ଜଗତ୍‌ସିଂହପୁର

ଖୁଦୁରୁକୁଣୀ ପୂଜାରେ ଅଘଟଣ: ପୋଖରୀକୁ ବାଲୁକା କରିବାକୁ ଯାଇ ବୁଡିଗଲେ ୬ ଯୁବତୀ

ଜଗତ୍‌ସିଂହପୁର ଅଫିସ,୮।୯: ଜଗତ୍‌ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା ସାହୁ(୧୭), ବିଦୁସ୍ମିତା ସାହୁ(୧୨), ଲିପ୍ସାରାଣୀ ସାହୁ(୧୭), ଲକ୍ଷ୍ମୀପ୍ରିୟା ସାହୁ(୧୭), ମଧୁସ୍ମିତା ସାହୁ(୧୭) ଓ ଶୁଭସ୍ମିତା…

ବଜ୍ରପାତରେ ଜଳିଗଲା ୨ ବଖରା, ୩ ଗାଇ ଜୀବନ୍ତ ଦଗ୍ଧ

ତିର୍ତ୍ତୋଲ,୫।୯(ଡି.ଏନ୍‌.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୁଣ୍ଠିଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ୨ ବଖରା ଘର ଜଳିଯାଇଛି। ଏଥିସହ ଘରେ ଥିବା ୩ଟି ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ…

ବିନା କାରଣରେ ୪ ଦିନ ବନ୍ଦ ରହିଲା ଇଫ୍‌କୋର ସାର ପରିବହନ

ପାରାଦୀପ,୫ା୯(ସ୍ବ.ପ୍ର.): ରାଜନୈତିକ ସ୍ବାର୍ଥ ପାଇଁ କିପରି ଚାଷୀ, ଶିଳ୍ପସଂସ୍ଥା ଓ ପ୍ରଶାସନ ବଳିପଡ଼ନ୍ତି ତାର ଦୃଷ୍ଟାନ୍ତ ପାରାଦୀପରେ ଦେଖିବାକୁ ମିଳିଛି। କୌଣସି କାରଣ ନ ଥାଇ ୪ ଦିନ ଇଫ୍‌କୋ କମ୍ପାନୀର ଉତ୍ପାଦିତ ସାର ପରିବହନ ବନ୍ଦ ରହିଲା। ଫଳରେ ଚାଷୀଙ୍କ…

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି।…

ପୁଣି ବେଳାଭୂମିରୁ ଗଳିତ ମୃତଦେହ ଉଦ୍ଧାର

ପାରାଦୀପ,୧।୯(ସ୍ବ.ପ୍ର.): ପାରାଦୀପ ସମୁଦ୍ର ଷଣ୍ଢକୂଦ ବସ୍ତିର ଚର୍ଚ୍ଚ ସୀମା ବେଳାଭୂମିରୁ ପୁଣି ରବିବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ତେବେ ମହିଳାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ବୟସ ୩୦ରୁ ୪୦ ମଧ୍ୟରେ ହୋଇଥିବା…

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି…

ଡ୍ରୋନ୍‌ କ୍ୟାମେରାରେ ତାରପୁର ମହାନଦୀ ବ୍ରିଜର ସର୍ବେକ୍ଷଣ

ରଘୁନାଥପୁର, ୨୯। ୮ (ଡି.ଏନ.ଏ.)- ମହାନଦୀ ସାଉଥ ଜଳସମ୍ପଦ ବିଭାଗ ଅଧୀନରେ ଥିବା ରାଘୁନାଥପୁର ବ୍ଲକ ତାରପୁରସ୍ଥିତ ମହାନଦୀ ବ୍ରିଜ୍‌ ସ୍ପାନ ଜଏଣ୍ଟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଥିଲା। ଆରଆଣ୍ଡବି ବିଭାଗ ପକ୍ଷରୁ ୧୯୯୭ରେ ୬୨୩…

ବିବାହର ୭ ମାସ ନ ପୂରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ତିର୍ତ୍ତୋଲ,୨୯।୮(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜକିଶୋର ବେହେରାଙ୍କ ସ୍ତ୍ରୀ ଚିନ୍ମୟୀ। ଘର ନିକଟରେ ଥିବା ଏକ ପୋଖରୀରୁ ତାଙ୍କ ମୃତଦେହ ପୋଲିସ ଜବତ…

ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ: ଭୁଲ ଜଙ୍ଗଲ ଜମି ରିପୋର୍ଟକୁ ନେଇ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ,୨୯ା୮: ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବକୁ ନେଇ କିଛି ସମୟ ଆଲୋଚନା ଚାଲିଥିଲା। ଏତିକିବେଳେ ଜଙ୍ଗଲ ଜମି…

ପୌର ପାଳିକାର ସ୍ବଚ୍ଛସାଥୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ :୩୬ ପଦବୀ, ୧୯୫ ଆବେଦନକାରୀ

ପାରାଦୀପ,୨୮ା୮(ସ୍ବ.ପ୍ର.): ରାଜ୍ୟର ସମସ୍ତ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଏବେ ସରକାର ସ୍ବଚ୍ଛ ସାଥୀ ଓ ଓ୍ବାର୍ଡ ଅଫିସର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ପାରାଦୀପ ପୌରାଞ୍ଚଳ ପାଇଁ ମଙ୍ଗଳବାର ସ୍ବଚ୍ଛ ସାଥୀ ପଦବୀ ନିମନ୍ତେ…

ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ ଘର ଭିତରେ ଆଣ୍ଠୁଏ ବର୍ଷାପାଣି ଜମି ରହିବା ଫଳରେ ଉଜ୍ଜଳ-ଉତ୍‌ଥାନ କାର୍ଯ୍ୟକ୍ରମ ପୁସ୍ତିକା, ଖୁସି…

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ନାଉଗାଁ,୨୪ା୮(ସ୍ବ.ପ୍ର.): ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ଉକ୍ତ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଗଣତନ୍ତ୍ରଭାବେ ସରକାର ଛାତ୍ର ସଂସଦ ନିର୍ବଚନ ବନ୍ଦ କରିବା ପ୍ରତିବାଦରେ ବିଭିନ୍ନ ମହାବିଦ୍ୟାଳୟ ତରଫରୁ ଏହାକୁ ବିରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?