ଯୌତୁକ ଜନିତ ବଧୂହତ୍ୟା ମାମଲା: ଧରମ ମା’, ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ
କୁଜଙ୍ଗ,୫ା୩(ଡି.ଏନ.ଏ.): ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର କରି ଅଭିଯୁକ୍ତ କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଅଞ୍ଚଳର ଧରମ ମା’ ଓ ଧରମ…
ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍ସିବି ପଠାଗଲା
ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍ସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ସିଙ୍ଗାପୁରରୁ ଆସିଥିବା ଉକ୍ତ ଜାହାଜଟି ପାରାଦୀପ ବନ୍ଦରରେ…
କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନାହାନ୍ତି, ଫେରୁଛନ୍ତି ରୋଗୀ
କୁଜଙ୍ଗ,୩ା୩(ଡି.ଏନ.ଏ.): କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଶତାଧିକ ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗୁରୁତର ରୋଗୀ ରହୁଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀ ଚିକିତ୍ସା ସେବା ନ ପାଇ ନିରାଶରେ ଫେରୁଛନ୍ତି। କାରଣ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି।…
୨୫ ପୀଠର ବିକାଶ ଆଶା ଉଜ୍ଜୀବିତ
ଜଗତ୍ସିଂହପୁର ଅଫିସ, ୩ା୩: କଳା, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଜଗତ୍ସିଂହପୁରର ସ୍ବତନ୍ତ୍ରତା ରହିଛି। ଏହାବାଦ୍ ମା’ ଶାରଳା ମନ୍ଦିରଠାରୁ ଗୋରେଖନାଥ ପୀଠ ପର୍ଯ୍ୟନ୍ତ ଅନେକ ଧାର୍ମିକ ମଠ, ମନ୍ଦିର ଜିଲାର ଗାରିମା ବଢାଇଛି। କିନ୍ତୁ ଏସବୁର ବିକାଶ ଆଶାଜନକ ହୋଇପାରୁନାହିଁ।…
ଜୀବନ ସଂଗ୍ରାମରେ ଶତ୍ରୁଘ୍ନ: ୨ କିଡ୍ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଜଗତ୍ସିଂହପୁର ଅଫିସ,୨ା୩: ମାତ୍ର ୩୬ ବର୍ଷ ବୟସରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଜଗତ୍ସିଂହପୁର ବ୍ଲକ ଅଧୀନ ଖଇରଙ୍ଗ ପଞ୍ଚାୟତ ନୂଆପାଟଣାର ଶତ୍ରୁଘ୍ନ ନାଥ। ମୁଲ ଲାଗି ପରିବାର ପୋଷଣ କରୁଥିବା ଶତ୍ରୁଘ୍ନ ୪ ମାସ…
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ ଉଦ୍ୟମ, ଯୁବକ ଗିରଫ
ଜଗତ୍ସିଂହପୁର ଅଫିସ,୨ା୩: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ କରିବାକୁ ଉଦ୍ୟମ କରି ରବିବାର ଜଣେ ଯୁବକ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଛନ୍ତି। ସେ ହେଲେ ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଧୂଆଁପାରିର ହିରଣ୍ମୟ ବାରିକ ଓରଫ ଶଙ୍କର। ପୋଲିସ ସୂଚନା ଅନୁଯାୟୀ…
ବାହାକୁଦ ଡଙ୍ଗାବୁଡ଼ିକୁ ୧୬ ବର୍ଷ: କ୍ରିକେଟ ଖେଳ ଦେଖିଲେ ଗ୍ରାମବାସୀଙ୍କ ଆଖିରୁ ଲୁହଝରେ
ପାରାଦୀପ,୧ା୩(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନୂଆଗଡ଼ ଗ୍ରାମର ଗ୍ରାମବାସୀ ଏବେବି ଯେଉଁଠି କ୍ରିକେଟ ଖେଳ ଦେଖନ୍ତି ତାଙ୍କ ଆଖିରେ ଲୁହ ଆସିଥାଏ। କାରଣ ସେହି ଗ୍ରାମ ପାଇଁ କ୍ରିକେଟ ଖେଳ ସବୁଦିନ ପାଇଁ ଦୁଃଖ ଦେଇଛି। ନୂଆଗଡ ଗ୍ରାମର…
ଜମି ଦୁର୍ନୀତିର ତଦନ୍ତ ଆରମ୍ଭ
କୁଜଙ୍ଗ,୧ା୩(ଡି.ଏନ.ଏ.): ଜଗତ୍ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ତହସିଲ କାର୍ଯ୍ୟାଳୟ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ରହିଛି। ତେଣୁ ତହସିଲ ଅଧୀନ ପାରାଦୀପଗଡ଼, ଭୂତମୁଣ୍ଡାଇ ଓ କୁଜଙ୍ଗ ଆରଆଇ ସର୍କଲ ଜମିଗୁଡ଼ିକର ଚାହିଦା ଯେତିକି ମୂଲ୍ୟ ମଧ୍ୟ ସେହିପରି।…
ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲାସ୍ତରୀୟ କମିଟି ବୈଠକ: ଟୋକନ ଅବଧି ଏକ ମାସ କରିବାକୁ ଦାବି
ଜଗତ୍ସିଂହପୁର ଅଫିସ,୧ା୩: ଚଳିତବର୍ଷରୁ ପଞ୍ଜୀକୃତ ଚାଷୀମାନେ ସେମାନଙ୍କ ବଳକା ଧାନ ବିକ୍ରି କରିବା ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି। ଟୋକନ୍ ପାଇଲା ପରେ ଚାଷୀ ୭ଦିନ ଭିତରେ ମଣ୍ଡିରେ ଧାନ ବିକ୍ରି କରିବା ନିୟମ ରହିଛି। କିନ୍ତୁ ଅନେକ ସ୍ଥାନରେ ମିଲରଙ୍କ…
ବେଆଇନ ଘରେ ମଦ କାରବାର
ବିରିଡି, ୨୯।୨ (ଡି.ଏନ୍.ଏ.): ବିରିଡ଼ି ବ୍ଲକ ଅଧୀନ ବିଲୁଆଖାଇ କେନାଲ ସବ୍ଡିଭିଜନ ବାଲିଆ ଅଧୀନରେ ଥିବା ୬ ନଂ. କେନାଲ ବନ୍ଧ ପାର୍ଶ୍ୱରେ ବେଆଇନ୍ ଭାବେ ନିର୍ମିତ ଏକ ଟିଣ ଛପର ଘରକୁ ଶୁକ୍ରବାର ଜଳସମ୍ପଦ ବିଭାଗ ପକ୍ଷରୁ ଭଙ୍ଗାଯାଇଛି। ଉକ୍ତ…
ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ
ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଗରାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ ସାସମଲଙ୍କ ଗୋଟିଏ ଗୁହାଳ ସମେତ ୬ ବଖରା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଗ୍ରୋସରୀ…
ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ
ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍ଜେନ୍ କମ୍ପାନୀ ଦାୟିତ୍ୱ ନେଇଛନ୍ତି। ହେଲେ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବା ଦେଖାଯାଉଥିବା ବେଳେ ଅନେକ…
Archives


