ଗଞ୍ଜାମ

ରଜ ପାଇଁ ବଟେଶ୍ୱର ବେଳାଭୂମିରେ ପ୍ରବଳ ଭିଡ଼

ଗଞ୍ଜାମ,୧୫।୬(ଡି.ଏନ.ଏ.)ଗଞ୍ଜାମ ଜିଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରଠୁ ଅଳ୍ପ ଦୂରରେ ବଟେଶ୍ୱର ସମୁଦ୍ର ବେଳାଭୂମି। ବୁଧବାର ଦ୍ୱିତୀୟ ରଜ ଅବସରରେ ହଜାର…

ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର

ହିଞ୍ଜିଳିକାଟୁ,୧୩ା୬(ଡି.ଏନ୍‌.ଏ)-ହିଞ୍ଜିଳି ଥାନା ଗଣ୍ଡଳାରେ ସୋମବାର ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଆହତ ଶ୍ୱଶୁର ହେଲେ କଙ୍କୋରଡ଼ା ଗ୍ରାମର ସୀମାଞ୍ଚଳ ଦାସ। ସୀମାଞ୍ଚଳଙ୍କ ଝିଅ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଟୁକୁନା ନାୟକଙ୍କୁ ବିବାହ କରିଥିଲେ। ଜ୍ୱାଇଁ…

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ବଡ଼ସାହିର ସୁକାନ୍ତ…

ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ

ଭଞ୍ଜନଗର,୧୩।୬(ଡି.ଏନ.ଏ): ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ପରୀକ୍ଷା ଖାତା ମୂଲ୍ୟାଙ୍କନ ଗତ ୨ତାରିଖରୁ ଆରମ୍ଭ ହୋଇଛି। କଳାର ଅଧିକାଂଶ ବିଷୟର ପ୍ରଥମ ଫେଜ୍‌ ମୂଲ୍ୟାଙ୍କନ ରବିବାର ସୁଦ୍ଧା ସରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଆବଶ୍ୟକ ଅଧ୍ୟାପକ କାର୍ଯ୍ୟରେ ଯୋଗ ଦେଇନଥିବା ଯୋଗୁ…

ଫୋନ କଲ କରି ଆକାଉଣ୍ଟରୁ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ ଘଟଣା ସମନାକୁ ଆସୁଛି। ଏପରି ଏକ ଠକେଇର ଶିକାର ହୋଇଛନ୍ତି ଜରଡ଼ା ଥାନା…

ବିପଜ୍ଜନକ ସ୍ଥିତିରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ଧରାକୋଟ,୧୩।୬(ଡି.ଏନ୍‌.ଏ.): ଧରାକୋଟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚତ୍ଛି । ବହୁଦିନ ପୂର୍ବରୁ ଏହା ନିର୍ମିତ ହୋଇଥିଲା। ବର୍ତ୍ତମାନ ଅଫିସ୍‌ ଛାତରୁ ପାଣି ଗଳୁଥିବାବେଳେ କବାଟ, ଝରକା ନଷ୍ଟ ହୋଇଗଲାଣି। ଏପରିକି ଚଟାଣ ମଧ୍ୟ ନଷ୍ଟ ହୋଇଗଲାଣି। ଗତ…

ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର ପିଠି, ବେକ, ଗାଲରେ ଗରମ ଚେଙ୍କ ମାରିଛନ୍ତି। ଏପରି କି ଏନେଇ କାହାକୁ ନ…

ବାଇକ୍‌ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍‌

ଛତ୍ରପୁର,୧୨ା୬(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଆବାସିକ କଲୋନୀ ସମ୍ମୁଖ ରାସ୍ତାରେ ରବିବାର ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଚନ୍ଦ୍ରପଦା ଗାଁର…

ଗୋଟିଏ ରାତିରେ ଏକାଧିକ ଦୋକାନ, ଘରୁ ଚୋରି

ବ୍ରହ୍ମପୁର ଅଫିସ,୧୨।୬: କିଛି ଦିନର ନୀରବତା ପରେ ସହରରେ ପୁଣି ଚୋରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଏକ ଚୋର ଗ୍ୟାଙ୍ଗ ଶନିବାର ରାତିରେ ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକାଧିକ ଦୋକାନରୁ ଚୋରି କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଚୋରମାନେ…

୫-ଟି ସଚିବଙ୍କୁ ଭେଟିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ

ଗଞ୍ଜାମ,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଭୁବନେଶ୍ୱରରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାରଙ୍କ…

ପୁଅର ମୃତଦେହ ଗାଁକୁ ଆଣିବା ପାଇଁ ଜିଲାପାଳଙ୍କୁ ନିବେଦନ କଲେ ପରିବାର ଲୋକେ

ସୋରଡ଼ା,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ନୂଆଗାଁ ଗ୍ରାମର ଅଜୟ ମଲିକଙ୍କ ପୁଅ ରଞ୍ଜନ (୨୭) ତାମିଲନାଡୁର କୋଏମ୍ବାଟୁରର ପେରିୟାନାଇକେନପାଲୟମ ଥାନା ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସେଠାରେ ନିଜ ବାସସ୍ଥଳୀରେ…

ବଜ୍ରାଘାତରେ ମହିଳା ଗୁରୁତର

ହିଞ୍ଜିଳିକାଟୁ,୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଧୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁରେ ବଜ୍ରାଘାତରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗାଁର କାଳିଆ ରାଉତ(୪୦)। ମହିଳା ଜଣଙ୍କ ଚାଷଜମିରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତରେ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?