ଫାଦର୍ସ ଡେ’ରେ ବାପାଙ୍କ ମାର୍ଗଦର୍ଶନକୁ ମନେପକାଇଲେ ଗଞ୍ଜାମ ଜ଼ିଲାପାଳ
ଛତ୍ରପୁର, ୨୧।୬(ଡି.ଏନ୍.ଏ.)- ରବିବାର ଫାଦର୍ସ ଡେ’ ଅର୍ଥାତ୍ ପିତୃ ଦିବସ। ଏହି ଦିବସରେ ବାପା ଦେଇଥିବା ମାର୍ଗ ଦର୍ଶନ ଓ ଉପଦେଶକୁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମନେ ପକାଇ ଟୁଇଟ କରିଛନ୍ତି। ଆନା ସବୁବେଳେ ଆବଶ୍ୟକୀୟ ଓ ଅଣ…
ଗଞ୍ଜାମରେ ୧୦ କରୋନା ଯୋଦ୍ଧା ସମେତ ୩୮ ପଜିଟିଭ୍
ଛତ୍ରପୁର,୨୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ରବିବାର ପୁଣି ୩୮ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏଥିରେ ୧୦ ଜଣ କରୋନା ଯୋଦ୍ଧା, ୮ ଜଣ ଅନ୍ୟ ରାଜ୍ୟ ଫେରନ୍ତା ଓ ୨୦ ଜଣ ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ…
ଗଞ୍ଜାମ ସହରରେ ମାଲାମାଲ ଅସାଧୁ ବ୍ୟବସାୟୀ: ଦୋକାନ ଆଗରେ ତାଲା, ଭିତରେ ଖୋଲା
ଗଞ୍ଜାମ,୨୧।୬(ଡି.ଏନ୍.ଏ.):ମହାମାରୀ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଟ୍ଡାଉନ୍ରେ ଫାଇଦା ଉଠଉଛନ୍ତି ଗଞ୍ଜାମ ସହରର କିଛି ଅସାଧୁ ବ୍ୟବସାୟୀ l ଦେକାନ ଆଗରେ ତାଲା ପଡ଼ିଥିଲେ ହେଁ ମାଲିକମାନେ ଭିତରେ ଭିତରେ ବିଭିନ୍ନ ଜିନିଷ ଚଢ଼ା ଦରରେ ବିକ୍ରି କରି…
ଝାଲିଆଗୋଛା ପରେ ବାରୁଡ଼ା ହେଲା କଣ୍ଟେନ୍ମେଣ୍ଟ ଜୋନ୍
ଭଞ୍ଜନଗର,୨୧।୬(ଡି.ଏନ୍.ଏ.)- ଲୋକେ ସାମାଜିକ ଦୁରତ୍ୱ ବଜାୟ ନରଖିବା, ମାସ୍କ ବ୍ୟବହାର ନକରିବା, ନିୟମିତ ସଫା ନରହିବା ହେତୁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁଦ୍ଧା ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରୁ ୧୦ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ…
ଜାଲ୍ ରସିଦ୍ ବହି କରି ଫସିଲେ କନଷ୍ଟେବଳ, ମାମଲା ଦାୟର ପରେ ଗିରଫ କଲା ପୋଲିସ
ବ୍ରହ୍ମପୁର ଅଫିସ,୨୦ା୬: ରେଡକ୍ରସ୍ ରସିଦ ବହି ନକଲି କରି ଟଙ୍କା ଠକେଇ କରିବାକୁ ଯୋଜନା କରିଥିବା ବ୍ରହ୍ମପୁର ପୋଲିସ ଜିଲାର ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁ୍କ୍ତ କନଷ୍ଟେବଳକ ଜଣକ ହେଲେ ଟ୍ରାଫିକ ଥାନାରେ କାର୍ଯ୍ୟରତ କୃଷ୍ଣ ନାୟକ(୩୫)। ବୈଦ୍ୟନାଥପୁର…
ବୁଗୁଡ଼ାରେ ଶଟ୍ଡାଉନ୍ର ପ୍ରଭାବ: ରାସ୍ତାଘାଟ ଶୂନ୍ଶାନ୍
ବୁଗୁଡ଼ା,୨୦ା୬(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍ଡାଉନ୍ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ସହରକୁ ଶଟ୍ଡାଉନ୍ କରାଯାଇଥିଲା। ଫଳରେ…
ପୁରୁଷୋତ୍ତମପୁର ବ୍ଲକରେ ୫ କରୋନା ପଜିଟିଭ ଚିହ୍ନଟ: ଶାସନପଲ୍ଲୀ ଗ୍ରାମକୁ ସିଲ କଲା ପ୍ରଶାସନ
ପୁରୁଷୋତ୍ତମପୁର,୨୦।୬(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଶାସନପଲ୍ଲୀ ଗ୍ରାମରେ ୪ ଜଣ ଓ ଭାଟକୁମରଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ଶନିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଚିହ୍ନଟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ…
କୋଠରିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଯୁବକ ଗିରଫ; ହତ୍ୟା ଅଭିଯୋଗ ଆଣିଲେ ବାପା
ବ୍ରହ୍ମପୁର ଅଫିସ,୨୦ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ନଗରରେ ରହୁଥିବା ଜଣେ ନାବାଳିକାଙ୍କ ମୃତଦେହ ପୋଲିସ ଏକ କୋଠରିରୁ ଶନିବାର ଉଦ୍ଧାର କରିଛି। ନାବାଳିକାଙ୍କୁ ଗତ ମାର୍ଚ୍ଚ ମାସରେ ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡା ଆଲୋକ ମହାରଣା…
ଦୁଇ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା, ମା’ ଗୁରୁତର
ପୋଲସରା, ୨୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତ ବଡ଼ସାହି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ୨ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତ ବାପା…
ଗଞ୍ଜାମ ଜିଲାରେ ୩ ଦିନରେ ୧୫୫ ପଜିଟିଭ୍ ଚିହ୍ନଟ: ଅଛନ୍ତି ୩୧ କରୋନା ଯୋଦ୍ଧା
ଛତ୍ରପୁର,୨୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୧ ଜଣ କରୋନା ଯୋଦ୍ଧା ରହିଛନ୍ତି।…
ଶଟ୍ଡାଉନ୍ରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କଲେ ତହସିଲଦାର
ଗଞ୍ଜାମ,୨୦।୬(ଡି.ଏନ୍.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ଧରି ରାଜ୍ୟରେ ଶଟ୍ଡାଉନ୍…
ଶେରଗଡ଼ ଥାନାର ୪ ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କର ଆଶୁ…

