ଗଞ୍ଜାମ

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଛି। ସେ୧୯୮୫ରୁ୧୯୯୦ ପର୍ଯ୍ୟନ୍ତ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ…

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ: ସ୍ଥାନାନ୍ତର ହେବେ ୫ ହଜାର ପରିବାର

ଗଞ୍ଜାମ,୨୫।୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପାଇଁ ଗଞ୍ଜାମ ସହରରେ ମଧ୍ୟ ପ୍ରସ୍ତୁତି ଚାଲିଛି। ପ୍ରଶାସନ ବ୍ଲକର ୧୫ ପଞ୍ଚାୟତରୁ ପ୍ରାୟ ୫ ହଜାର ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ପ୍ରଶାସନ ଲକ୍ଷ୍ୟ ରଖିଛି l ଏଥିସହ ବାତ୍ୟା…

ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ନିଷ୍ପତି ନେଇଥିଲେ। ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ…

କରୋନାକୁ ହରାଇ ଫେରିଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଗଞ୍ଜାମ ଜିଲାପାଳ, ଜାଣନ୍ତୁ କ’ଣ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଦୈନିକ ସୁସ୍ଥ ହାର ବଢ଼ିଉଛି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁରରେ ପୋଷ୍ଟ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି କରୋନାକୁ…

ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ କିପରି ସୁରକ୍ଷିତ ରହିବେ ଚିନ୍ତାରେ ପ୍ରଶାସନ। ଏନେଇ ଖୋଦ୍‌ ଗଞ୍ଜାମ ତହସିଲଦାର ଅରୁଣ କୁମାର…

ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍‌ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍‌ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ…

ବ୍ୟବସାୟୀଙ୍କୁ ଟିକା

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସେହି ତୁଳନାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ ଭୟଙ୍କର ରୂପ ଧାରଣ କରିଛି । ଏଥିପାଇଁ ସମସ୍ତ ବର୍ଗ ବ୍ୟକ୍ତିଙ୍କ ନିମନ୍ତେ ସରକାର ଟିକାକରଣ…

ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ: କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ପ୍ରସ୍ତୁତ କଲେ ଆପ୍‌

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଚିନ୍ତାରେ ସାରା ବିଶ୍ୱ। ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଚି଼ହ୍ନଟ ଲାଗି ଏକ ଆପ୍‌…

କୋଭିଡ୍‌ ହସ୍ପିଟାଲ ରୋଗୀଙ୍କ ସହ କଥା ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍‌ରେ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ରବିବାର କଥା ହୋଇଛନ୍ତି। ସେଠାରେ ଚାଲିଥିବା ଡାକ୍ତରୀ ଚିକିତ୍ସା, ଖାଦ୍ୟ ଓ ପରିମଳ ଉପରେ ରୋଗୀମାନଙ୍କୁ ପଚାରି…

ଏମ୍‌କେସିଜିରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ବ୍ରହ୍ମପୁର ଅଫିସ,୨୩ା୫: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶନିବାର ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ମହିଳାଙ୍କ ବୟସ ପ୍ରାୟ ୫୦ ହୋଇଥିବା ବେଳେ ଘର ଗଞ୍ଜାମ ଜିଲା ବୋଲି ସୂଚନା ମିଳିଛି। ତାଙ୍କର ଆଖି କଳା ପଡ଼ିଯାଇଛି। ସେ ଶ୍ୱାସକ୍ରିୟାରେ…

ଘାରିଛି କୋଭିଡ୍‌ ଭୟ: ଜେଲରେ ବଢୁଛି ସଂକ୍ରମଣ

ବ୍ରହ୍ମପୁର ଅଫିସ/ପଦ୍ମପୁର(ଡି.ଏନ.ଏ.), ୨୩।୫: କରୋନାର କରାଳ ରୂପରୁ ବାଦ୍‌ ପଡ଼ିନି କାରାଗାର। ରାଜ୍ୟର ବିଭିନ୍ନ ଜେଲରେ କଏଦୀ, ବିଚାରାଧୀନ ବନ୍ଦୀଙ୍କ ସମେତ କର୍ମଚାରୀ ସଂକ୍ରମଣର ଶିକାର ହେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ବଢ଼ିଛି। ରାଜ୍ୟର ହାଇପ୍ରୋଫାଇଲ ଅପରାଧୀଙ୍କ କାରଗାର ଭାବେ…

ଶୁଦ୍ଧିକ୍ରିୟା ଭୋଜିରେ ବଡ଼ ସଡୁଙ୍କ ଛୁରା ମାଡ଼ରେ ସାନ ମୃତ

ଦିଗପହଣ୍ଡି,୨୨ା୫: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମ ଗୌଡ଼ ସାହିରେ ଶନିବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିବା ବେଳେ ଧାର ଟଙ୍କା ପରିଶୋଧ ପାଇଁ ୨ ସଡୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗି ଯାଇ ବଡ଼ ସଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?