ହେତୁବାଦୀ-ହିନ୍ଦୁବାଦୀଙ୍କ ସଂଘର୍ଷ ନେଇ ରାଜନୀତି
ବ୍ରହ୍ମପୁର ଅଫିସ,୯।୧୧: ଚନ୍ଦ୍ରଗ୍ରହଣ ସମୟରେ ବ୍ରହ୍ମପୁର ବିଚ୍ ରାସ୍ତାରେ ହେତୁବାଦୀଙ୍କ ସାମୂହିକ ଆମିଷ ଭୋଜନ ଓ ଏହାକୁ ହିନ୍ଦୁବାଦୀ ଗୋଷ୍ଠୀ ତଥା ସନାତନ ଧର୍ମୀଙ୍କ ବିରୋଧରୁ ଘଟିଥିବା ହିଂସାକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ନେତା କାହ୍ନୁ ଚରଣ ପତି…
ଅଲୋଡ଼ା ହୋଇଛି ୨ ଭେଣ୍ଡିଂ ଜୋନ୍
ବ୍ରହ୍ମପୁର ଅଫିସ,୯।୧୧:ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ବହୁ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହରବାସୀ ଅନେକ କ୍ଷେତ୍ରରେ ଉପକୃତ ହୋଇପାରୁଛନ୍ତି। କିନ୍ତୁ ବିଏମ୍ସି ଦ୍ୱାରା ନିର୍ମାଣ କରାଯାଇଥିବା ଅନେକ ପ୍ରକଳ୍ପ ବର୍ତ୍ତମାନ ଅଲୋଡ଼ା ହୋଇ ରହିଛି। ବର୍ତ୍ତମାନ କୋର୍ଟପେଟା ମର୍ଦ୍ଦରାଜ…
ଡ୍ରାଇଭର ସଂଘର ଦାବିପତ୍ର
ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ ଡ୍ରାଇଭର ଗତ ଏକବର୍ଷ ଧରି ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହେଉଥିଲେ…
ମନ୍ଥର ଗତିରେ ପାନୀୟ ଜଳ ପ୍ରକଳ୍ପ କାମ
ଭଞ୍ଜନଗର,୯।୧୧(ଡି.ଏନ.ଏ): ଭଞ୍ଜନଗର ବିଜୁ ପଟ୍ଟନାୟକ ପାର୍କ ରାସ୍ତାରେ ୨ କୋଟି ୩୮ଲକ୍ଷ ଟଙ୍କା ବ୍ୟୟରେ ୪୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଜଳ ବିଶୋଧନାଗାର ନିର୍ମାଣ ଚାଲିଛି । ଏହି କାମ ଗତ ଜୁଲାଇ ସୁଦ୍ଧା ସାରିବା ଲକ୍ଷ୍ୟ ଥିଲା।…
ହେତୁବାଦୀ, ପରମ୍ପରାବାଦୀ ପିଟାପିଟି
ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି ଖବର ପାଇ ପରମ୍ପରାବାଦୀ ତଥା ବଜରଙ୍ଗ ଦଳ ଓ ଭାଜପା…
ଗ୍ରହଣ ଶେଷ ହେବା ପରେ ହେଲା ସ୍ବତନ୍ତ୍ର ନୀତିକାନ୍ତି
ସୋରଡା, ୦୮।୧୧: ଗଞ୍ଜାମ ଜିଲା ସୋରଡା ଅଞ୍ଚଳରେ ବୋଇତ ଭସାଣି ପରମ୍ପରା ଓ ଦେବ ଦର୍ଶନ ନୀତି ମଙ୍ଗଳବାର ମଧ୍ୟରାତ୍ରରୁ ଆରମ୍ଭ ହୋଇ ସକାଳ ୫ଟା ୩୦ରେ ସମ୍ପର୍ଣ୍ଣ ହୋଇଯାଇଛି। ରାତ୍ର ୨ଟାରୁ ଲୋକମାନେ ଋଷିକୁଲ୍ୟା ନଦୀ, ଜରଉ ନଦୀ, ଜଳଭଣ୍ଡାରମାନଙ୍କରେ…
ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର
ଗଞ୍ଜାମ,୮।୧୧(ଡି.ଏନ୍.ଏ.): ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଥାନା ଅଧିକାରୀଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ମହାସଂଘ ପକ୍ଷରୁ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୯ଦଫା ସମ୍ବଳିତ ଏକ…
ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ
ଛତ୍ରପୁର,୮।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର
ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ ପାଇଁ ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ରେଙ୍ଗୁନ ଆଦି ସ୍ଥାନକୁ ଜାହାଜରେ ଯାଇ ପ୍ରଚୁର…
ବିଜେଡିକୁ ମୁକାବିଲା କରିବ କି ପ୍ରଦୀପ ସେନା
ବ୍ରହ୍ମପୁର ଅଫିସ,୮ା୧୧: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବାର ୨ ବର୍ଷ ବିତିବାକୁ ଯାଉଛି। ତେଣୁ ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଶାସକ ଦଳ ପକ୍ଷରୁ ନ୍ୟସ୍ତ କରାଯାଇଛି। ଦଳର କାର୍ଯ୍ୟକ୍ରମ ଅନୁସାରେ…
ସମୁଦ୍ରରେ ବୁଡ଼ିଗଲେ ୩, ଜଣେ ମୃତ
ଗଞ୍ଜାମ,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହୂମ୍ମା ଅଞ୍ଚଳର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫)। ମିଳିଥିବା…
ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ
ଗଞ୍ଜାମ,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ. କାପିଆମ୍ମା ପାତ୍ରଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଛନ୍ତି। କାପିଆମ୍ମା ଓ…
Archives


