ହନୁମାନ ଜୟନ୍ତୀରେ ଆକ୍ରମଣ, ହତ୍ୟାକାଣ୍ଡକୁ ନିନ୍ଦା
ଛତ୍ରପୁର,୨୪।୪(ଡି.ଏନ୍.ଏ.): ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ଶାନ୍ତିପୂର୍ଣ୍ଣ ବାଇକ୍ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣକୁ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସୋମବାର…
ସମ୍ବଲପୁର ହିଂସାର ପ୍ରତିବାଦ
ସୋରଡ଼ା,୨୪ା୪(ଡି.ଏନ୍.ଏ.): ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ଗଞ୍ଜାମ ଜିଲା ସୋରଡ଼ାର ବଜରଙ୍ଗ ଦଳ ପକ୍ଷରୁ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଏକ ରାଜ୍ୟ ଭାବରେ ସର୍ବଦା ଶାନ୍ତି ପ୍ରେମ କରିଆସୁଛି ଏବଂ ସମଗ୍ର…
ଦକ୍ଷିଣାଞ୍ଚଳ ଅବକାରୀ ରେଞ୍ଜରେ ବଢୁଛି ନିଶା କାରବାର
ବ୍ରହ୍ମପୁର ଅଫିସ,୨୪ା୪: ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ରେଞ୍ଜରେ ଦିନକୁ ଦିନ ନିଶା କାରବାର ବଡୁଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନ୍ଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍-୨ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଅପେକ୍ଷା ଗତବର୍ଷ ଦୁଇ ଗୁଣା ଅଧିକ…
ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ଚଷା ଗୀତରେ ପ୍ରକମ୍ପିତ ହେଲା ଅଞ୍ଚଳ
ପୁରୁଷୋତ୍ତମପୁର, ୨୩/୪(ଡିଏନଏ) ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଚାଷୀକୁଳ । ଚଷାପୁଅମାନଙ୍କ ସୁନ୍ଦର ସୁନ୍ଦର ଚଷା ଗୀତରେ ପ୍ରକମ୍ପିତ ହୋଇଛି ସମଗ୍ର ଅଞ୍ଚଳ। କୃଷକମାନେ ଅତି ଆନନ୍ଦ ଉଲ୍ଲାସରେ କ୍ଷେତକୁ ଯାଇ ବିଭିନ୍ନ…
ଗୋଛା ପଞ୍ଚାୟତକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର
ସୋରଡା,୨୩।୪ : ଗୋଛା ଗ୍ରାମପଞ୍ଚାୟତକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସରପଞ୍ଚ ତ୍ରିଲୋଚନ…
୧୨ବର୍ଷରେ ଥରେ ହୁଏ ମା’ ଶୀତଳାଙ୍କ ଯାତ୍ରା
ଛତ୍ରପୁର,୨୩।୪(ଡିଏନଏ ): ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ପ୍ରତି ୧୨ ବର୍ଷକୁ ଥରେ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଛି…
ଟଙ୍କାଏ ପାଇଁ ୧,୦୦୦ ଜରିମାନା
ବ୍ରହ୍ମପୁର ଅଫିସ,୨୩।୪: ଜଣେ ଗ୍ରାହକଙ୍କଠାରୁ ଆଦାୟ କରିଥିବା ୧ ଟଙ୍କା ସେବାକର ନ ଫେରାଇବା ଡାକ ବିଭାଗ ପାଇଁ ଏବେ ମହଙ୍ଗା ପଡିଛି। ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଖାଉଟି ଅଦାଲତ ମାମଲାର ବିଚାର କରି ଡାକ ବିଭାଗକୁ ୧୦୦୦ ଟଙ୍କା…
ବ୍ରହ୍ମପୁରରେ ନକଲି ସାର୍ଟିଫିକେଟ କାରବାର
ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଶନିବାର ଧରିଛି। ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି। ତାଙ୍କ ବିରୋଧରେ ମାମଲା ନମ୍ବର ୧୧୩/୨୩…
ବୁଗୁଡ଼ାରୁ ପୁରୀ ଗଲା ରଥ କାଠ
ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଙ୍କଳସାହିରେ ୨ଟି, ଆଦିପୁରରେ ୨ଟି ଓ ଖରିଡା ନିକଟରେ ୭ଟି…
୧୩ ଏନ୍ଏସିରେ ଆରମ୍ଭ ହୋଇନି ପ୍ରଧାନମନ୍ତ୍ରୀ ଆବାସ
ଛତ୍ରପୁର, ୨୩।୪: (ଡି.ଏନ୍.ଏ) ଗଞ୍ଜାମ ଜିଲାରେ ବିଶେଷକରି ସହରାଞ୍ଚଳ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଧିମା ରହିଛି ା ଜିଲାର ୧୩ ସହରାଞ୍ଚଳ ତଥା ଏନ୍ଏସିରେ ୨ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା ଏଥିସହ…
ମିଳିତ ଅମଲା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର,୨୨।୪: (ଡିଏନଏ ) ଗଞ୍ଜାମ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଶ୍ୟେରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଛତ୍ରପୁରସ୍ଥିତ ସର୍କିଟ ହାଉସ ଫାଟକ ନିକଟରୁ ୧ହଜାର ଅମଲା ଏକ…
ଭୋଜିଭାତ କରି ଆନନ୍ଦରେ ପାଳିଲେ ଇଦ
ସୋରଡା, ୨୨।୪: ସୋରଡାରେ ପବିତ୍ର ରମଯାନ ମାସର ଶେଷଦିବସ ଓ ଇଦ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । ଶୁକ୍ରବାର ସାରେ ମସଜିଦ ପରିସରରେ ଆୟୋଜିତ ଇଫତାର ପାର୍ଟିରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସମେତ କାଉନ୍ସିଲରମାନେ ଯୋଗ ଦେଇଥିଲେ ।…
Archives


