ଗଞ୍ଜାମ

ମନ୍ଦିରରୁ ହୁଣ୍ଡି ଚୋରି

ବ୍ରହ୍ମପୁର ଅଫିସ,୧୯ା୬: ସହରରେ ଚୋରି ବଢ଼ିବାରେ ଲାଗିଛି। ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁର କଲୋନୀରେ ଥିବା ଶିବ ମନ୍ଦିର ହୁଣ୍ଡି ଚୋରି ହୋଇଛି। ରବିବାର ସକାଳେ ପୂଜକ ମନ୍ଦିର ଭିତରକୁ ଯିବା ବେଳେ ସେଠାରେ ହୁଣ୍ଡି…

ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ବାଟବଣା: ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ, ଥାନାରେ ଏତଲା

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ ଦେବାକୁ ମନା କରିବା ସହ ଦୁର୍ବ୍ୟବହାର କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।…

ବ୍ରହ୍ମପୁରରେ ଅଗ୍ନିପଥକୁ ବିରୋଧ

ବ୍ରହ୍ମପୁର ଅଫିସ,୧୮।୬: କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ଏବଂ ପ୍ରତିବାଦ ଜାରି ରହିଛି। ଏହି ମର୍ମରେ ଶନିବାର ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ଛାତ୍ର, ଯୁବ ସଂଗଠନ ସମେତ ସେନାରେ…

ପୋଲ ତଳୁ କ୍ଷତାକ୍ତ ଯୁବକ ଉଦ୍ଧାର

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ- ମହୁଲପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତା ଖାରିଆନାଳ ପୋଲ ତଳୁ ଜଣେ କ୍ଷତାକ୍ତ ଯୁବକଙ୍କୁ ଶନିବାର ସକାଳେ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି। ଆହତ ଜଣଙ୍କ ଗୋପାଳପୁର ଥାନା ବାହାଦୁରପେଟା ଗାଁର ଦିଲ୍ଲୀପ କୁମାର ବେହେରା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡ଼ି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ କେସ୍‌…

ନିର୍ଯ୍ୟାତନା ଅଭିଯୋଗରେ ସ୍ବାମୀ ଗିରଫ

ଆସିକା,୧୭ା୬(ଡି.ଏନ.ଏ.): ଆସିକା ଥାନା କର୍ପୂର ନୂଆଗାଁ ଗ୍ରାମରେ ଗୁରୁବାର ସ୍ତ୍ରୀଙ୍କୁ ମାରଧର କରିବା ଏବଂ ପୋଲିସରେ ଅଭିଯୋଗ କଲେ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଲେ ଜୟରାମ ନାୟକ (୩୨)। ଅଭିଯୁକ୍ତଙ୍କ ବିରୋଧରେ…

କାଳୀ ମନ୍ଦିର ଆଗରେ ତଣ୍ଟି ଚିପି ହତ୍ୟା: ବନ୍ଧାହେଲେ ଅଭିଯୁକ୍ତ

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ନିକଟ ଢାବା- କୁମାରବେଗପଲ୍ଳୀ ରାସ୍ତା କାଳୀ ମନ୍ଦିର ଆଗରେ ବାବୁଲା ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ…

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଧରାକୋଟ,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବଡ଼ଦାଣ୍ଡ ସାହିର ଏକ ଅଳିଆ ଗଦାରୁ ଶୁକ୍ରବାର ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ଶୁକ୍ରବାର ସକାଳେ ଏକ ଶିଶୁପୁତ୍ର କାନ୍ଦୁଥିବା ଶୁଣାଯାଇଥିଲା। ସେତିକିବେଳେ…

ପ୍ରସନ୍ନ କୁମାର ପାତ୍ର ହେଲେ ଛତ୍ରପୁର ଉପଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ଭାବେ ପ୍ରସନ୍ନ କୁମାର ପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୦୬ ଓଏଏସ୍‌ ବ୍ୟାଚର ହୋଇଥିବା ବେଳେ ଏହା ପୂର୍ବରୁ ରଙ୍ଗେଈଲୁଣ୍ଡା ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଉପଜିଲାପାଳ ଥିବା ନୀଳମାଧବ…

ଲକ୍ଷେ ଦେଲେ ଗାଁରେ ମିଶିବେ ପରିବାର

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଗୋଟିଏ ପରେ ଗୋଟିଏ ସାମାଜିକ ବାସନ୍ଦ ଘଟଣା ପଦାକୁ ଆସିବାରେ ଲାଗିଛି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀରେ ଗତ ଦେଢମାସ ହେଲା ଏପରି ଅଭିଯୋଗ ଆସୁଛି। ୧୧ ବର୍ଷ ହେଲା ଏକ ପରିବାର ବାସନ୍ଦ ହୋଇଛନ୍ତି। ଗାଁରେ ମିଶିବାକୁ ହେଲେ…

ଚୋରି ହୋଇଗଲା ବିବାହ ପାଇଁ ରଖିଥିବା ପିତଳ, କଂସା ବାସନ

ବ୍ରହ୍ମପୁର ଅଫିସ,୧୬।୬: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ତୃତୀୟ ଲାଇନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୩ ବସ୍ତା ପିତଳ ଓ କଂସା ବାସନ ଚୋରି ହୋଇଛି। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି…

ସଟସର୍କିଟ ଯୋଗୁ ଜଳିଗଲା ଘର

ଗଞ୍ଜାମ,୧୫।୬(ଡି.ଏନ.ଏ.):ଗଞ୍ଜାମ ଜିଲା ରମ୍ଭା ଥାନା ପାଲଙ୍ଗ ପଞ୍ଚାୟତ ନିମୁସୁଲା ଗ୍ରାମରେ ବିଦ୍ୟୁତ ସଟସର୍କିଟ ଯୋଗୁ ବୁଧବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି l ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ବିନୋଦ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି। ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?