ଗଞ୍ଜାମ

କଡ଼ା ସୁରକ୍ଷା ମଧ୍ୟରେ +୨ ପରୀକ୍ଷା

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ): କଡ଼ା ସୁରକ୍ଷା ମଧ୍ୟରେ ମଙ୍ଗଳବାର ଠାରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀ ଛାତ୍ର ମାନେ ପରୀକ୍ଷା ହଲକୁ ଯିବା ପୁର୍ବରୁ ଯାଞ୍ଚ…

ବଶ୍ୱଶାନ୍ତି ପାଇଁ ମହାଯଜ୍ଞ: ଚଳଚଞ୍ଚଳ ବାହାଡ଼ାପଦର

ଭଞ୍ଜନଗର,୧୮୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାହାଡ଼ାପଦରରେ ରବିବାରଠାରୁ ଶକ୍ତିସମ୍ବର୍ଦ୍ଧନ ୨୪ କୁଣ୍ଡିୟ ବଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଛି। ଏଥିସହ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଚାଲିଛି। ମଙ୍ଗଳବାର ସାଂରେ ୧୦୦୮ ଦୀପଦାନ କାର୍ଯ୍ୟକ୍ରମ ରହିଛି। ଏହି ମହାଯଜ୍ଞ…

ଗଣଶିକ୍ଷା ବିଭାଗର ବିଚିତ୍ର ନୀତି: ଗୋଟିଏ ଚୌକିରେ ୨ ଅଧିକାରୀ

ପୁରୁଷୋତ୍ତମପୁର,୧୮।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗୀୟ କାର୍ଯ୍ୟାଳୟରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଯାହାକି ଶିକ୍ଷା ଅଧିକାରୀ (ବିଇଓ) ପଦବୀ ଗୋଟିଏ ରହିଥିବା ବେଳେ ବର୍ତ୍ତମାନ ଏଠାରେ ଦୁଇଜଣ ଅଫିସର କିଶୋର କୁମାର ବେହେରା ଓ…

୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍‌

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ମୋଟ ୧୦୧ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବ୍ୟକ୍ତିଗତ…

Forest-Safety: ଜଙ୍ଗଲ ନିଆଁ ରୋକିବାକୁ …

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ସାଲୁଆପଲ୍ଲୀ ନର୍ସରୀ ପରିସରରେ ଜଙ୍ଗଲ ନିଆଁ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ…

ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ନେଲେ ଦେବଦତ୍ତ ପଣ୍ଡା

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ(ରାଜସ୍ବ) ଭାବେ ଦେବଦତ୍ତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୟାଗଡ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏହାସହ ସେ ନୂଆପଡା, ସୁନ୍ଦରଗଡ, ନୟାଗଡ଼ ଏବଂ ଅନ୍ୟାନ୍ୟ…

ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଛତ୍ରପୁର ଏସଡିପିଓ ଭାବେ ଚନ୍ଦନ ଘଡ଼ାଇ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ପୁରୀ ଜିଲାର ମୁଖ୍ୟାଳୟରେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିବାବେଳେ ତାଙ୍କର ବଦଳି ଛତ୍ରପୁର ଏସଡିପିଓ ହେବାରୁ ସେ ଆଜି ନିଜ…

ଛାତ୍ରୀମାନଙ୍କୁ ସୁରକ୍ଷା ଜରୁରୀ: ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଶିବିର ଉଦଘାଟନ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ ସଭାପତିତ୍ୱ…

ଦାବି ପୂରଣ ନ ହେଲେ ବିଧାନସଭା କରାଯିବ ଘେରାଉ:ଓଡିଶା ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଚେତାବନୀ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଗଞ୍ଜାମ ଜିଲା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ…

ସାମାନ୍ୟ ବଚସାରୁ ମାରପିଟ୍‌: ଜଣେ ମୃତ, ଅଭିଯୁକ୍ତ ଗିରଫ

ସୋରଡା,୧୭।୨(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଥାନା ଅଧୀନ ନେତାଜୀସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସାହିର ତାରିଣୀ ମହାରଣା ଏବଂ ଧୋବା ଗୌଡଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଶେଷରେ ଧୋବାଙ୍କ ମୃତ୍ୟୁରେ ଶେଷ ହୋଇଛି। ଉଭୟଙ୍କ ମଧ୍ୟରେ…

ରାମଚଣ୍ଡୀ ମହୋତ୍ସବର ଶୁଭାରମ୍ଭ କଲେ ମନ୍ତ୍ରୀ: ମୁଖ୍ୟ ଆକର୍ଷଣ ହେଲେ ବର୍ଣ୍ଣାଳୀ ହୋତା

ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ମା’ ରାମଚଣ୍ଡୀ ମନ୍ଦିର ପକ୍ଷରୁ ଆୟୋଜିତ ରାମଚଣ୍ଡୀ ମହୋତ୍ସବ-2025 ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବର ଉଦ୍‌ଘାଟନୀ ସାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଲୋକନୃତ୍ୟ ସଙ୍ଗୀତରେ ପୀଠ ପରିସର ମୁଖରିତ ହୋଇ ଉଠିଥିଲା। ଉଉତ୍ସବକୁ…

ଅଣ୍ଡାଦେଲେ ୧୧ ହଜାର ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?