ଗଞ୍ଜାମ

ମଦ ଦୋକାନ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ: ଉତ୍ତେଜିତ ଲୋକ କଲେ ରାସ୍ତା…

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରିବା ସହ ଗ୍ରାମରେ ମଦ ଦୋକାନ ବନ୍ଦ କରାଯିବା ଦାବିରେ ମଙ୍ଗଳବାର ଅପରାହ୍ନରେ ଉତ୍ତେଜିତ ଗ୍ରାମବାସୀ ଟାୟାର ଜାଳି ମୁଖ୍ୟରାସ୍ତାକୁ ଅବରୋଧ କରିଥଲେ।…

ଜୁଲାଇ ୨୧ରୁ ନୂଆ ସଫ୍ଟୱେର: ୧୧୧ ପୋଷ୍ଟ ମାଷ୍ଟରଙ୍କୁ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): କେନ୍ଦ୍ରସରକାର ଡାକ ବିଭାଗକୁ ଆଧୁନିକୀକରଣ କରୁଛନ୍ତି। ତେଣୁ ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜ୍ୟର ସମସ୍ତ ଡାକ ଘରେ ଆଇଟି ୨.୦ ନୂଆ ସଫ୍ଟୱେର ବ୍ୟବହାର ହେବ । ଫଳରେ କର୍ମଚାରୀମାନେ ଏଣିକି ଗୋଟିଏ ସଫ୍ଟୱେରରେ ହିଁ ସମସ୍ତ…

ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୩୫(ସନ୍ତୋଷ ପାଢୀ/ଦିଲ୍ଲୀପ ସାମିଲ): ଗଞ୍ଜାମ ପୋଲିସ ଜିଲାକୁ ପୁଣି ବଡ ସଫଳତା ମିଳିଛି। ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୨୦ ଜଣଙ୍କୁ ଗଂଜାମ ପୋଲିସ ଜିଲା ଅଧିନ ବିଭିନ୍ନ ଥାନା ପୋଲିସ…

ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ପୂର୍ବତନ ବିଧାୟକ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ମଙ୍ଗଳବାର ଦିଗପହଣ୍ଡି ଠାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୋର୍ଟ କଲୋନୀସ୍ଥିତ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଶତବାର୍ଷିକୀ କମିଟି ଆବାହକ…

ବୋଦା ଭୋଜି ଖାଇବାକୁ ଯାଉଥିଲେ, ଓଲଟିଲା ପିକଅପ୍‌ ଭ୍ୟାନ: ୨ ମୃତ, ୧୫ ଆହତ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ମଙ୍ଗଳବାର ଏକ କଲଭର୍ଟକୁ ଏକ ପିକଅପ ଭ୍ୟାନ ଗାଡି ଧକ୍କା ଲଗାଇ ଓଲଟି ପଡିଥିଲା। ଫଳରେ ଗାଡିରେ ବୋଦା ଭୋଜି ଖାଇବାକୁ ଯାଉଥିବା ୧୭ରୁ ଉଦ୍ଧର୍‌ବ…

ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦ୍‌ଯାପିତ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଓଡାସିଙ୍ଗି ଗ୍ରାମରେ ଆରାଧ୍ୟା ଦେବୀ ମା’ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ରବିବାର ଉଦଯାପିତ ହୋଇଛି। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବିରାଟ ପଟୁଆରରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲି ଝୁଲି ଅସ୍ଥାୟୀ…

ଠାକୁରାଣୀ ଯାତ୍ରା, ବାସୁଦେବପୁର ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର): ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଦିଗପହଣ୍ଡି ବ୍ଲକ୍‌ ବାସୁଦେବପୁର ଗାଁ ଉତ୍ସବ ମୁଖର ହୋଇଉଠିଛି। ୭ବର୍ଷ ପରେ ଏହି ଯାତ୍ରା ଆୟୋଜନ କରାଯାଇଥିବାରୁ ଗ୍ରାମବାସୀ ଉତ୍ସାହିତ ହୋଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବହୁ ସଂଖ୍ୟକ…

ପୁରୀ ରଥ ଖଳାକୁ ଗଲା ଆଉ ୩୬ ଖଣ୍ଡ କାଠ

ଭଞ୍ଜନଗର,୧୨ା୫(ବାବୁଲା ପ୍ରଧାନ): ବିଶ୍ବପ୍ରସିଦ୍ଧ ପୁରୀ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ମଧ୍ୟରୁ ଗଞ୍ଜାମ ଜଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରୁ ହିଁ ୧୭୪ ଖଣ୍ଡ କାଠ ରଥ ଖଳାକୁ ଯିବ। ପ୍ରଥମ ପର୍ଯ୍ୟାୟରେ ୬…

୧୪ ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ବେଆଇନ ଇଟାଭାଟି ଭାଙ୍ଗିଲା ପ୍ରଶାସନ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ସୋମବାର ପୂର୍ବାହ୍ନରୁ ସା ମଧ୍ୟରେ ଭୀଷ୍ମଗିରି, ବାଙ୍ଗରଡ଼ା,…

ପ୍ରସୂତିୱାର୍ଡ ଡଷ୍ଟବିନରେ ମୃତ ନବଜାତ ଶିଶୁପୁତ୍ର: ଅନ୍ୟତ୍ର ପୋତିବା ପୂର୍ବରୁ ଭାଇରାଲ ହୋଇଗଲା….

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପ୍ରସୂତି ୱାର୍ଡ ଡଷ୍ଟବିନରେ ଏକ ମୃତ ନବଜାତ ଶିଶୁପୁତ୍ର ପଡ଼ିଥିବାସୋମବାର ଦେଖିବାକୁ ମିଳିଛି। ତେବେ ମୃତ ନବଜାତ ଶିଶୁପୁତ୍ରଟି କାହାର ତାହା ସଠିକ୍‌ ଭାବେ ଜଣାପଡ଼ିନାହିଁ। ଅପରପକ୍ଷେ ମେଡିକାଲ ରେକର୍ଡରେ ମଧ୍ୟ…

ପୃଥିବୀରେ ବଢ଼ିଚାଲିଛି ଅରାଜକତା: ବିଶ୍ୱଶାନ୍ତି ପାଇଁ ପୂଜାର୍ଚ୍ଚନା

ଭଞ୍ଜନଗର,୧୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବଡ଼କୋଦଣ୍ଡା ଛକ ରେନବୋ କଲୋନୀରେ ଥିବା ଇସ୍କନ ଶାଖା ଏବଂ ବ୍ରହ୍ମପୁର ଶାଖା ପକ୍ଷରୁ ମିଳିତ ଭାବେ ଆଜକୁ ୩ ଦିନ ହେବ ନୃସିଂହ ଚତୁର୍ଦ୍ଦଶୀ ପୂଜା ଚାଲିଥିଲା। ତାହା ସୋମବାର ଅପରାହ୍ନରେ…

ଘରୋଇ ବସ୍‌ କ୍ୟାଣ୍ଟର ମାଲିକଙ୍କ ମନମାନି, ଯାତ୍ରୀ ହନ୍ତସନ୍ତ

ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍‌ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?