ଗଞ୍ଜାମ

ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା ଦେଇଥିଲେ। କୋର୍ଟରେ ରୁଜୁ ହୋଇଥିବା ପିଟିଶନ(ଏମ୍‌ସି ନଂ. ୩୪୪/୨୧)ର ଗୁରୁବାର ଶୁଣାଣି କରି ଏସ୍‌ଡିଜେଏମ୍‌…

ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ପ୍ରକଳ୍ପ ପାଇଁ ୩.୩୬ କୋଟି ଅନୁମୋଦନ

ଛତ୍ରପୁର,୨।୧୨(ଡି.ଏନ୍‌.ଏ.): ଆଗକୁ ଆସୁଛି ପୌରପାଳିକା ନିର୍ବାଚନ। ଏ ନେଇ ଛତ୍ରପୁର ସହରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏନଏସି ପକ୍ଷରୁ ୨୦୨୧/୨୨ ବର୍ଷ ପାଇଁ ୫୧ ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ…

ମାଛଧରା ବନ୍ଦର ନିର୍ମାଣ ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ମାଛଧରା ବନ୍ଦର ଓ ଛତ୍ରପୁର କଲେଜରେ ବିଭିନ୍ନ ପଦବୀ ପୂରଣ ସମ୍ପର୍କରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଧାନସଭାରେ ପ୍ରଶ୍ନ କରିଛନ୍ତି । ସୂଚନାନୁସାରେ, ଛତ୍ରପୁର ନିର୍ବାଚନମଣ୍ଡଳୀର ଆର୍ଯ୍ୟପଲ୍ଲୀଠାରେ ପ୍ରସ୍ତାବିତ ମାଛଧରା ବନ୍ଦର ନିର୍ମାଣ ନିମନ୍ତେ କ’ଣ…

ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନର ପ୍ରସ୍ତୁତି: ଉପକୂଳବାସୀଙ୍କ ସତର୍କ ରହିବାକୁ ନିର୍ଦ୍ଦେଶ

ଛତ୍ରପୁର,୨ା୧୨(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାର ସମୁଦ୍ର ତଟବର୍ତ୍ତୀ ଓ ନଦୀ କୁଳିଆ ଅଞ୍ଚଳର ବ୍ଲକ…

କରୋନା ତୃତୀୟ ଲହର ପାଇଁ ତତ୍ପର ଜିଲା ପ୍ରଶାସନ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): କରାନା ମହାମାରୀ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚିନ୍ତା ବଢ଼ାଇ ଥିବା ବେଳେ ପୁଣି ତୃତୀୟ ଲହର ଚିନ୍ତା ବଢ଼ାଇଛି । ଏହା ଅଧିକରୁ ଅଧିକ ଭୟଙ୍କର ରୂପ ନେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଥିବା ବେଳେ ତତ୍ପର…

ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ପ୍ରଥମ ସ୍ତ୍ରୀ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): ସ୍ବାମୀର ଅଧିକାର ନେଇ ପ୍ରଥମ ସ୍ତ୍ରୀ ଘର ଆଗରେ ଧାରଣା ଦେଇଛନ୍ତି ଦ୍ୱିିିତୀୟ ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ୱାର୍ଡ ନଂ. ୪ ରାଉଳ ସାହିରେ। ରାୟଗଡା ଅଞ୍ଚଳର ସ୍ବପ୍ନା ମହାପାତ୍ର ନାମକ ଜଣେ…

ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ

ଛତ୍ରପୁର,୧ା୧୨(ଡି.ଏନ୍‌.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ ଉପକୂଳରେ ହେବ ବର୍ଷା । ଏନେଇ ଗଞ୍ଜାମ ଜିଲା ସମେତ ବିଭିନ୍ନ ଜିଲାରେ ପ୍ରବଳ…

ଗାଡି ଯାଞ୍ଚ ବେଳେ ମିଳିଲା ୧୧୯୬ କେଜି ଭାଙ୍ଗ

ସୋରଡା,୩୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ପୋଲିସ ସୋମବାର ସ୍ଥାନୀୟ ଜରଉ ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୧୧୯୬ କେଜି ଭାଙ୍ଗ ଜବତ କରିଛି। ଗଜପତିରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ବୋଲେରୋରୁ ୧୧୯୬ କେଜି ୯୦୦ ଗ୍ରାମ ଭାଙ୍ଗ…

୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାଁରେ ହାଜତ ମୃତ୍ୟୁ ମାମଲା

ଗୋପାଳପୁର,୩୦ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଗତ ମେ ୩ରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କ ମୃତ୍ୟୁ ଘଟିଥିଲା। ଏହି ହାଜତ ମୃତ୍ୟୁ ଘଟଣାରେ ବ୍ରହ୍ମପୁର ପୋଲିସ ୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ…

ଭଗବାନ୍‌ଙ୍କୁ ବି ଛାଡ଼ିଲେନି

ବିନିକା,୩୦।୧୧(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରୁ ଶିବ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଚୋରି କରିଛନ୍ତି । ତମ୍ବା ନାଗ ମୂର୍ତ୍ତିକୁ କାଟିବା ସହ ଘଣ୍ଟି, ଘଣ୍ଟ ଓ ଅନେକ ସାମଗ୍ରୀ…

ହଇରାଣ କରୁଥିବାରୁ ଗ୍ରାମ୍ୟ ସଭାପତିଙ୍କୁ ହତ୍ୟା କରିଛି

ଗଞ୍ଜାମ,୨୯ା୧୧(ଡି.ଏନ.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ପୋଇରାଶି ପଞ୍ଚାୟତ କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣ୍ଟିଆପଲ୍ଲୀ ଗ୍ରାମର କେ.ମୁରଲୀ ରେଡ୍ଡୀ,…

ଆଉ ଜଣେ କୋଟିପତି କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୯ା୧୧: ପୁଣି ଥରେ ଖାକିରେ ଦାଗ ଲାଗିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର ଶକ୍ତିନଗରସ୍ଥିତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?