ଗଞ୍ଜାମ

ହଷ୍ଟେଲରେ ରହୁଥିବା ବଡ଼ଝିଅକୁ ଦେଖିବା ଲାଗି ଯାଉଥିଲେ, ବାଟରେ ଘଟିଲା ଅଘଟଣ…

ଆସିକା,୨୭ା୨(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା-ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର ପିତଳ ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା ା ଏଥିରେ ବାଇକ୍‌ ଚାଳକ ରାମଚନ୍ଦ୍ର ଜେନା (୪୮)ଙ୍କ ମୃତ୍ୟୁ…

୨ ଯୁବକ ଜିଅନ୍ତା ଜଳିଯିବା ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୭ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଜକର ଗ୍ରାମ ନିକଟ ମା’ ରତ୍ନେଇ ଠାକୁରାଣୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଧାନ ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ସମେତ ବାଇକରେ…

ସ୍ବାମୀଙ୍କୁ ଆକ୍ରମଣ ପରେ ସ୍ତ୍ରୀଙ୍କୁ ଅସଦାଚରଣ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଠାକୁରାଣୀ ଛକର ରବି ନାୟକଙ୍କୁ ଦଳିତ ସାହିର ଲାଲୁ ନାୟକ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ରବିଙ୍କ ସ୍ତ୍ରୀ ରେଣୁ ନାୟକଙ୍କୁ…

ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ

ଛତ୍ରପୁର,୨୭।୨(ଦିଲ୍ଲୀପ ସାମଲ): ଆସନ୍ତା ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ଶେଷ କିସ୍ତି…

ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିର ବାସୁଦେବ ନାଇକଙ୍କୁ ତାଙ୍କ ପଡୋଶୀ ରବି ନାଇକ ଗତ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଲୁହାଛଡ଼ ଦ୍ୱାରା ହତ୍ୟା ଉଦ୍ୟମ କରିଥିବା…

ଦୁଇ ମନ୍ଦିରରୁ ଚୋରି ଘଟଣା:୨ ଗିରଫ, ୩ ଲକ୍ଷ ଟଙ୍କାର ଚୋରି ଜିନିଷ ଉଦ୍ଧାର

ଭଞ୍ଜନଗର,୨୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଛେଦାଭୁମି ବିଶନାଥ ମନ୍ଦିର ଏବଂ ଶ୍ରୀରାମ ନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରୁ ବୁଧବାର ରାତିରେ ଚୋରି ହୋଇଥିଲା। ଉଭୟ ମନ୍ଦିରରୁ ପ୍ରାୟ ୩ ଲକ୍ଷ ଟଙ୍କାର ମୂର୍ତ୍ତି ସମେତ ଅନ୍ୟାନ୍ୟ ଜିନିଷ…

ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ. ରାଣୀ (୫୦)।ଆଜି ଶିବରାତ୍ରି…

୮ ଗ୍ରାହକଙ୍କ ଲୋନ୍‌ ଅସୁଲି ଟଙ୍କା ଆତ୍ମସାତ୍‌ କରିନେଲେ ଅଫିସର, ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଟାଟା କ୍ୟାପିଟାଲ ଲିମିଟେଡ୍‌ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀର ୮…

ମହାଶିବରାତ୍ରରେ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ର ଅବସରରେ ଉତ୍ସବମୁଖର ହୋଇଉଠିଥିବା ପରିଲକ୍ଷିତ ହୋଇଛି l ଗଞ୍ଜାମ ବ୍ଲକର ବଟେଶ୍ଵର, ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳ ରେ ବିଜେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ମୃତ

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି l ମୁତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ହରିଜନ ସାହିର ରବି ଦାସଙ୍କ ପୁଅ ସୁନିଲ ଦାସ (୫୮)l ପ୍ରାପ୍ତ…

ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ମହାଶିବରାତ୍ରି ପୂର୍ବରୁ ଏକ ଶିବ ମନ୍ଦିରରୁ ଚୋରି ହୋଇଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିରରେ ମଙ୍ଗଳବାର ରାତିରେ ମନ୍ଦିର କର୍ମକର୍ତ୍ତାମାନେ ଜାଗର ପାଇଁ ପ୍ରସ୍ତୁତିରେ ଲାଗିଥିଲେ। ଛେଦାଭୂମି ଶିବମନ୍ଦିର କର୍ମକର୍ତ୍ତା ଓ ପୂଜାରୀମାନେ ମଧ୍ୟ ସମସ୍ତ କାର୍ଯ୍ୟ ସାରି…

ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍‌ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?