ଗଞ୍ଜାମ

ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ ପୋଲିସ…

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର ଜିଲାରେ ନିଯୁକ୍ତି ପାଇଥିଲେ। ଏହାପରେ କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଏସ୍‌ପି ଭାବେ ଦାୟିତ୍ୱ…

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରମା ପ୍ରଧାନ (୪୫), ଶିବରମ ପ୍ରଧାନ(୨୫), ନର୍ମଦା…

ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଟଙ୍କା ମାଗୁଛି ହସ୍‌ପିଟାଲ

ଗୋପାଳପୁର,୩୦ା୧୨(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତମାନର ଚିକିତ୍ସା ପାଇଁ ବିଏସ୍‌କେୱାଇ କାର୍ଡ ପ୍ରଣୟନ କରାଯାଇଥିଲେ ମଧ୍ୟ କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏହି କାର୍ଡର ସୁଫଳ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣ୍ଢା…

ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତୀ ପ୍ରତି ଯେତିକି ଧ୍ୟାନ ଦେବାକଥା ଦେଉନାହାନ୍ତି। ଏହି ଡାକ୍ତରଖାନାରେ ଖାଲି ପଡିଥିବା…

ଘରୁ ତଡ଼ିଦେଲେ ପୁଅ ବୋହୂ, ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ): ଜନ୍ମ କଲା ମା’ ଏବେ ପୁଅମାନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ପରିଣତ ବୟସରେ ମା’ଙ୍କୁ ଘରୁ ତଡ଼ିଦେଇଛନ୍ତି ପୁଅ ବୋହୂ। ଶେଷରେ କିଛି ଉପାୟ ନପାଇ ମା’ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପରେ କେତେକ ଗ୍ରାମବାସୀ ଓ ବଜରଙ୍ଗଦଳର…

ପୋଷ୍ଟ ଅଫିସ ସ୍ଥାନାନ୍ତରଣ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୩୦ା୧୨: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ବ୍ରଜନଗରରେ ଅବସ୍ଥିତ ଆଇପିପିବିଏସ୍‌ (ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ସର୍ଭିସ) କ୍ଷମତା ଧାରଣକ୍ଷମ ପୋଷ୍ଟ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର…

ଜୟନ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଲାଗି ମନୋନୀତ

ବ୍ରହ୍ମପୁର ଅଫିସ,୩୦।୧୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ଜାନୁୟାରୀ ୨ରେ ବିଶ୍ୱବିଦ୍ୟାଳୟର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ…

ସାପ କାମୁଡାରେ ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ ୨୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ସାପ କାମୁଡାରେ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭଲକ୍ଷ୍ମୀ ସାହୁ। ସୂଚନାନୁସାରେ, ଶୁଭଲକ୍ଷ୍ମୀ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ…

ତାରାତାରିଣୀଙ୍କ ପୀଠରେ ହକି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ

ପୁରୁଷୋତ୍ତମପୁର,୨୯।୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ବକପ୍‌ ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରବାର ହକି ବିଶ୍ବକପ୍‌ ଟ୍ରଫିକୁ ସ୍ବାଗତ କରାଯାଇଛି। ତାରାତାରିଣୀଙ୍କ ପୀଠରେ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା, ଅଖାରେ ଭର୍ତ୍ତି କରି ନାଳରେ ଫୋପାଡି ଥିଲେ

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରେ ଗତ ୧୯ ତାରିଖରୁ ନିଖୋଜ ଥିବା କୃଷ୍ଣଚନ୍ଦ୍ର ବେହେରାଙ୍କ ଗଳିତ ମୃତଦେହ ପୋଲିସ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡଡିଆଁ ନାଳରୁ ବୁଧବାର ଜବତ କରିଛି। ଅଖାରେ ବନ୍ଧାଯାଇଥିବା ମୃତଦେହକୁ…

ତଦନ୍ତ କରିବେ ଜିଏସ୍‌ଟି ଅଧିକାରୀ

ଛତ୍ରପୁର,୨୮।୧୨(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡମାରି ଟଙ୍କା ଠକେଇ ସହ ଲକ୍ଷାଧିକ ଟଙ୍କାର ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର ତଦନ୍ତ ଜାରି ରହିଛି ା ଏଥିରେ ୩ ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?