କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ
ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ ପରେ ପାରାଦୀପ ଆଦର୍ଶ ଥାନାକୁ ଆସିଛି। ଉକ୍ତ ଘଟଣାରେ ବୁଧବାର ପୋଲିସ ୭...
ବିଦ୍ୟୁତ୍ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ
ତିର୍ତ୍ତୋଲ, ୬ା୧୦(ଡି.ଏନ.ଏ.): ଜଗତ୍ସିଂହପୁର ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଥାନା ବଣିତୋ ଗଁ।ରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପଡୋଶୀ ଗୁରୁତର ହୋଇ...
ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ
ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର ନିକଟ କେନାଲ ବନ୍ଧ ନିକଟରେ ଖେଳିବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ।...
ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡ଼ଙ୍ଗା
ପାରାଦୀପ,୪।୧୦(ସ୍ବ.ପ୍ର.): ଜଗତସିଂହପୁର ଜିଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ସୋମବାର ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଛି। ତେବେ ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୋଲିସ...
ଦବୁଛି ପୂର୍ତ୍ତ ବିଭାଗ ରାସ୍ତା, ମରାମତି ଦାବି
ନାଉଗାଁ,୪ା୧୦(ସ୍ବ.ପ୍ର): ନାଉଗାଁ ବ୍ଲକ କାର୍ଯ୍ୟାଳୟରୁ ଗାରୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇଯାଇଛି। କିଛି ସ୍ଥାନରେ ଏହା ଦବିଯିବା ସହ ରାସ୍ତା ପାର୍ଶ୍ୱରୁ ଅତଡା ଖସିଯାଇଛି। ଏହାକୁ ମରାମତି କରାଯାଉ ନ ଥିବା ବେଳେ ଅତଡା ଖସିଥିବା...
ନଦୀ ପଠାଜମିକୁ ବେଆଇନ ଲିଜ୍
କୁଜଙ୍ଗ, ୨।୧୦(ଡି.ଏନ୍.ଏ.): କୁଜଙ୍ଗ ତହସିଲ ଦେଇ ପ୍ରବାହିତ ସାହାରାପେଣ୍ଠ ମତ୍ସ୍ୟଦିଆ ସଇରାତର ଶାମୁକାତିମୁଣ୍ଡା ନଦୀ ପଠା ଜମିକୁ ବେଆଇନଭାବେ ଲିଜ୍ ଆକାରରେ ଦିଆଯାଇଛି। ଏନେଇ କୈର୍ବତ୍ତ୍ୟମାନଙ୍କ ତରଫରୁ ଶୁକ୍ରବାର କୁଜଙ୍ଗ ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।...
ପାରିପାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ମା’ ମୃତ, ଶିଶୁପୁତ୍ର ଗୁରୁତର
ନାଉଗାଁ,୩୦ା୯(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଆ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ପାରିବାରିକ କଳହରୁ କିରୋସିନ ଢାଳି ହୋଇ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଉକ୍ତ...
ବନ୍ଦର ଘରୋଇକରଣକୁ ବିରୋଧ
ପାରାଦୀପ,୨୫।୯ (ସ୍ବ.ପ୍ର.):ଦେଶର ବୃହତ ବନ୍ଦରଗୁଡ଼ିକର ଘରୋଇକରଣକୁ ଶୁକ୍ରବାର ବିରୋଧ କରାଯାଇଛି। ଏନେଇ ପାରାଦୀପରେ ୧୧ଟି ଶ୍ରମିକସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଶ୍ରମିକସଂଘର ନେତାମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସରକାରଙ୍କ ଉଦ୍ଦେଶ୍ୟରେ...
ଓଲଟିଲା ଡଙ୍ଗା, ୨ ନିଖୋଜ
ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨...
ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ
ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ...
ପାରାଦୀପରେ ବର୍ଷା ସାଙ୍ଗକୁ ପବନ: ସମୁଦ୍ର ଅଶାନ୍ତ
ପାରାଦୀପ,୧୩।୯(ସ୍ବ.ପ୍ର): ଜଗତସିଂହପୁର ଜିଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ...
ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ
ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍ ଧରି ସମୁଦ୍ର...
Archives


