ଜଗତ୍‌ସିଂହପୁର

ଶୁଦ୍ଧିକ୍ରିୟା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ: ବଜ୍ରପାତରେ ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

ବିରିଡ଼ି,୧୮ା୧୦(ଡି.ଏନ.ଏ.): ଶୁଦ୍ଧିକ୍ରିୟା ପାଇଁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବଜ୍ରପାତ ଘଟି ସମ୍ପର୍କୀୟ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟିଛି। ଜଗତ୍‌ସିଂହପୁର ଜିଲା ବିରିଡ଼ି ବ୍ଲକ ଅନ୍ତର୍ଗତ ୨୨ ମୌଜା ବାରଡ଼ିଆ ଗ୍ରାମରେ ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତକ ହେଲେ ଦାଦା…

ଆଶ୍ରୟ ନେବାକୁ ହୀନସ୍ତା ହେଉଛନ୍ତି ଖଲାସୀ

ପାରାଦୀପ,୧୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ବନ୍ଦର ଓ ଶିଳ୍ପସଂସ୍ଥାରେ ପଣ୍ୟ ପରିବହନ କରୁଥିବା ପ୍ରାୟ ୨୦ ହଜାରରୁ ଅଧିକ ଭାରିଯାନର ଖଲାସୀ ଆଶ୍ରୟ ନେବା ପାଇଁ ହୀନସ୍ତା ହେଉଛନ୍ତି।…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ…

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ

ବାଲିଆ,୫।୧୦: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍‌ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ…

ବଦଳିଲେ ଜଗତସିଂହପୁର ଜିଲାପାଳ

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରବିବାର ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ମିଳିଛି। ପ୍ରକାଶ ଯେ, ସଂଗ୍ରାମ…

ଲକ୍ଷଣ ଥାଇ ସରପଞ୍ଚଙ୍କ ବାପାଙ୍କର ହୋଇପାରିଲାନି କରୋନା ପରୀକ୍ଷା

କୁଜଙ୍ଗ,୨୧ା୯(ଡି.ଏନ୍‌.ଏ.): କରୋନା ଟେଷ୍ଟିଂ ଠିକ୍‌ ଭାବେ ହେଉ ନ ଥିବା ନେଇ ଅଭିଯୋଗ ଆଣିଥିବା ସରପଞ୍ଚଙ୍କ ବାପାଙ୍କୁ ଡାକ୍ତରଖାନା ପକ୍ଷରୁ ଜାଣିଶୁଣି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକ ଅଧୀନ ଗରେଇ ପଞ୍ଚାୟତ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ। ଅଭିଯୋଗ ମୁତାବକ,…

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ପ୍ରାର୍ଥୀ ଦୌଡ଼ରେ ବହୁ ନୂଆ ମୁହଁ…

ବଦଳି ପରେ ବି ଜଗତ୍‌ସିଂହପୁର ଛାଡୁନାହାନ୍ତି ଡିପିସି

ଜଗତ୍‌ସିଂହପୁର ଅଫିସ,୧୮।୯: ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ସପନ ଜେନାଙ୍କ ପଦୋନ୍ନତି ହୋଇଛି। ସେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପଦବୀ ଅଳଙ୍କୃତ କରିଛନ୍ତି। ପଦୋନ୍ନତି ପରେ ୮ ତାରିଖରେ ତାଙ୍କୁ ନୟାଗଡ଼ ଡିଇଓ ଭାବେ ଯୋଗଦେବାକୁ ନିର୍ଦ୍ଦେଶ…

କଂଗ୍ରେସ ଛାଡ଼ିଲେ ରାଜକିଶୋର

ଜଗତ୍‌ସିଂହପୁର ଅଫିସ,୧୮।୯: ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗପରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ନଭେମ୍ବର ଶେଷ ସୁଦ୍ଧା ଉପନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଛି। ଭାରତୀୟ ନିର୍ବାଚନ କମିଶନ ଏ ସମ୍ପର୍କିତ ସୂଚନା ଦେଲାପରେ ବିଜେଡି,…

ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଯୁବକ ଗିରଫ

ପାରାଦୀପ,୮।୯(ସ୍ବ.ପ୍ର.): ସାରାଦେଶରେ ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଜଣେ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜକୁମାର ସାହୁ। ସେ ପଟ୍ଟାମୁଣ୍ଡାଇ ବଜାରରେ ରାଜ କମ୍ୟୁନିକେଶନ ନାମରେ ଏକ ଦୋକାନ କରିଛନ୍ତି।…

ସ୍ବାୟତ୍ତ ଶାସନ ଦିବସରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ଜିଲାପାଳଙ୍କ ନାଁରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୭।୯: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ଲେଙ୍କାଙ୍କ ନାଁରେରେ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବ ଅଧିକାର କମିଶନ)ରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କଳିଙ୍ଗନଗର ବାସିନ୍ଦା…

ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ,୫ା୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ତିର୍ତ୍ତୋଲ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?