ଗଞ୍ଜାମ

ଡକାୟତି ଯୋଜନା ବିଫଳ: ଗ୍ୟାଙ୍ଗର ୫ ଗିରଫ, ପିସ୍ତଲ, ବୋମା ଜବତ

କୋଦଳା,୧୦।୨(ଡି.ଏନ୍‌.ଏ.): ଏକ ବଡ଼ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଏହାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ଗଞ୍ଜାମ ଜିଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ପଛପଟେ ଥିବା ମଶାଣି ପଡ଼ିଆରେ ଡକାୟତ ଗ୍ୟାଙ୍ଗ ଲୁଟ୍‌ ନେଇ ଯୋଜନା ପ୍ରସ୍ତୁତି କରୁଥିଲେ।…

ବସୁ ପ୍ରହରାଜଙ୍କ ଜୟନ୍ତୀ ସମାରୋହ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): କିମ୍ବଦନ୍ତୀ ମହାପୁରୁଷ ବସୁ ପ୍ରହରାଜଙ୍କ ୩୨୯ତମ ଜୟନ୍ତୀ ସମାରୋହ ଶୁକ୍ରବାର ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ପ୍ରଧାନ ପଣ୍ଡିତ ମୋଚିରାମ ଦାଶ ଏହାର ସଂଯୋଜନା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭାର କୁଳ ସଚିବ…

ବିବାହ ଭୋଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ

ହିଞ୍ଜିଳିକାଟୁ,୯ା୨(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ।…

ସାମାନ୍ୟ ବଚସାରୁ ଖଣ୍ଡାଚୋଟ, ବନ୍ଧା ହେଲେ ଅଭିଯୁକ୍ତ

ହିିଞ୍ଜିଳିକାଟୁ,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଗୁରୁବାର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା। ଜଣେ ଅନ୍ୟଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପାତ୍ର କୁମାର ବେହେରା ଗୁରୁତର ଆହତ…

ଡାକ୍ତରଖାନା ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ

ଗୋପାଳପୁର,୯ା୨(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ସାନକୁଶସ୍ଥଳି ଗ୍ରାମର ସାଇବାଣୀ ସେଠୀ ନିଜ ସ୍ବାମୀଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୫ ତାରିଖରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଘରେ କେହି ନ ଥିବାର ସୁଯୋଗନେଇ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଘରେ…

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଛାତ୍ର ଶକ୍ତି ସାହୁ,…

ଗ୍ୟାସ ଲିକ୍‌ ହୋଇ ଜଳିଗଲା ଜଳିଖିଆ ଦୋକାନ

ବୁଗୁଡ଼ା,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା କଳମ୍ବ ପଞ୍ଚାୟତ ଅଧୀନ ଡେଙ୍ଗାପଦର ଗ୍ରାମର ଏକ ଜଳଖିଆ କ୍ୟାବିନରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି କ୍ୟାବିନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ରୋଷେୟା ଏବଂ ହୋଟେଲ ମାଲିକ ରାମ ପ୍ରଧାନ ଆହତ…

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ

ବ୍ରହ୍ମପୁର ଅଫିସ,୯ା୨: ଅବକାରୀ ପୋଲିସ ଗୁରୁବାର ସଦର ଥାନା ଅଧୀନ ଇନ୍ଦିରା ଆବାସ ଛକରୁ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା…

ବସ୍‌ରୁ ୧୮ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବ୍ରହ୍ମପୁର ଅଫିସ,୯ା୨: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାନବାହନ ଯାଞ୍ଚ କରାଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଅବକାରୀ ଟିମ୍‌ ଯାଞ୍ଚ କରୁଥିଲା। ଗଞ୍ଜେଇ ଗାଡ଼ି…

୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିଛି ଗଞ୍ଜାମର ୭ ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର ଅଫିସ,୯ା୨: ଆଞ୍ଚଳିକ ରାଜନୈତିକ ଦଳ ବିଜେଡି ଗଠନର ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଛି ୫ ବିଧାନସଭା ନିର୍ବାଚନ। ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ହିଞ୍ଜିଳି, ଭଞ୍ଜନଗର, ପୂର୍ବର ମୋହନା (ବର୍ତ୍ତମାନର ଦିଗପହଣ୍ଡି), ଖଲ୍ଲିିକୋଟ, ଚିକିଟି,…

ଦୋକାନ ତାଲା ଭାଙ୍ଗି ଲୁଟ୍‌

ହିଞ୍ଜିଳିକାଟୁ,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ଗାୟତ୍ରୀ ନଗର ପ୍ରଥମ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ବୁଧବାର…

ଆଖିବୁଜିଲା ଅସୁସ୍ଥ ହାତୀ

ଭଞ୍ଜନଗର,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ରେଞ୍ଜରେ ଅସୁସ୍ଥ ଥିବା ମାଈହାତୀ ବୁଧବାର ଆଖିବୁଜିଛି। ୫ଦିନ ତଳେ ହାତୀଟି ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ସେ ଦୁର୍ବଳ ହୋଇ ପଡ଼ିଥିବାରୁ ଚାଲି ପାରୁ ନ ଥିଲା। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?