ଯାଜପୁର

୧୨ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକିଦେଲେ ବାପା

ଚଣ୍ଡିଖୋଲ,୮ା୪(ଡି.ଏନ.ଏ.): ମାତ୍ର ୧୨ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରିକରି ଦେଇଛନ୍ତି ବାପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଶାସନ ପୁରୁଷୋତ୍ତମପୁରର ଆଦିବାସୀ ବସ୍ତି ଚମାରଖଟି ଗ୍ରାମରେ। ଏହି ଗ୍ରାମର ଘନ ସିକୁ ଓ ତାଙ୍କ…

ମୂଲ୍ୟବାନ୍‌ ଗଛ କାଟିନେଲେ

ରସୁଲପୁର,୭ା୪(ଡି.ଏନ.ଏ.): ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ସଡ଼ମ୍ବା ଗ୍ରାମ ଦେଇ ଯାଇଥିବା ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରୁ ଗ୍ରାମର ୨ ବ୍ୟକ୍ତି ରାତି ଅଧିଆ ମୂଲ୍ୟବାନ ଜଙ୍ଗଲି ଗଛଗୁଡ଼ିକୁ କାଟି ନେଇଛନ୍ତି। ଏନେଇ ଗ୍ରାମର ବୀରବର ପଲେଇ ଚଣ୍ଡିଖୋଲ ଜଙ୍ଗଲ…

୪୫ ୱାର୍ଡସଭ୍ୟ ପଦ ପାଇଁ ୭୫ ପ୍ରାର୍ଥତ୍ପତ୍ର ଦାଖଲ

ଧର୍ମଶାଳା,୭ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅଞ୍ଚଳରେ ଖାଲିପଡ଼ିଥିବା ୨୯ ପଞ୍ଚାୟତର ୪୫ ୱାର୍ଡ ସଭ୍ୟ ଆସନ ପାଇଁ ମେ’ ୨ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୫ ୱାର୍ଡ ପଇଁ ୭୫ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର…

ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ନାମଫଳକ

ଚଣ୍ଡିଖୋଲ,୭ା୪(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତାରେ ପୂର୍ତ୍ତ ବିଭାଗ ତରଫରୁ ତ୍ରୁଟିପୂର୍ଣ୍ଣ ନାମଫଳକ ଲଗାଯାଇଛି। ଏପ୍ରିଲ ୧ ଓଡ଼ିଶା ଦିବସରେ ଏହି ଫଳକକୁ ଦେଖି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ଓଡ଼ିଆ ଭାଷା ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୂଚନା…

ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ମାତି ସରକାରୀ ତହବିଲରୁ ବିପୁଳ ଟଙ୍କା ହରିଲୁଟ କରୁଛନ୍ତି। ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକରେ…

ବ୍ରିଜ୍‌ ପାଇଁ କାଳ ବାଲିଖାଦାନ

ଯାଜପୁର ଅଫିସ,୭ା୪: ନିର୍ମାଣ ଓ ଖଣି ପୋତା କାର୍ଯ୍ୟ ପାଇଁ ନଦୀ ବାଲିର ଆବଶ୍ୟକତା ବଢିଛି। ତେଣୁ ସରକାର ବାଲି ଖାଦାନ ଲିଜ୍‌ ପ୍ରଦାନ ପାଇଁ ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି। କିନ୍ତୁ ଏହି ନୀତିନିୟମ ବାଲି ବ୍ୟବସାୟୀ, ଲିଜ୍‌ଧାରୀ…

୨ମାସରେ ୧୧ ମୃତ

ଯାଜପୁର ଅଫିସ,୭ା୪: ସାରା ରାଜ୍ୟରେ ଏବେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅଭିଯାନ ଚାଲିଛି। ଏହାବାଦ୍‌ ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରତି ମଙ୍ଗଳବାର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜିରୋ ଟଲୋରେନ୍ସ ଡେ ଭାବେ ପାଳନ କରିବାକୁ ନିଷ୍ପତ୍ତି…

ସରକାରୀ ଜମିରୁ ରାତିଅଧିଆ ମୋରମ ଲୁଟ୍‌

କୋରେଇ,୬ା୪(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ। ବାଲି, ମାଟି, ମୋରମ, ମାଙ୍କଡା ପଥର ଆଦି ଚୋରାଚାଲାଣ କରି ମାଫିଆ ଅନେକ କୋଟି ଟଙ୍କା କମାଉଛନ୍ତି। ବ୍ୟାସନଗର ତହସିଲର କିଛି…

ଜଙ୍ଗଲ ଜମି କିସମ ପରିବର୍ତ୍ତନ ଏକ ବାହାନା

ଯାଜପୁର ଅଫିସ,୬ା୪: ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି(ଜେଆଇସିଏ) ବା ଜାଇକା ଅଧୀନ ରେଙ୍ଗାଲି ବହୁମୁଖୀ ଯୋଜନା ସାରିବାକୁ ବିଭାଗୀୟ ସମୟସୀମା ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ୨ ବର୍ଷ ତଳେ ୨୦୨୪ରେ ଏହି ପ୍ରକଳ୍ପ ସାରିବାକୁ ବିଭାଗୀୟ ପ୍ରତିଶ୍ରୁତି…

ଭାଉଜଙ୍କୁ କଟୁରୀରେ ହାଣି ହତ୍ୟାକଲେ ଦିଅର

ଚଣ୍ଡିଖୋଲ/ଛତିଆ, ୫।୪(ଡି.ଏନ୍‌ ଏ): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗ୍ରାମରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଗ୍ରାମର ଗୌରାଙ୍ଗ ନାୟକଙ୍କ ସ୍ତ୍ରୀ ଅନିତା ନାୟକ (୫୫) ସକାଳେ ଦାଣ୍ଡ ପହଁରୁ ଥିବା ସମୟରେ ତାଙ୍କ ଦିଅର ଜୟନ୍ତ…

ଅସାଧୁ ମେଣ୍ଟରେ ଖଣି ଶ୍ରମିକ ନୟାନ୍ତ

ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି…

ଘର ଆଗରେ ବାଡ଼ବୁଜିଲେ ପଡ଼ୋଶୀ

କୋରେଇ,୫।୪(ଡି.ଏନ.ଏ.): ଜମି ବିବାଦକୁ ନେଇ ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଛି ା ୨ ଦିନ ହେବ ଗୋଟିଏ ପରିବାରର ଘର ଚତୁର୍ପାର୍ଶ୍ୱରେ ବାଡ଼ ବୁଜି ସମସ୍ତ ବାଟ ବନ୍ଦ କରିଦେଇଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri