ସିଂହବାହିନୀଙ୍କ ଆଗମନୀ ପାଇଁ ଦିଗପହଣ୍ଡିରେ ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ୟୁଥରିକ୍ରିଏସନ୍ କ୍ଳବ୍ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅମରଦୀପ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂଜା ପରିଚାଳନା ନିମନ୍ତେ କମିଟି ଗଠନ କରାଯାଇଥିଲା। କମିଟି ଉପଦେଷ୍ଟା ଭାବେ ଆଇନଜୀବି କୁରେଶୁୁ ପଣ୍ଡା, ପରେଶ ଚନ୍ଦ୍ର ରଥ ମନୋରଞ୍ଜନ ପଣ୍ଡା ଏବଂ ବିଜୟ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା।

ସେହିପରି ସଭାପତି ଭାବେ ମନୋଜ କୁମାର ପଟ୍ଟନାୟକ, ଉପସଭାପତି – ଅମରଦୀପ ପଣ୍ଡା, ସମ୍ପାଦକ – ପିଣ୍ଟୁ ମହାନ୍ତି, ସହସମ୍ପାଦକ – କିରଣ କୁମାର ପାଢ଼ୀ ଏବଂ କୋଷାଧ୍ୟକ୍ଷ ଭାବେ ରାଜ କିରଣ ଦାସଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। କାର୍ଯ୍ୟକାରୀ କମିଟି ସଭ୍ୟ ରୂପେ ନୀଳକଣ୍ଠ ପଟ୍ଟନାୟକ, ନୃସିଂହ ଚରଣ ବେହେରା, ରଞ୍ଜିତ ବେହେରା, ହର ପ୍ରସାଦ ସେଠୀ, ଲଡୁ କିଶୋର ପଟ୍ଟନାୟକ, ବିନୋଦ ପ୍ରଧାନ, ପଦ୍ମନ ସାହୁ, ବିଶ୍ୱ ପ୍ରକାଶ ଶର୍ମା, ସୁଶାନ୍ତ ନାୟକ, ସନ୍ଦୀପ ପାଣିଗ୍ରାହୀ, ଚିରଞ୍ଜିବୀ ରେଡ୍ଡୀ, ବିଘ୍ନରାଜ ପାଣିଗ୍ରାହୀ, ମୁନା ବିଷୋୟୀ, ମିଲୁ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ଚଳିତବର୍ଷ ୩୪ ତମ ମା ‘ ଙ୍କ ପୂଜା ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥି ରୁ ଖୁବ୍ ଧୁମ୍ ଧାମ ରେ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ୨୧ ତାରିଖରେ ପୂଜା ମହୋତ୍ସବ ନିମନ୍ତେ ପୂଜାମଣ୍ଡପକୁ ଶୁଭଖୁଣ୍ଟି ଅଣାଯିବ ଏବଂ ଅକ୍ଟୋବର ୧୧ ତାରିଖ ଠାରୁ ୨୦ ତାରିଖ ଯାଏଁ ମା ‘ ଙ୍କ ନବଦିନାତ୍ମକ ପୂଜା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ବୃନ୍ଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs NZ ସିରିଜ ମଝିରେ ହଲଚଲ, ନ୍ୟୁଜିଲାଣ୍ଡ ଦଳରୁ ବାଦ୍‌ ପଡିଲେ ୫ ଖେଳାଳି, ହେଲା ବଡ଼ ଅଦଳବଦଳ

ନୂଆଦିଲ୍ଲୀ,୬।୧୧: ଭାରତ ବିପକ୍ଷରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡର ଦିନିକିଆ ଏବଂ ‘ଏ’ ଦଳରେ…

CSK ଛାଡ଼ିବା ପରେ ଏକ ନୂଆ ଭୂମିକାରେ ନଜର ଆସିବେ ମାଇକେଲ ହସି; ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୬।୧୧: କିଛି ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଛାଡ଼ିଥିବା ମାଇକେଲ ହସି ବର୍ତ୍ତମାନ ଅଷ୍ଟ୍ରେଲୀୟ ଦଳରେ ଯୋଗ ଦେଇଛନ୍ତି। ନଭେମ୍ବର ୬, ଶୁକ୍ରବାର ଜାରି…

ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ…

ଆଜି ଧନତେରସରେ ମାଲାମାଲ ହେବେ କେବଳ ଏହି ୪ ରାଶି, ବ୍ୟବସାୟରେ ହେବ ଲାଭ ହିିଁ ଲାଭ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଆଜି ୬ ନଭେମ୍ବର ୨୦୨୬, କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ସକାଳ ୧୦ଟା ୩୦ ମିନିଟରେ ଦ୍ୱାଦଶୀ ତିଥିର ସମାପ୍ତି ହୋଇ ତ୍ରୟୋଦଶୀ ତିଥି ଆରମ୍ଭ…

କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର

କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ…

ହୃଦୟ ବିଦାରକ ହତ୍ୟାକାଣ୍ଡ: ପତ୍ନୀ, ପୁଅ, ଶାଶୁ-ଶ୍ୱଶୁରଙ୍କ ସମେତ ୭ ଜଣଙ୍କୁ ହତ୍ୟା କଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୧: ବେଙ୍ଗାଲୁରୁରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି; ଏଥିରେ ୭ବର୍ଷର ଜଣେ ବାଳକ ମଧ୍ୟ…

ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମହିଳା ଆଇଆଇସି, ଘରଘର ବୁଲି…

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ଦୁଃଖ ଆଣି ଦେଇଛି ବାତ୍ୟା ଅର୍ଣ୍ଣବ। ବାତ୍ୟା ଓ ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଚାଳ ଛପର ଆଜବେଷ୍ଟସ୍‌ ଉଡ଼ିଯାଇଛି। ଅଧିକାଂଶ…

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?