ପଞ୍ଚାୟତ ସମ୍ମୁଖରୁ ଜବରଦଖଲ ହଟିଲା
ବେଗୁନିଆପଡ଼ା,୧ା୯(ଡି.ଏନ.ଏ.)-ଦୀର୍ଘଦିନ ପରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶନିବାର ଜବରଦଖଲ ହଟିଛି। ପୋଲିସ ଓ ପ୍ରଶାସନ ସହାୟତାରେ ଏହା ହଟାଯାଇଛି। ସୁମଣ୍ଡଳଠାରୁ ଶାଳିଆ ଡ୍ୟାମ ପର୍ଯ୍ୟନ୍ତ ୧୦ କୋଟି ୯୨ ଲକ୍ଷ ଟଙ୍କା ଅନୁଦାନରେ ୨୦୧୬ରୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା…
ଭିଡିଓ କନଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧ା୯(ଡି.ଏନ.ଏ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲାର ୪ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହି ସହରାଞ୍ଚଳଗୁଡିକ ମଧ୍ୟରେ ହିଞ୍ଜିଳି ମ୍ୟୁନିସିପାଲିଟି, ଆସିକା, ପୋଲସରା ଓ ସୋରଡା ଏନ୍ଏସି ରହିଛି ା ଶନିବାର…
ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କୁ ମିଳୁନି ମୌଳିକ ସୁବିଧା
ବ୍ରହ୍ମପୁର ଅଫିସ,୧ା୯-ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ବିସ୍ଥାପିତ ପରିବାରକୁ ମିଳୁନି ମୌଳିକ ସୁବିଧା । ସମାଧାନ ଲାଗି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆରଡିସି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା (ଆରପିଡିଏସି) କମିଟି ବୈଠକ। ଏଥିରେ…
ଏମ୍କେସିଜିରେ ୫ ଅପମୃତ୍ୟୁ ମାମଲା
ବ୍ରହ୍ମପୁର ଅଫିସ,୧ା୯-ଏମ୍କେସିଜି ମେଡିକାଲରେ ଦିନକରେ ୫ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ୨ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ବିଦ୍ୟୁତ୍ ଆଘାତ, ଜଣଙ୍କର ବିଷ କ୍ରିୟା ଓ ଅନ୍ୟ ଜଣେ ୭ ବର୍ଷର ଶିଶୁ ଚେୟାରରୁ ପଡି…
ଏନ୍ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ
ଗୋପାଳପୁର,୩୧ା୮-ଗୋପାଳପୁର ଏନ୍ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍ଏସି ଅଞ୍ଚଳର ଜଣେ ମହିଳା ବିଭିନ୍ନ ସମୟରେ ଏନ୍ଏସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଆସୁଛନ୍ତି। ଅପରାହ୍ନରେ ସମ୍ପୃକ୍ତ…
ଅଜଗର ସାପ ଉଦ୍ଧାର
ପାତ୍ରପୁର,୩୧ା୮(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ପାଞ୍ଚଆମ୍ବ ଗାଁ ପୋଖରୀରେ ଶନିବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଅପରାହ୍ନ ୩ଟାରେ କେତେଜଣ ଯୁବକ ମିଶି ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ସାପକୁ ଦେଖି ଗାଁର ଅନ୍ୟ ଲୋକଙ୍କୁ…
ବନ୍ଧରେ ବୁଡ଼ି ଶିଶୁକନ୍ୟା ମୃତ
ହିଞ୍ଜିଳିକାଟୁ,୩୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ବନ୍ଧରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ପଞ୍ଚାୟତ ସାହି ବନ୍ଧ ହୁଡ଼ାରେ ବାସ କରୁଥିବା ଶଙ୍କର ସେଠୀଙ୍କ ୩ ବର୍ଷର ଶିଶୁକନ୍ୟା ଶୁଭଶ୍ରୀ ଘର ସାମ୍ନାରେ ଖେଳୁଥିବାବେଳେ…
ଜୁଆଆଡ୍ଡାରେ ପୋଲିସର ଚଢ଼ାଉ, ୫ ଗିରଫ
ଦିଗପହଣ୍ଡି, ୩୧ା୮(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୈଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମ ଠାକୁରାଣୀ ମନ୍ଦିରରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ହଜାର ୨୫୦ ଟଙ୍କା…
ଅନ୍ଧାରରେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣଙ୍କ ଭବିଷ୍ୟତ
ବ୍ରହ୍ମପୁର ଅଫିସ୍,୩୧ା୮-ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବାର ୨୩ ଦିନ ପରେ ବି ଛାତ୍ରୀଛାତ୍ରଙ୍କ ପାଖରେ ସାର୍ଟିଫିକେଟ୍ ପହଞ୍ଚି ନାହିଁ । ସାର୍ଟିଫିକେଟ୍ରେ ମୁଦ୍ରଣରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ମାଟ୍ରିକ ସାର୍ଟିଫିକେଟ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ…
ବ୍ୟବଚ୍ଛେଦ ଗୃହରୁ ଚିକିତ୍ସା ଲାଗି ମୃତଦେହ ନେଇଗଲେ
ଆସିକା,୩୧ା୮(ଡି.ଏନ.ଏ.)-ଆସିକା ଥାନା କର୍ପୂରନୂଆଗଁା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକ ଗୁରୁତର ହୋଇଥିଲେ। ଆହତ ଜଣକ ସେହି ଗ୍ରାମର ଜିଲୁ ପଟ୍ଟନାୟକ। ଜିଲୁ ଏକ କଟରକୁ ବିଦ୍ୟୁତ୍ ସଂଯୋଗ କରୁଥିବାବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ…
ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ବ୍ରହ୍ମପୁର ଅଫିସ,୩୧ା୮-ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ମୃତ ନାବାଳକ ଜଣକ ହେଲେ କେ. ନାଗରାଜ ସେଠୀ। ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ପୁଅର…
ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ
ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି । ସେହିବର୍ଷ ଅକ୍ଟୋବର ୧ରୁ ସମସ୍ତ ପୌରସଂସ୍ଥା ସରକାରଙ୍କ ପରିଚାଳନାଧୀନ ରହିଛି…
Archives


