ଦୁଇ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା, ମା’ ଗୁରୁତର
ପୋଲସରା, ୨୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତ ବଡ଼ସାହି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ୨ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତ...
ଗଞ୍ଜାମ ଜିଲାରେ ୩ ଦିନରେ ୧୫୫ ପଜିଟିଭ୍ ଚିହ୍ନଟ: ଅଛନ୍ତି ୩୧ କରୋନା ଯୋଦ୍ଧା
ଛତ୍ରପୁର,୨୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୧ ଜଣ କରୋନା ଯୋଦ୍ଧା...
ଶଟ୍ଡାଉନ୍ରେ ଚାଲିଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କଲେ ତହସିଲଦାର
ଗଞ୍ଜାମ,୨୦।୬(ଡି.ଏନ୍.ଏ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରୁ ସାନ ବଜାର ଯାଏ ଉନ୍ନତିକରଣ ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ କରୋନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ଧରି ରାଜ୍ୟରେ...
ଶେରଗଡ଼ ଥାନାର ୪ ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କର...
ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଶଟ୍ଡାଉନ ଘୋଷଣା କଲେ ସରପଞ୍ଚ: ଜୁନ୍ ୨୪ ଯାଏ ରହିବ ବଳବତ୍ତର
ବୁଗୁଡା,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଶାନ୍ତିଲତା ନାୟକ ଶଟ୍ଡାଉନ ଘୋଷଣା କରିଛନ୍ତି। ମାଣିତରା ପଞ୍ଚାୟତ ଅନ୍ତର୍ଗତ ମକରାପଲୀର ଏକ ଘରୋଇ ସଙ୍ଗରୋଧ କେନ୍ଦ୍ରରେ ଜଣେ...
ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍
ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍ସିସି ଓ ଏମ୍ଆର୍ଏଫ୍)ର ଚାଲିଥିବା ନିର୍ମାଣାଧୀନ କାର୍ଯ୍ୟ ବୁଲି ଦେଖିଥିଲେ। ମାତ୍ର ଏହି କାର୍ଯ୍ୟ ଠିକ୍...
କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ୍ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲା ଗୋସାଇଁନୂଆଗାଁ ହିଲ୍ପଟଣାସ୍ଥିତ ହେରିଟେଜ୍ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କୁ ହତ୍ୟା କରି ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ବହୁଚର୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଡ୍ରାଇଭର...
ଗଞ୍ଜାମର ହିଞ୍ଜିଳି ବ୍ଲକ, ୨ ପଞ୍ଚାୟତକୁ ମିଳିଛି ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଏବଂ ଶେରଗଡ଼ ବ୍ଲକର ଅଲାରିଗଡ଼ ଓ ହିଞ୍ଜିଳିବ୍ଲକର ଶାସନଆମ୍ବଗାଁ ଗଞ୍ଚାୟତଜାତୀୟସ୍ତରରେ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଉକ୍ତ ବ୍ଲକ ଓ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିଛି। ଏନେଇ ଶୁକ୍ରବାର...
ଗଞ୍ଜାମରେ ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍ : ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି
ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୩ ଆକ୍ରାନ୍ତ କର୍ଣ୍ଣାଟକ,...
ଗଞ୍ଜାମ ମିନି ଷ୍ଟାଡିୟମ୍ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ
ଗଞ୍ଜାମ, ୧୯।୬(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ ମାଛ ମାଂସ ଦୋକାନଗୁଡିକୁ ମିନିଷ୍ଟାଡିୟମରେ ବ୍ୟାରିକେଟକରି ଭର୍ତ୍ତିକରିଛି । ଦୁଇ ଦିନ ହେଲା...
ଲକ୍ଡାଉନ୍ ନିୟମ ଉଲ୍ଲଂଘନ ବିଏମ୍ସିର ୬ ଦୋକାନ ସିଲ୍
ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗୁରୁବାର ରାମଲିଙ୍ଗମ୍ ଟେମ୍ପୁଲ ରୋଡ଼, ଗାନ୍ଧୀନଗର, ଚର୍ଚ୍ଚ ରୋଡ଼, ଗେଟବଜାର...
ଘରୋଇ ସଙ୍ଗରୋଧରେ ଥିବା ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ମୋବାଇଲ ଫୋନ ଜବତ
ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ...
Archives


