ଗଞ୍ଜାମ

ଟାଟା ପ୍ରକଳ୍ପ ପାଚେରୀ ନିର୍ମାଣକୁ ବିରୋଧ: ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟେକିନେଲା ପୋଲିସ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ କାଳିପଲି ନିକଟରେ ଟାଟା କମ୍ପାନୀର ପ୍ରକଳ୍ପ ପକ୍ଷରୁ ପାଚେରୀ ନିର୍ମାଣ କାମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୋଲିସ ଫୋର୍ସ ବଳୟରେ ଏହା ଚାଲିଥିବା ବେଳେ ବୁଧବାର ଏହି କାମକୁ ବନ୍ଦ କରିବାକୁ କାଳୀପଲ୍ଲୀ…

ଜିଲାପାଳଙ୍କ ଅଫିସ ଘେରାଉ କଲା ଭାଜପା

ଛତ୍ରପୁର,୧୫।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଜିଲା ଓ ଘୁମୁସର ଜିଲା ଭାଜପା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ…

କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ,୧୨ ଆହତ

ଗୋପାଳପୁର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ମହାନଗର ଅଞ୍ଚଳର ଲାଞ୍ଜିପଲ୍ଲୀ କେଶବ ନଗରର…

ବ୍ୟବହାର ହୋଇପାରୁନି ସ୍କୁଲ ଶୌଚାଳୟ

ଗୋପାଳପୁର,୧୫।୨(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ବିଦ୍ୟାଳୟରେ ଶୌଚାଳୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ବୈମାତୃକ ମନୋଭାବ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଶୌଚାଳୟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହୁଛି।…

ପୋଲିସ ଫୋର୍ସ ବଳୟରେ ପାଚେରି କାମ ଆରମ୍ଭ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି ା ଅପରପକ୍ଷରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ…

୨୫ ବର୍ଷ ପରେ ତତ୍କାଳୀନ ଜିଲାପାଳଙ୍କ ସମେତ ୧୦ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫।୨: ଗଜପତି ଜିଲାରେ ୨୫ ବର୍ଷ ତଳେ ହୋଇଥିବା ଏକ ସରକାରୀ ଅର୍ଥ ହେରଫେର ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ । ପ୍ରମାଣ ଅଭାବରୁ ସେ ତତ୍କାଳୀନ ଜିଲାପାଳଙ୍କ ସମେତ ୧୦ ଜଣଙ୍କୁ ନିର୍ଦ୍ଦୋଷ…

ସପ୍ତାହେ ହେଲା ବିନା ଡାକ୍ତରରେ ଚାଲିଛି ରୋଗୀ ସେବା

ବେଗୁନିଆପଡା,୧୪।୨(ଡି.ଏନ.ଏ.): ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସପ୍ତାହରୁ ଅଧିକ ସମୟ ହେବ ବିନା ଡାକ୍ତରରେ ଚାଲିଛି। ଆଇପିଏଚ ଷ୍ଟାଣ୍ଡାର୍ଡ ୧ର ମାନ୍ୟତା ପାଇଥିବା ଏହି ଡାକ୍ତରଖାନାଟି ଉପରକୁ ଚକ୍‌ାଚକ ଭିତର ଫମ୍ପା। ଅର୍ଥାତ୍‌ ଜଣେ ବି ଡାକ୍ତର…

ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୧୪ା୨: ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ଅନ୍ୟତମ ସାକ୍ଷୀ ଥିବା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ମହାରଣା ସୋମବାର ଅତିରିକ୍ତ ଜିଲା ଜଜ୍‌-୩ (ଏଡିଜେ) ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ହାଜର ହୋଇଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ମୁଖ୍ୟ…

କଲେଜରେ ରହିବ ଏନ୍‌ସିସି ଜିଇ ପାଠ୍ୟକ୍ରମ

ଭଞ୍ଜନଗର,୧୪।୨(ଡି.ଏନ.ଏ): ଏନ୍‌ସିସି ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ସ୍ନାତକରେ ଏନ୍‌ସିସି ଜେନେରାଲ ଇଲେକ୍ଟିଭ୍‌ (ଜିଇ) ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି । ଏଥିଲାଗି ଆଗାମୀ ପଦକ୍ଷେପ ନେବାପାଇଁ ବ୍ରହ୍ମପୁର…

ଚତୁର୍ଥୀରେ ନବଦମ୍ପତିଙ୍କ ମୃତ୍ୟୁ

ଗୋପାଳପୁର,୧୪ା୨(ଡି.ଏନ.ଏ.):ଚାରିଦିନ ଦିନ ପୂର୍ବେ ପଡ଼ିଥିଲା ହାତଗଣ୍ଠି। ପାଦରୁ ଅଳତା ଲିଭିନି। ଘରୁ ମଧ୍ୟ ବିଦା ହୋଇନାହାନ୍ତି ବନ୍ଧୁବାନ୍ଧବ। ହେଲେ ଚତୁର୍ଥୀ ଦିନରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ସୋମବାର ସଡ଼କ ଦୁର୍ଘଟଣାରେ ନବଦମ୍ପତିଙ୍କ ମୃତ୍ୟୁ ଘଟଣା ଗଞ୍ଜାମ ଜିଲା ଗୋଳନ୍ଥରାରେ…

ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁରର ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ପାଣ୍ଡୁରୁଖଲି ଗ୍ରାମର ଭଗବାନ ସେଠୀ। ପ୍ରକାଶ ଯେ,…

ଥାନା ସମ୍ମୁଖରୁ ମିଳିଲା ଝୁଲନ୍ତା ମୃତଦେହ

ବ୍ରହ୍ମପୁର ଅଫିସ,୧୩।୨: ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ଏପରି କି ସେ ପିନ୍ଧିଥିବା ଏକ ପ୍ୟାଣ୍ଟ ଅଣ୍ଟାରୁ ଖସି ତଳେ ପଡିଯାଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?