ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ
କୁଜଙ୍ଗ,୧୪।୭ (ମନୋଜ ପ୍ରଧାନ): ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୦୧ରେ କୁଜଙ୍ଗରେ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ୧୨୨ବର୍ଷର ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ…
ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ
ଜଗତ୍ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ ବ୍ୟକ୍ତି…
ପରିବା ଦର ନିୟନ୍ତ୍ରଣ ବାହାରେ
ଜଗତ୍ସିଂହପୁର, ୧୦ା୭ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲାରେ ସମ୍ପ୍ରତି ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ କୌଣସି ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋଗ୍ରାମ ପ୍ରତି ଦର ୧୨୦ ଟଙ୍କାରେ ପହଞ୍ଚତ୍ଥିବା ବେଳେ ବିନ୍…
କର୍ମଚାରୀ ଅଭାବରୁ କୃଷି ଯୋଜନା ଦିଗହରା
ଏରସମା,୧୦ା୭ (ଦୀପ୍ତି ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବିଶେଷକରି କର୍ମଚାରୀ ଅଭାବ କାରଣରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଏରସମା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ…
ମା’ ଶାରଳାଙ୍କ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ
ଜଗତସିଂହପୁର ୯।୭ : ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ବନ୍ଦ କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି। ମା’ଙ୍କର…
୭ ଦଫା ଦାବିରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ
ରଘୁନାଥପୁର, ୮।୭(ରାଜେନ୍ଦ୍ର ନାରାୟଣ ସିଂହ): ବିଦ୍ୟୁତ୍ ସମସ୍ୟା ପ୍ରତିବାଦରେ ୭ ଦଫା ଦାବି ନେଇ ରଘୁନାଥପୁରର ଟିପିସିଓଡିଏଲ କାର୍ଯ୍ୟାଳୟକୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ଘେରାଉ କରାଯାଇଛି। ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି ଓ ସମ୍ପାଦକ ଗୋବିନ୍ଦ…
ଶ୍ରାବଣ ଆରମ୍ଭରୁ ପରିବା ଦର ଆକାଶଛୁଆଁ
ବାଲିକୁଦା,୭ା୭(ତାପସ ସ୍ବାଇଁ): ଶ୍ରାବଣ ଆରମ୍ଭରୁ ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରରେ କେବଳ ଆଳୁକୁ ଛାଡିଦେଲେ ସମସ୍ତ ପରିବା କିଲୋ ପ୍ରତି ୫୦ ଟଙ୍କାରୁ ଊର୍ଦ୍ଧ୍ୱରେ ପହଞ୍ଚ।ଏହା ଏବେ ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବୋଲବମ୍ ଭକ୍ତମାନେ ଏହି…
ଅବଧି ସରିଲାଣି, କାର୍ଯ୍ୟ ସରୁନି
ନାଉଗାଁ,୭ା୭(ସୁଧା ବେହୁରା): ନାଉଗାଁ ବ୍ଲ୍କକ ଗଳଦାରୀ ପଞ୍ଚାୟତ ଅନ୍ତର୍ଗତ ଏରେଡା ଗ୍ରାମରେ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ କୌଣସି ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ଲୋକେ ବିଶୁଦ୍ଧ ପାଣି…
ମାଟିରେ ମିଶିବ ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ
ପାରାଦୀପ,୭।୭ (ଶରତ ରାଉତ): ପାରାଦୀପର ବେଳାଭୂମି ରାସ୍ତା କଡରେ ଥିବା ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ ଏବେ ଭଙ୍ଗା ଚାଲିଛି। ଆଉ କିଛି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମାଟିରେ ମିଶିଯିବ। ସେହି ପୁରୁଣା ସର୍କିଟ ହାଉସ ସୀମା ମଧ୍ୟରେ ଆଉ…
ଚାରାରୋପଣ ବନାମ ଗଛ କଟା
ପାରାଦୀପ,୬।୭ (ଶରତ ରାଉତ)ଜଗତ୍ସିଂହପୁର ଜିଲା ପାରାଦୀପ ଅଞ୍ଚଳ ଦେଶର ସର୍ବାଧିକ ପ୍ରଦୂଷିତ ତାଲିକାରେ ଅଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷଣ ତାଲିକା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନୀନ କରିଛି। ସେଥିରେ ଓଡ଼ିଶାର ୪ଟି ସ୍ଥାନ ଅଛି। ସେଗୁଡ଼ିକ…
୯ ବର୍ଷରେ ୨୬ ହରିଣ ମୃତ
ଜଗତ୍ସିଂହପୁର,୩ା୭(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍ଏଫ୍)। ଏହା ଭିତରେ ରହୁଛନ୍ତି ପାଖାପାଖି ୩୦୦ଟି ହରିଣ (ସ୍ପଟେଡ୍ ଡିୟର) । ଏହି ହରିଣମାନଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ…
କୋହଳ ଦଫା ଲଗାଇ ମାମଲାକୁ ଦୁର୍ବଳ କରୁଛି ପୋଲିସ
ରଘୁନାଥପୁର,୨।୭(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ଥାନା କୋଟକଣା ଗ୍ରାମର ଶରତ ଚନ୍ଦ୍ର ସ୍ବାଇଁ(୭୫)ଙ୍କୁ ଜୁନ ୧୫ରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ସରୋଜିନୀ ରଘୁନାଥପୁର ଥାନାରେ ପୁତୁରା କୃତ୍ତିବାସ ସ୍ବାଇଁଙ୍କ ସହାୟତାରେ ଅଭିଯୋଗ କରିଥିଲେ। ମାତ୍ର ଏହି ମାମଲାରେ ପୋଲିସ…
Archives


