ଗଞ୍ଜାମ

ଜଳିଗଲା ଘର

ଦିଗପହଣ୍ଡି,୨୦ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ପୋଡ଼ାମାରୀ ରାସ୍ତାରେ ଥିବା ସୀମାଞ୍ଚଳ ଗୌଡ଼ଙ୍କ ଘରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଣାପଡ଼ିଛି। ତେବେ ଏହି ଅଘଟଣ ସମୟରେ...

ଗଞ୍ଜାମରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଯାହା ଫଳରେ ବେପାର ବଣିଜ ପୂର ଠପ୍‌ ହୋଇଯାଇଛି। ଏହି...

ବଜ୍ରାଘାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ ଗାଈ ଗୁହାଳ ଛକ ଏରାବନ୍ଧ ପାହାଡ଼ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବଜ୍ରପାତ ହେବାରୁ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ...

ଜୁଆ ଆଡ୍ଡାରେ ଚଢ଼ାଉ, ୧୨ ଗିରଫ

ଗଞ୍ଜାମ,୨୦।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନାକୁ ମିଳିଛି ବଡ଼ ସଫଳତା l ମହିଳା ଥାନା ଅଧିକାରୀ ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ ଠାରୁ ପ୍ରଥମରୁ ଆକ୍ସନ ମୁଡ଼ରେ ଥିବା ଦେଖିବାକୁ ମିଳିଛି l ପ୍ରଥମେ ଜୁଆ ଆଡ୍ଡାରେ ଚଢ଼ାଉ...

ବିନା ଅନୁମତିରେ ଜିଲାପାଳଙ୍କୁ ଭେଟିବା ପଡ଼ିଲା ମହଙ୍ଗା

ଛତ୍ରପୁର,୧୯।୯(ସନ୍ତୋଷ ପାଢ଼ୀ): ବିନା ଅନୁମତିରେ ଗଞ୍ଜାମ ଜ଼ିପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପଡ଼ିଲା ମହଙ୍ଗା । ଏ ନେଇ ଛତ୍ରପୁର ବ୍ଲକ୍‌ର ୬ ଜଣ ଶିକ୍ଷକଙ୍କ ବିରୋଧରେ ଛତ୍ରପୁର ବିଇଓ ସୀତାରାମ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଉକ୍ତ...

ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି...

ସ୍ତ୍ରୀଙ୍କୁ ହାଣି ଫିଙ୍ଗିଦେବା ଘଟଣା, ମିଳିଲା କଟା ଗୋଡ଼

ସୋରଡା,୧୮ା୯(ଲମ୍ବୋଦର ପଣିଗ୍ରାହୀ) : ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଦେବା ଘଟଣାରେ ପୋଲିସ ସୋମବାର ଏକ କଟାଗୋଡ଼ ଜବତ କରିଛି। ସକାଳେ ପାଲକାଟ ନିକଟ ନଦୀ ପାର୍ଶରେ ଗୋଟିଏ କଟା ଗୋଡ଼ ଲାଗିଥିବା ଦେଖି କିଛି...

୪୭ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ବ୍ରହ୍ମପୁର,୧୮।୯ : ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ସନ୍ତୋଷି ମା ମନ୍ଦିର ନିକଟରୁ ଅବକାରୀ ଗୋଇନ୍ଦା ଟିମ ବ୍ରାଉନନ୍‌ସୁଗାର ଜବତ କରିଛି। ଏକ ଅଟୋରେ ଦୁଇଜଣ ଲୋକ ବସିଥିବା ବେଳେ ତାଙ୍କୁ  ଜେରା କରାଯାଇଥିଲା।  ସେମାନଙ୍କ ନିକଟରୁ ୪୭ଗ୍ରାମ ବ୍ରାଉନସୁଗାର...

ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର...

୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ

ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ୧୧ ଦିନ ପରେ ସୋମବାର ଛତ୍ରପୁର ବ୍ଲକ...

ଦ୍ରୁତ ଗାଡ଼ିଚାଳକଙ୍କ ପ୍ରତି ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ପ୍ରେସ୍‌କ୍ଲବ ଓ ଥାନା ପୋଲିସ ମଧ୍ୟରେ ସୋମବାର ଆଲୋଚନା ହୋଇଥିଲା। ଏଥିପାଇଁ ଥାନା ପକ୍ଷରୁ...

ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri