ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହେଲେ କିରଣ କୁମାରୀ
ଛତ୍ରପୁର,୨ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତିନୂଆଗାଁର ସମିତିସଭ୍ୟା କିରଣ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିରଣଙ୍କୁ ୧୨ଟି ଭୋଟ୍ ମିଳିଥିବାବେଳେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀଙ୍କୁ ୬ଟି ଭୋଟ୍ ମିଳିଥିଲା। ସୂଚନାଯୋଗ୍ୟ,…
୩ ଲକ୍ଷ ନେଇ ଜେଲ ଗଲେ ଶାଖା ପରିଚାଳକ
ଦିଗପହଣ୍ଡି,୨ା୪(ଡି.ଏନ.ଏ.): ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡିରେ ଥିବା ଏକ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥାର ଶାଖା ପରିଚାଳକ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ…
ଭାଜପା ଛାଡ଼ି ବିଜେଡିକୁ ଯାଇଥିବାରୁ ମାରିଦେଲେ
ପୋଲସରା,୨ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ମୁକ୍ତାମାଳାଦେଇପୁର ଶାସନ ଗ୍ରାମରେ ଗତ ୧୯ରେ ଅମିତ ଆଚାର୍ଯ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ…
ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
ଭଞ୍ଜନଗର,୧ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ବାମୀ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ବାରିକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ ଘଟିଛି…
ଏସ୍ଓଏସ୍ଏସ୍ ସଂସ୍ଥା ଓଡ଼ିଶା ମୁଖ୍ୟ ଗିରଫ
ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୧।୪(ବ୍ୟୁରୋ): ସକ୍ସେସ୍ ଅନ୍ଲାଇନ୍ ସର୍ଭିସ୍ ସିଷ୍ଟମ୍ (ଏସ୍ଓଏସ୍ଏସ୍) ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଳ୍ୟୁ (ଅର୍ଥନେତିକ ଅପରାଧ ଶାଖା) ଟିମ୍ ବ୍ରହ୍ମପୁର ଲୋଚାପଡ଼ା ରାମକୃଷ୍ଣନଗର ତୃତୀୟ ଲାଇନ୍ରେ ରହୁଥିବା ଶାଖା ପରିଚାଳକଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ…
୯ରେ କୋର୍ଟରେ ହାଜର ହେବେ ସୁମିତ୍ -ତପସ୍ବିନୀ
ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁମିତ୍ ନେଇଥିବା ଭଡ଼ା ଘରକୁ ଯାଇ ଉଭୟଙ୍କୁ ଭିଡିଓ ପ୍ରସ୍ତୁତି କରିବାକୁ…
ଲୋକଙ୍କ ଦାବି ପୂରଣ ହେଲା, ଆଛୁଲିରେ ଖୋଲିଲା ପୋଷ୍ଟ ଅଫିସ
ପୁରୁଷୋତ୍ତମପୁର,୩୧ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲିରେ ଏକ ପୋଷ୍ଟ ଅଫିସ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏନେଇ ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନଙ୍କୁ…
ଶିକ୍ଷକ ନିଯୁକ୍ତି ପାଇଁ ବିଇଓଙ୍କୁ ଘେରିଲେ ଗ୍ରାମବାସୀ
ଗଞ୍ଜାମ,୩୧।୩(ଡି.ଏନ.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଶିକ୍ଷକ ସମସ୍ୟା ଲାଗିରହିଛି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେବା ସହ ବୁଧବାର ଗ୍ରାମର ମହିଳା ଓ ପୁରୁଷ ଗଞ୍ଜାମ…
ଭାରତ ବନ୍ଦ ପ୍ରଭାବରେ ବ୍ୟାଙ୍କ କାରବାରରେ ୭୦ କୋଟି କ୍ଷତି
ବ୍ରହ୍ମପୁର ଅଫିସ,୩୧।୩: ବ୍ରହ୍ମପୁର ସହରରେ ୨ ଦିନିଆ ଭାରତ ବନ୍ଦ ପ୍ରଭାବରେ ଜାତୀୟ ବ୍ୟାଙ୍କଗୁଡିକର କାରବାରରେ କ୍ଷତି ସହିବାକୁ ପଡିଛି। ଏହି ଦୁଇ ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଜାତୀୟ ବ୍ୟାଙ୍କଗୁଡିକ କାରବାରରେ ପ୍ରାୟ ୬୦ରୁ ୭୦ କୋଟି…
୪ ଭାଇଙ୍କୁ ହତ୍ୟା ଘଟଣା, ଜେଲଗଲେ ୫ ଅଭିଯୁକ୍ତ
ହିଞ୍ଜିଳିକାଟୁ,୩୧।୩(ଡି.ଏନ୍.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକରେ ଗତ ୨୨ ତାରିଖ ରାତିରେ ସଂଘବଦ୍ଧ ଆକ୍ରମଣରେ ୪ ଭାଇଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହିଞ୍ଜିଳି ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ…
ଆଇଆଇସିଙ୍କ ମୃତ୍ୟୁକୁ ପୋଲିସ ରୋକିପାରିନାହିଁ
ଭଞ୍ଜନଗର,୩୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି। ବୁଧବାର ୩ଟି ଅଡିଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେଥିରୁ ଯାହା ଜଣାପଡ଼ୁଛି ମୃତ୍ୟୁର କିଛିଦିନ…
ଅଲିଭ୍ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଜାରି: ଚତୁର୍ଥ ଦିନରେ ୮୫, ୭୪୭ ଅଣ୍ଡା
ଗଞ୍ଜାମ,୩୧।୩(ଡି.ଏନ.ଏ.):ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ୍ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ରାତ୍ରି ସମୟରୁ ବୁଧବାର ସକାଳ ୮ଟା ମଧ୍ୟରେ ୮୫ ହଜାର ୭୪୭ ସାମୁଦ୍ରିକ କଇଁଛ ବେଳାଭୂମି ଉପରକୁ ଉଠିଆସି ସାମୂହିକ…
Archives


