ଗଞ୍ଜାମ

ମୁଖ୍ୟ ରାସ୍ତା ପାର୍ଶ୍ୱରେ ଉଠା ପରିବା ଦୋକାନୀ, ମିନି ଷ୍ଟାଡିୟମ ପଡ଼ିଆରେ ବିକ୍ରି ଅନୁମତି ଦାବି

ଗଞ୍ଜାମ,୧୩ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଯାହା ସରକାରଙ୍କ ଚିନ୍ତା ବଢ଼ାଉଛି। ଏଥିପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଭୟରେ ଲୋକେ ଘରୁ ବାହାରି ପାରୁନାହାନ୍ତି ।…

ଲକ୍‌ଡାଉନ୍‌ ହଟିବା ପୂର୍ବରୁ ଚିନ୍ତା: ପ୍ରଶାସନିକ କାର୍ଯ୍ୟ ଶୃଙ୍ଖଳିତ କରିବାକୁ କମିଟି ଗଠନ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ମିଆଦ ସରିବା ପରେ ଗଞ୍ଜାମ ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେବାପାଇଁ ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି କମିଟିର…

ଏସ୍‌ଏଚ୍‌ଜି ଦ୍ୱାରା ଅଣ୍ଡା ଯୋଗାଣ ନିଷ୍ପତିର ପୁର୍ନବିଚାର ଦାବି: ସିଡିପିଓଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୧୨ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଅଧୀନ ୨୬୭ ଅଙ୍ଗନୱାଡ଼ି କେନ୍ଦ୍ରକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଅଣ୍ଡା ଯୋଗାଣ କରିବାକୁ ପ୍ରଶାସନିକ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବ୍ଲକ ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ ବନିତା ପାତ୍ର…

ଯୋଗାଣ ସହାୟକଙ୍କୁ ଆକ୍ରମଣ, ଜଣେ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ଯୋଗାଣ ସହାୟକ ଚିନ୍ମୟ ନାୟକଙ୍କୁ ଶନିବାର ବାରଦଣ୍ଡାର ରଞ୍ଜିତ ପ୍ରଧାନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ନଂ.୬୯।୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ରଞ୍ଜିତଙ୍କୁ ଗିରଫ କରିଛି। ଚିନ୍ମୟଙ୍କ ଘର ତାରସିଂ ପଞ୍ଚାୟତ…

ମୃତ ବ୍ୟକ୍ତିଙ୍କ ଜମି ବିକ୍ରି, ଲେଖାଳୀ ସମେତ ୩ ଗିରଫ

ଭଞ୍ଜନଗର,୧୨।୪(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମର ମୃତ ବାଞ୍ଛାନିଧି ବାଗ୍‌ଙ୍କ ଜମିଙ୍କୁ ସମ୍ପୃକ୍ତ ଗ୍ରାମର ହେମନ୍ତ ବାଗ୍‌ ନକଲି କାଗଜପତ୍ର ପ୍ରସ୍ତୁତ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୨୦୧୬ରେ ବିକ୍ରି କରି ଦେଇଥିଲେ। ବାଞ୍ଛାନିଧିଙ୍କ ଝିଅ ଜାନକି…

ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍‌

ପାତ୍ରପୁର,୧୨ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ ପାତ୍ରପୁର ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ସହ ବିଡ଼ିଓ, ବିଇଓ, ସିଡ଼ିପିଓ ପ୍ରମୁଖଙ୍କୁ ଜଣାଇଥିଲେ। କିନ୍ତୁ…

ବୁଦ୍ଧଖୋଲରେ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୂଜାରୀ

ବୁଗୁଡା,୧୨।୪(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ମନ୍ଦିର ତଥା ପର୍ଯ୍ୟଟକସ୍ଥଳୀକୁ ବନ୍ଦ ରଖାଯାଇଛି। ଦର୍ଶନୀୟ ସ୍ଥାନ ଖାଁ ଖାଁ ହୋଇଯିବା ଫଳରେ ସେଠାରେ ରହୁଥିବା ପ୍ରାଣୀମାନେ ଖାଦ୍ୟ…

ଗଞ୍ଜାମରେ ହେବ ନାହିଁ ମେରୁଯାତ୍ରା: ଜିଲାପାଳ

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସୋମବାର ହେବାକୁ ଥିବା ମେରୁ ଯାତ୍ରା ହେବ ନାହିଁ। ଏନେଇ ରବିବାର ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏହି ଅବସରରେ ମେରୁ ଯାତ୍ରାକୁ ନେଇ ସେ ଗଞ୍ଜାମବାସୀଙ୍କୁ ଜ଼ିଲାପାଳ ଶୁଭେଚ୍ଛା…

ହିଞ୍ଜିଳିରୁ ପରିବା ଯିବ ଭୁବନେଶ୍ୱର: ଉପଜିଲାପାଳ

ହିଞ୍ଜିଳିକାଟୁ,୧୨।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପରିବା ଉତ୍ପାଦନ ପାଇଁ ଜିଲାରେ ପ୍ରସିଦ୍ଧ। ମାତ୍ର କରୋନା କଟକଣା ଯୋଗୁ ଏବେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛି। ଏପରି ଅଭିଯୋଗ ପାଇବା ପରେ ଚାଷୀଙ୍କ ଉପତ୍ାଦିତ ପରିବା ଭୁବନେଶ୍ୱର ଓ ରାଜ୍ୟର…

ଦୁର୍ଦ୍ଦିନରେ ଗଞ୍ଜାମର କିଆ ଫୁଲ ଚାଷୀ: ଗଛରେ ନଷ୍ଟ ହେଉଛି ଫୁଲ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ଛତ୍ରପୁର, ୧୨।୪(ଡି.ଏନ୍‌.ଏ.)- ବିଶ୍ୱ ବିଖ୍ୟାତ ଗଞ୍ଜାମ ଜ଼ିଲାର କିଆ ଶିଳ୍ପ କରୋନା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଚାଷୀମାନେ ଗଛରୁ କିଆ ଫୁଲ ତୋଳିପାରୁନାହାନ୍ତି। ଫଳରେ ଏହା ଗଛରେ ହିଁ ନଷ୍ଟ ହେଉଛି। ଏହାକୁ ନେଇ କିଆ ଫୁଲ ଚାଷୀ ଏକ…

ଗଞ୍ଜାମରେ ଡିଜିପି: ଲୋକଙ୍କ ଆସ୍ଥାଭାଜନ ହେବାକୁ ଦେଲେ ପରାମର୍ଶ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ଡିଜି ଅଭୟ ରବିବାର ଗଞ୍ଜାମ ଜିଲାକୁ ଆସି ବିଭିନ୍ନ ଥାନା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି କ’ଣ ସବୁ ପଦକ୍ଷେପ ଓ…

ବନ୍ଧାଗୁଡ଼ାରେ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେବା ତଥା ମଦ ବିକ୍ରି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାତି ଅଧିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?