‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ
ଦିଗପହଣ୍ଡି,୨୩।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିନ୍ଧବା-ପଦ୍ମପୁର ରାସ୍ତାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ମଝିରେ ପୋତା ଯାଇଛି ସିମେଣ୍ଟର ଏକ ବିଦ୍ୟୁତ୍ ଖୁଣ୍ଟ। ଏହାକୁ ଦେଖି ଦିଗପହଣ୍ଡି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଚକିତ ହୋଇପଡିବା ସହ…
ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା ନେଇ ଉଦ୍ବେଗ
ଦିଗପହଣ୍ଡି,୨୩ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ସ୍ବାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି। ଦିଗପହଣ୍ଡି ଏନଏସିର ୧୪ତମ ପରିବର୍ଦ୍ଧିତ କାଉନସିଲ ସଭା ଶୁକ୍ରବାର ଏନ୍ଏସି…
୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୩ଦିନ…
ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୁଷୋତ୍ତମପୁର,୨୨ା୬(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜିଉଙ୍କୁ ରତ୍ନବେଦିରୁ ଆଣି ସ୍ନାନବେଦିରେ ବିଜେ କରି ସ୍ନାନ କରାଇଛନ୍ତି। ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଜଗନ୍ନାଥ। ସ୍ନାନବେଦିରେ ଜଗନ୍ନାଥଙ୍କୁ…
ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ଥାନା ପୋଲିସ। ମୃତ ଯୁବକ ଜଣଙ୍କ ତାଳପଡ଼ା ଗ୍ରାମର ଦୀପକ ପାହାନ ବୋଲି ଜଣାପଡ଼ିଛି।…
ଦୁଇ ଦିନ ପରେ ବି ମିଳୁନି ସମୁଦ୍ରରେ ନିଖୋଜ ଛାତ୍ରଙ୍କ ପତ୍ତା
ଛତ୍ରପୁର,୨୧।୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଗାଧେଇବା ବେଳେ ଭାସି ଯାଇ ଡିପ୍ଲୋମା ଛାତ୍ର ହେମନସେନ ବେହେରାଙ୍କ ନିଖୋଜ ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଉଦ୍ଧାର ହୋଇପାରିନାହିଁ…
‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’
ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ ଅନ୍ତର୍ଜାତିକ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’…
ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ
ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ ଓ ଗୋପାଳପୁର ଏନ୍ଏସିରେ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟରେ ରାଜ୍ୟ ବାଣିଜ୍ୟ…
‘ଉତ୍ତମ ଶରୀର ଗଠନରେ ଯୋଗ ମାଧ୍ୟମ’
ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ସାରା ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ତହସିଲ କାର୍ଯ୍ୟାଳୟସ୍ଥିତ ଇଣ୍ଡୋର ଷ୍ଟାଡିଅମଠାରେ ଯୋଗ ଦିବସ ପାଳନ କରାଯାଇଛି। ବିଡିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷା…
ରାସ୍ତାରେ ଆସୁଥିଲେ: ବାଟରେ ଟଳି ପଡ଼ିଲେ ଯୁବକ
ଧରାକୋଟ,୨୦ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅଧୀନ ପୁଟୁ-ମୁକ୍ତପୁଞ୍ଜି ରାସ୍ତା ପାର୍ଶ୍ୱରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ନିକଟସ୍ଥ କିଶୋର ଚନ୍ଦ୍ର ପଲି ଗ୍ରାମର କିଶୋର ମୁନି (୪୮)। ମହେନ୍ଦ୍ର ମୁନିଙ୍କ ୩ ପୁଅଙ୍କ…
ଘରୁ ରାଗି ଚାଲି ଯାଇଥିଲେ ବୃଦ୍ଧା, ଆଜି ଡ୍ୟାମ୍ରେ ଭାସୁଛି ମୃତଦେହ
ଗଞ୍ଜାମ,୨୦ା୬(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନସ୍ଥ କସିପଡ଼ା ଫାଣ୍ଡିସ୍ଥିତ ଧନେଇ ଜଳଭଣ୍ତାରରେ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଦେଖିବା ପରେ କସିପଡ଼ା ଗ୍ରାମରେ ଥିବା ଫାଣ୍ତି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ…
ବସ୍ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ଦିଗପହଣ୍ଡି,୨୦ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମଳାଭଞ୍ଜା ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଦ୍ରୁତଗାମୀ କାର୍ (ନଂ. ଓଡି ୧୮ ଜେ-୦୬୦୫) ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ…
Archives


