ଗଞ୍ଜାମ

ରାଜଧାନୀରୁ ଅପହୃତା ଛାତ୍ରୀ ରମ୍ଭାରୁ ଠାବ

ଗଞ୍ଜାମ,୯।୧୧(ଡି.ଏନ୍‌.ଏ): ଭୁବନେଶ୍ୱର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେହି ଅପହରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା l ଅପହରଣକାରୀ ଏକ କାର ଯୋଗେ ରମ୍ଭା ଆଣିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ…

ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତଙ୍କୁ ନିଲମ୍ବିତ କରାଯାଇଛି। ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନମିତା…

ଅଦରକାରୀ ହୋଇଛି ଜାଗା ମିଶନ ଯୋଜନା

ବ୍ରହ୍ମପୁର ଅଫିସ୍‌, ୭ା୧୧: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨ ନଂ. ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ ବ୍ରହ୍ମପୁର ନେଇ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ୱାର୍ଡରେ ସ୍ବଚ୍ଛତା…

ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ

ଛତ୍ରପୁର,୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଥିବା ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ ରହିଛି। ସେଥିମଧ୍ୟରେ ଛତ୍ରପୁର ବ୍ଲକ ହୁମୁରି ତାମ୍ପରା ହ୍ରଦ(୩୩୭.୮୫୭ ଏକର), ଭଞ୍ଜନଗର ଇନ୍ଦ୍ରଗୁଡା ଗ୍ରାମରେ ଥିବା ଦହ ଜଳଭଣ୍ଡାର,(୯୬.୭୧ଏକର), ଭଞ୍ଜନଗର ଜିଲୁଣ୍ଡି ପୋଖରୀ (୧୫.୨୩ ଏକର), ଖଲ୍ଲିକୋଟ…

ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଅଭିଯୋଗ; ଦୁଇ ମାସ ପୂରିନି ରାସ୍ତାରୁ ଉଠିଲା ପିଚୁ

ଗଞ୍ଜାମ,୬।୧୧(ଡି.ଏନ୍‌.ଏ. ): ଗଞ୍ଜାମ ସହର ଦାମୋଦର ପୁର ଛକ ଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୬ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି l କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁ…

ଜାଲ୍‌ ସାର୍ଟିଫିକେଟ୍‌ ପାଇଁ ବନ୍ଧା ହେଲେ ଶିକ୍ଷକ

ଆସିକା,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ବ୍ଲକ ଅଧୀନ ପାଣ୍ଡିଆପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାୟାମନ ପଣ୍ଡା।…

ଜାମିନରେ ଆସିଥିବା ପୂର୍ବତନ ସରପଞ୍ଚଙ୍କୁ ହାଣି ଦେଲେ

ବ୍ରହ୍ମପୁର ଅଫିସ,୫।୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବିଷୋୟୀଙ୍କୁ ଶୁକ୍ରବାର କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ସୁକୁଣ୍ଡା ରାସ୍ତାରେ ଦୁର୍ବୃତ୍ତମାନେ ଖଣ୍ଡା, କାତିରେ…

ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପୋଲିସ ଗାଡି ଉପରକୁ ଢେଲା ମାଡ଼

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳୁରୁଗଡ଼ ଗାଁରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରିଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତଦନ୍ତ କରିବାକୁ ଯାଇଥିବା ହୁମା ଫାଣ୍ଡି ପୋଲିସ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ପୋଲିସ ଗାଡି ଉପରେ ଢେଲା ମାଡ…

ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ହେଲେ ପ୍ରଶାନ୍ତ କୁମାର ନାୟକ

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଭାରତୀୟ ଜନତା ପାର୍ଟିରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦ ପଦବୀରେ ରହିଆସିଛନ୍ତି ବର୍ତ୍ତମାନର ଗଞ୍ଜାମ ବ୍ଲକ ଅଧକ୍ଷ ଥିବା ପ୍ରଶାନ୍ତ କୁମାର ନାୟକ। ସେ ଜିଲାପରିଷଦ, ସରପଞ୍ଚ ଓ ହାଉସିଂ ବିଲଡିଂ କୋପେରେଟିଭ ସୋସାଇଟି ସଭାପତି ମଧ୍ୟ ଦାୟିତ୍ୱ…

ଦର୍‌ଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ, କୃଷକ

ଦିଗପହଣ୍ଡି,୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ବୁଧବାର ବାମପନ୍ଥୀ ସଙ୍ଗଠନ ସିପିଆଇ (ଏମ୍‌) ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରାଯାଇଛି। ସିପିଆଇ (ଏମ୍‌) ରାଜ୍ୟ କମିଟିର ଡାକରା କ୍ରମେ ପାର୍ଟିର ଦିଗପହଣ୍ଡି ଆଞ୍ଚଳିକ ସାଙ୍ଗଠନିକ କମିଟି ପକ୍ଷରୁ…

ଏହି ଜିଲାରେ ଜଣେ ବି ବାଣ ବିକ୍ରି ପାଇଁ କରି ନାହାନ୍ତି ଆବେଦନ

ଛତ୍ରପୁର,୩।୧୧(ଡି.ଏନ୍‌.ଏ.): ରାତି ପାହିଲେ ଦୀପାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ…

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଛତ୍ରପୁର,୧।୧୧(ଡି.ଏନ୍‌.ଏ.): ଅତ୍ୟବଶ୍ୟକୀୟ ସାମଗ୍ରୀ, ଗ୍ୟାସ, ତୈଳ ଦରଦାମ ବୃଦ୍ଧି ନେଇ ସୋମବାର ଛତ୍ରପୁର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ଏ ନେଇ ଛତ୍ରପୁର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri