ଗଞ୍ଜାମ

ଡାକ୍ତରଙ୍କ ବଦଳି ପ୍ରତିବାଦରେ ବିକ୍ଷୋଭ

ସୋରଡ଼ା,୫।୯(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ତରୁଣ ବିଶ୍ୱାଳଙ୍କ ବଦଳି ପ୍ରତିବାଦରେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଉକ୍ତ ଅଞ୍ଚଳରେ ସଭା ଶୋଭାଯାତ୍ରା ଚାଲିଛି। ଦଳମତ ନିର୍ବିିଶେଷରେ ବଡ଼ଗଡ଼ ଅଞ୍ଚଳର...

ହାତୀପଲ ଉପଦ୍ରବ, ମକା ସହ ଧାନ ଫସଲ ନଷ୍ଟ

ବୁଗୁଡ଼ା,୫ା୯(କାଳି ଚରଣ ଦାଶ): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ତାକରଡ଼ା ଗ୍ରାମରେ ୧୩ ଟିକିଆ ହାତୀପଲ ବ୍ୟାପକ ମକା ଫସଲ ନଷ୍ଟ କରିଛନ୍ତି। ଶନିବାର ମଧ୍ୟରାତ୍ରରେ ହାତୀପଲ ତାକରଡା ଗାଁର ବିଭିନ୍ନ ମକା କିଆରିରେ ପଶି ଫସଲ ନଷ୍ଟ କରିବା ସହ...

ଦୁଇ ପରିବାର ସଂଘର୍ଷ, ୨ ସମ୍ପର୍କୀୟ ଭାଇ ମୃତ

କବିସୂର୍ଯ୍ୟନଗର(କୃପାସିନ୍ଧୁ ସ୍ବାଇଁ)/ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୫ା୯: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମରେ ସୋମବାର ରାତିରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ପରିବାରର ୨ ସମ୍ପର୍କୀୟ ଭାଇଙ୍କ ମତ୍ୟୁ ଘଟିଛି। ସେମାନେ ହେଲେ...

ଶ୍ୱଶୁର ଘରେ ବେଡସିଟ୍‌ ବାନ୍ଧି ଫ୍ୟାନ୍‌ ହୁକରେ ଝୁଲିପଡ଼ିଲେ ଡାକ୍ତର ଜ୍ୱାଇଁ

ବ୍ରହ୍ମପୁର,୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରରେ ରବିବାର ରାତିରେ ଜଣେ ଡାକ୍ତର ତାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଡା. ସୁରେନ୍ଦ୍ର କୁମାର ରଥ(୫୧)। ସୁରେନ୍ଦ୍ରଙ୍କ ଘର ରାୟଗଡ଼ା ଜିଲାରେ ହୋଇଥିବା ବେଳେ...

ରାସ୍ତା ନାହିଁ ତ ଭୋଟ ନାହିଁ

ବୁଗୁଡ଼ା,୪ା୯(କାଳି ଚରଣ ଦାଶ): ସ୍ବାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ...

ଜିଲା ଦାବି ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଘୁମୁସର ଜିଲା ଦାବି ଆନ୍ଦୋଳନ ୧୯୯୩ରୁ ଆରମ୍ଭ ହୋଇଛି। ଏହା ବର୍ତ୍ତମାନ ସୁଧା ଚାଲିଛି। କିନ୍ତୁ ସରକାର ଦାବି ପ୍ରତି ଗୁରୁତ୍ୱ ଦେଉ ନ ଥିବାବେଳେ ସୋମବାର ଘୁମୁସର ବାହିନୀ ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ କଳିଙ୍ଗପଦର ଅଚ୍ୟୁତାନନ୍ଦ...

ଏମ୍‌କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ

ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।...

ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୂର୍ଯ୍ୟଙ୍କୁ ତାଙ୍କ ବଡ଼ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ। ଶହଶହ...

ଗଞ୍ଜାମ ରାଜନୀତିରେ ଟାଇଗର ଆଉ ନାହାନ୍ତି

ବ୍ରହ୍ମପୁର/ଦିଗପହଣ୍ଡି, ୩ା୯(ନରସିଂହ ସାହୁ)/(ଅଶେଷନାଥ ମିଶ୍ର)ଗଞ୍ଜାମ ଜିଲାର ବିଶିଷ୍ଟ ରାଜନୀତିଜ୍ଞ ସୂର୍ଯ୍ୟନାରାୟଣ ପାତ୍ର ରାଜନୀତିରେ ଜଣେ ଦକ୍ଷ ଖେଳୁଆଡ଼ ହୋଇଥିବାରୁ ତାଙ୍କୁ ଗଞ୍ଜାମ ଟାଇଗର ନଂ-୨ କୁହାଯାଉଥିଲା। ରାଜନୈତିକ ଜୀବନରେ ସେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ।...

ହତ୍ୟା ମାମଲା: ଆଜୀବନ ଜେଲ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଛତ୍ରପୁର,୨ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ହୋଇଥିଲା। ଏ ସମ୍ପର୍କରେ ବ୍ରହ୍ମପୁର ଏଡିଜେ-୩...

ବୁଲାଗୋରୁଙ୍କୁ ରାସ୍ତାରୁ ଉଠାଇନେଲେ

ବୁଗୁଡ଼ା,୨ା୯(କାଳି ଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ରାଜରାସ୍ତା ସାଙ୍ଗକୁ ବିଭିନ୍ନ ସାହିରେ ଗାଈଗୋରୁଙ୍କ ଅବାଧ ବିଚରଣକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ଏନେଇ ଏନ୍‌ଏସି ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ଧରି ଡାକବାଜି ଯନ୍ତ୍ର ଯୋଗେ...

ମୃତଦେହ ଛାଡ଼ିବା ପାଇଁ ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର,୨ା୯ (ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ରୋଗୀସେବା ପାଇଁ ବିଭିନ୍ନ ସମୟରେ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆସୁଛି। ଏବେ ମୃତଦେହ ଛାଡ଼ିବା ପାଇଁ ମଧ୍ୟ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri