ଗଞ୍ଜାମ

ଏସ୍‌ଏଚ୍‌ଜିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ.):ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଦିବସରେ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ଆଗରେ ଜାତୀୟ ପତାକା ଉଡାଇବାକୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷାଧିକ…

ଠିକାଦାର ହତ୍ୟା ମାମଲା: ରେଳଷ୍ଟେଶନରୁ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରିଷିପୁର ଗାଁର ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟତମ ହତ୍ୟାକାରୀଙ୍କୁ ପୋଲିସ ରବିବାର ବ୍ରହ୍ମପୁର ରେଳଷ୍ଟେଶନରୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ରିଷିପୁର ଗାଁର ଅନନ୍ତ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଥାନାରେ ପ୍ରେମିକ ଅଟକ

ବ୍ରହ୍ମପୁର ଅଫିସ,୧୮।୯: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ରବିବାର ପୋଲିସ ଜବତ କରିଛି। ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ.୪୩୦/୨୨) ରୁଜୁ କରି ମୃତଦେହ…

ତାରାତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୧୮ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ପାର୍ବଣ ପୂଜା ଶନିବାର ରାତି ପବିତ୍ର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଛି। ଏହା ଦୀର୍ଘ ୧୬ଦିନ ଧରି ଚାଲି ଦଶହରାରେ ସମାପନ ହେବ। ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀରେ ମା’…

ପୋତାଗଡ଼ର ବିକାଶ ନେଇ ଏମ୍‌ପି, ବିଧାୟକଙ୍କ ସମୀକ୍ଷା

ଗଞ୍ଜାମ,୧୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ବିକାଶ ଓ ପୁନରୁଦ୍ଧାର ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶନିବାର ପୋତାଗଡ଼ ଗସ୍ତ କରି ଏହାର ସମୀକ୍ଷା କରିଥିଲେ। ତହସିଲଦାର ଅରୁଣ କୁମାର ନାୟକ, ବ୍ରହ୍ମପୁର…

ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସହ ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୮।୯: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଗଣେଶ୍ୱର ପତି ଏକ କୁମାରୀ ମାତୃତ୍ୱ ଘଟଣାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ୩ ଭାଇ। ମୁଖ୍ୟ…

ଆଜିଠୁ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ,୧୭ା୯(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଶକ୍ତିପୀଠରେ ଶନିବାରଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଆଜିଠାରୁ ବିଜୟାଦଶମୀ ଯାଏ ସମସ୍ତ ଶକ୍ତିପୀଠରେ ୧୬ଟି ବେଶରେ ମା’ ଦର୍ଶନ ଦେବେ। ଶ୍ୟାମଳାଇ, କରେଇଞ୍ଜେଇ ଶକ୍ତିପୀଠରେ ମଧ୍ୟ ମା’ଙ୍କ ଷୋଡ଼ଶ ଉପଚାର…

ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ଲାଗି କାଜୁଗଛ ନଷ୍ଟ: କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତାରୋକୋ

ଛତ୍ରପୁର,୧୭।୯(ଡି.ଏନ୍‌.ଏ.): ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟ ଲାଗି ଲକ୍ଷ ଲକ୍ଷ ଟଙ୍କାର କାଜୁଗଛ ନଷ୍ଟ ହୋଇଛି । ଏହାର କ୍ଷତିପୂରଣ ଦାବିରେ ଶନିବାର ପୋଟଲାମପୁର ଜଳସେଚନ କାର୍ଯ୍ୟାଳୟ ଆଗରେ ଚାଷୀମନେ ଧାରଣା ଦେଇ ରାସ୍ତାରୋକୋ କରିଛନ୍ତି। ପୋଟଲାମପୁର ପାଣି ପଞ୍ଚାୟତ ଅଧୀନ…

୩ ବର୍ଷ ପରେ ଛତ୍ରପୁର ନୂଆ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍‌

ଛତ୍ରପୁର,୧୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରର ନୂଆ ବସ୍‌ଷ୍ଟାଣ୍ଡରୁ ଶନିବାର ବସ୍‌ଗୁଡ଼ିକ ୩ ବର୍ଷ ପରେ ଯାତାୟାତ ଆରମ୍ଭ କରିଛି। ୬.୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ବସ୍‌ଷ୍ଟାଣ୍ଡରୁ ବସ ଯାତାୟାତ କରୁ ନ ଥିଲା। ଫଳରେ ନବନିର୍ମିତ…

୫ ଦିନ ହେଲା ଏନ୍‌ଏସିର ବିଭିନ୍ନ କେନ୍ଦ୍ର ବନ୍ଦ

ବୁଗୁଡ଼ା,୧୭ା୯(ଡି.ଏନ.ଏ.): ସମ୍ପ୍ରତି ବୁଗୁଡ଼ା ଏନ୍‌ଏସି ଅଧୀନ ୫ନଂ ୱାର୍ଡର ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ସହାୟିକାଙ୍କ ବିବାଦ ଲାଗି ରହିଛି। ଏ ନେଇ ୫ ଦିନ ହେଲା ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ…

୧୪ ଲକ୍ଷରୁ ଊର୍ଦ୍ଧ୍ୱ ନେଇନାହାନ୍ତି ପ୍ରିକଶନ ଡୋଜ୍‌

ଛତ୍ରପୁର,୧୭।୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଏବେ ବି ବହୁଲୋକ କରୋନା ଟିକା ନେଇ ନ ଥିବା ଜଣାପଡିଛି। ବିଶେଷ କରି ୧୮ ବର୍ଷରୁ ୫୯ ବୟସ୍କ ଲୋକ ୭୧ ପ୍ରତିଶତ ପ୍ରିକଶନ ଡୋଜ ଟିକା ନେଇ ନ ଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା…

ଚର୍ମ ରୋଗରେ ଗାଈ ମୃତ୍ୟୁ ଆଶଙ୍କା: ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ସନ୍ଦେହ

ଭଞ୍ଜନଗର,୧୬।୯(ଡି.ଏନ.ଏ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ତ୍ତମାନ ଗୋରୁଙ୍କୁ ଚର୍ମ ରୋଗ ଲୁମ୍ପି ହେଉଛି । ଏଥିରେ ବହୁ ଗାଈ, ବାଛୁରୀ ମରିଯାଉଛନ୍ତି। ଆନ୍ଧ୍ରପ୍ରଦେଶରେ ଗୋରୁଙ୍କୁ ଏହି ରୋଗ ହେଉଥିବା ବେଳେ ପଡ଼ୋଶୀ ଗଞ୍ଜାମ ଜିଲାରେ ମଧ୍ୟ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?