିତାଧିକାରୀ
ଯାଜପୁର ଅଫିସ,୧୬ା୯:ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍ଆରଇଜିଏସ୍)ରେ ହିତାଧିକାରୀଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବାକୁ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିତାଧିକାରୀମାନେ ନାନା ସମସ୍ୟାରେ ସମ୍ମୁଖିନ ହେବା…
ପାନୀୟ ଦୁର୍ଦ୍ଦଶାରେ ଖଣି ପ୍ରଭାବିତ ଗ୍ରାମବାସୀ
ଯାଜପୁର ଅଫିସ,୧୫ା୯: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍ବିଏଡିସି (ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣାଧୀନ ୨ ମେଗା ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଏଯାଏ ଲାଗି ପାରିନାହିଁ। ଅଣଓଡ଼ିଆ ଠିକାସଂସ୍ଥା ଏନ୍ସିସିକୁ ଗତ…
ବ୍ରାହ୍ମଣୀ ନଦୀଗର୍ଭରେ ଚାରାରୋପଣକୁ ବିରୋଧ
ରସୁଲପୁର,୧୫ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଞ୍ଚାୟତର ଅତଲାପୁର ଘେରିବନ୍ଧ ପାର୍ଶ୍ୱ ଦଶଘର ସାହିଠାରୁ କ୍ଷେତ୍ରପାଳ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଗର୍ଭରେ ଚାରାରୋପଣ କରାଯାଉଛି। ଫଳରେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ନଦୀ ଗର୍ଭରେ ଚାରାରୋପଣ କରାଗଲେ ସରକାରୀ ଅର୍ଥ…
ଜରି ପଞ୍ଚାୟତରେ ଜରିପାଲ ଭରସା
ଯାଜପୁର ଅଫିସ/ ବିଞ୍ଝାରପୁର, ୧୫ା୯(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଆବାସ ପ୍ଲସ୍ର ପ୍ରାଥମିକ ତାଲିକା ପ୍ରକାଶ ପାଇନାହିଁ। ଯେବେ ଏହା ପ୍ରକାଶ ପାଇବ ସର୍ବସାଧାରଣ ନିମନ୍ତେ ଅବଗତ କରାଇ ଦିଆଯିବ। ଏନେଇ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ। ଆବାସ ତାଲିକା…
ବିଧାୟକଙ୍କ ଲେଟର ପ୍ୟାଡ୍ରେ ନକଲି ଚିଠି
ଯାଜପୁର ଅଫିସ,୧୪ା୯: ରାଜ୍ୟ ସରକାର ନୀତି ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ରାଜନୀତି କ୍ଷେତ୍ରରେ ବିଧାୟକମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ଯୋଜନାର କାର୍ଯ୍ୟକାରିତା, ପ୍ରସ୍ତାବ ଆଦି…
ବର୍ଷାରେ ଭିଜୁଛନ୍ତି ଗରିବ ପରିବାର
ଯାଜପୁର ଅଫିସ,୧୩ା୯:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏଯାଏ ପ୍ରାୟ ୩୦ ହଜାର ଗ୍ରାମୀଣ ଆବାସ ବଣ୍ଟନ ହୋଇଛି। ତଥାପି ବ୍ଲକରେ କଚ୍ଚା ଘର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଠାରେ ୭୦ ପ୍ରତିଶତ ବାସଗୃହ ଗାଏବ ହୋଇଯାଇଥିବାବେଳେ ଜଣେ ଜଣେ ହିତାଧିକାରୀ…
ପିସି କାରବାରରେ ବନ୍ଧା ପିଏମ୍ଜିଏସ୍ୱାଇ
ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ…
ବାଲିଗରିରେ ଭାଗବତଙ୍କ ଜନ୍ମଉତ୍ସବ
ଚଣ୍ଡିଖୋଲ,୧୨ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ବାଲିଗରି ଗ୍ରାମସ୍ଥିତ କୋଠଘର (ଗଣେଶ ଘରେ) ଶନିବାର ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ ଜନ୍ମ ଉତ୍ସବ ପାଳନ କରାଯାଇଛି। ଏଥିରେ ଭାଗବତ ଗାଦିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମଥର ପାଇଁ ଗ୍ରାମରେ…
ବନ୍ଦ ନ ହେଉ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟ
ଯାଜପୁର ରୋଡ,୧୧ା୯(ଡି.ଏନ.ଏ.): ବ୍ୟାସସରୋବର ବିକାଶ କାର୍ଯ୍ୟ ଉପରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ର ରହିତାଦେଶକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏନ୍ଜିଟିରେ ଆବେଦନକାରୀଙ୍କୁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବିରୋଧ କରାଯାଇଛି। ଏହି…
ଯାଜପୁର ସହରରେ ବଢୁଛି ନିଶା କାରବାର
ଯାଜପୁର ଟାଉନ, ୧୧ା୯(ଡି.ଏନ.ଏ.): ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ସହରର ସପ୍ତମାତୃକା ନିକଟସ୍ଥ ଦଶାଶ୍ୱମେଧ ଘାଟଠାରୁ ଆରମ୍ଭ କରି ବାରୁଣୀ ପଡ଼ିଆର ମହାଶ୍ମଶାନ ନିକଟସ୍ଥ ବୈତରଣୀ…
Archives


