ଗଞ୍ଜାମ

ଜାରିହୋଇଥିଲା ୧୪୪ ଧାରା: ବିବାଦୀୟ ଜମିରୁ କାଟିନେଲେ

ବେଲଗୁଣ୍ଠା,୧୪ା୧୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ସରକାରୀ କଟକଣା ସତ୍ତ୍ୱେ ଆଇନକୁ ଉଲ୍ଲଂଘନ କରି ୧୪୪ ଧାରା ଲାଗିଥିବା ଏକ ବିବାଦୀୟ ଜମିରୁ ଏକ ଦଳିତ ଗୋଷ୍ଠୀ ଧାନ କାଟି ନେଇଛନ୍ତି। ଯାହା ଜମି ବିବାଦକୁ ଏକ ଭିନ୍ନ ମୋଡ଼ ଦେଇଛି। ସୂଚନାଯୋଗ୍ୟ ବେଲଗୁଣ୍ଠା…

ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର: ଯୁବକଙ୍କୁ ମାଡ଼ିବସିଲେ ଗ୍ରାମବାସୀ

ହିଞ୍ଜିଳିକାଟୁ, ୧୪।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ବୁରୁପୋଡା ହାଇସ୍କୁଲ ଛକ ନିକଟରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ସିମାଞ୍ଚଳ ନାୟକ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି…

ଚାରିଆଡ଼େ ଆବର୍ଜନା: ସଙ୍କଟରେ ତାମ୍ପରା ହ୍ରଦ

ଛତ୍ରପୁର,୧୩ା୧୨(ଦିଲୀପ ସାମଲ):ଗଞ୍ଜାମ ଜିଲାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ତାମ୍ପରା ହ୍ରଦ ଅନ୍ୟତମ। ଜୈବ ବିବିଧତା ପାଇଁ ଏହା କେବଳ ଜାତୀୟ ନୁହେଁ ବିଶ୍ବର ବିଭିନ୍ନ ଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି। ମଧୁର ଜଳ ହ୍ରଦ ରୂପେ ପରିଚିତ ତାମ୍ପରା…

ନାବାଳିକାଙ୍କୁ ଗଣବଳାତ୍କାର :ଦୁଇ ଯୁବକଙ୍କୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୧୫ଲକ୍ଷ ସହାୟତା ନିର୍ଦ୍ଦେଶ

ବ୍ରହ୍ମପୁର,୧୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ନାବାଳିକା ଗଣବଳାତ୍କାର ମାମଲାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳର ଋତୁରାଜ ବେହେରା (୩୩)…

ବ୍ୟାପକ ମଦ ଭାଟି ଭାଙ୍ଗିଲା ପୋଲିସ, ୨୦ ଜଣଙ୍କୁ ବାନ୍ଧିଲା

ଖଲ୍ଲିକୋଟ,୧୩ା୧୨(ଦିଲ୍ଲୀପ ସାମଲ/ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ଦୀର୍ଘଦିନ ଧରି ବେନିୟମ ଭାବେ ହେଉଥିବା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ବ୍ୟାପକ ଦେଶୀମଦ ଭାଟି ଦୁଇ ଲକ୍ଷ ଲିଟର ପୋଚ୍‌ ନଷ୍ଟ କରିବା…

ଛାତ୍ରୀଙ୍କୁ ବଳାତ୍କାର ଘଟଣା: ଯୁବକଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୨ା୧୨(ନବୀନ ରାଜ ଆଚାରୀ):ଛାତ୍ରୀକୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଗୁରୁବାର ଗୋଳନ୍ଥରା ଥାନା ପୋଲିସ ବଳତ୍କାରୀକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡ଼ବା ଥାନା ଅଧିନସ୍ଥ ଏକ ଗ୍ରାମର…

ଏମ୍‌ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍‌ଚଲ୍‌

ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା…

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର…

ବୁଗୁଡ଼ା,୧୨ା୧୨(କାଳିଚରଣ ଦାଶ): ଭାଉଜଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦିଅରଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ଅଧୀନ ତାମ୍ବିରୀ ଗ୍ରାମର ସୀମାଞ୍ଚଳ ଗୌଡ଼। ଅଭିଯୋଗ ମୁତାବକ, ସୀମାଞ୍ଚଳ ପ୍ରାୟ ବର୍ଷେ ହେଲା ଜଣେ ସମ୍ପର୍କୀୟ ଭାଉଜ…

ଦେଶରେ ଶ୍ରେଷ୍ଠ ବ୍ଲକ ଛତ୍ରପୁର, ପୁରସ୍କୃତ କଲେ ରାଷ୍ଟ୍ରପତି

ଛତ୍ରପୁର,୧୧ା୧୨(ଦିଲ୍ଲୀପ ସାମଲ): କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ):ଅଖିଳ ଭାରତ ଲୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।…

ଆନ୍ଦୋଳନକୁ ଓହ୍ଲାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ: ରୋଗୀ ହନ୍ତସନ୍ତ

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହି ସେବା ନ ମିଳିବାରୁ ବହୁ ଲୋକ ଅଟୋରେ ଭଡାକରି…

ଦୁର୍ଘଟଣାଗସ୍ତ ପିକଅପ ଭ୍ୟାନରୁ କାଠ ଜବତ: ଚାଳକ ଫେରାର

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଡେଙ୍ଗା ଓସ୍ତା – ପଳାସପୁର ମୁଖ୍ୟରାସ୍ତାର ନୂଆଗଡ ଗ୍ରାମ ନିକଟରେ ଦୁର୍ଘଟଣାଗସ୍ତ ନମ୍ବର ବିହୀନ ପିକଅପ ଭ୍ୟାନରୁ ପାଟପୁର ବନବିଭାଗ କର୍ମଚାରୀ ୩୦ ଘନଫୁଟ ଶାଗୁଆନ କାଠ ଜବତ କରିଛନ୍ତି। ଭ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?