ଅଧା ରହିଗଲା ପ୍ରେମ କାହାଣୀ: ପ୍ରେମିକା ପିଇଲେ କୀଟନାଶକ, ପରେ ପ୍ରେମିକ ନେଲେ…
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା ଛାତ୍ରୀ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିବା ଖବର ପାଇ ଗ୍ରାମର ତାଙ୍କ ପୁରୁଷ…
‘ବିଦ୍ୟାର୍ଥୀମାନେ ମୋବାଇଲ ଫୋନଠାରୁ ଦୂରେଇ ରୁହନ୍ତୁ’
ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ)- ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶବର ତରାଇ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଏବିଇଓ ବିଜୟ…
ଖମଣସାହି ପଞ୍ଚୁଦଣ୍ଡରେ ଯୋଗଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦଣ୍ଡ ଆୟୋଜନ ହେଉଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଉଛନ୍ତି। ଏହି କ୍ରମରେ ଶନିବାର ସାଂରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବ୍ଲକ…
ଗଞ୍ଜାମରେ ପୂଜା ପାଇଲେ ରାଜପୁର ମା’ ଦଣ୍ଡକାଳୀ
ଗଞ୍ଜାମ,୫।୪(ବିଦ୍ୟାଧର ସାହୁ ) ଗତ ଛବିଶିରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡକାଳୀଙ୍କ ପର୍ବ। ମା’ ଦଣ୍ଡକାଳୀ ଗାଁଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଦଣ୍ଡବିଧାନ କରୁଛନ୍ତି। ରାଜପୁର ମା’ ଦଣ୍ଡକାଳୀ ଦୁର୍ଗାଦେବୀ ସାହିରେ ପୂଜା ପାଇଛନ୍ତି। ମାନସିକଧାରୀ ସୁରେନ୍ଦ୍ର ପାଢ଼ୀ…
ବାହାଡ଼ାପଦରରେ ପଞ୍ଚୁଦଣ୍ଡ ମହାମିଳନ
ଭଞ୍ଜନଗର,୫।୪ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ବାହାଡ଼ାପଦରରେ ଓଁକାର ଜେନାଙ୍କ ଘର ସମ୍ମୁଖରେ ଶୁକ୍ରବାର ପଞ୍ଚୁଦଣ୍ଡ ଅନୁଷ୍ଠିତ ହୋଇଯାଇଛି। ମହାମିଳନରେ କୁଲାଙ୍ଗୀ,ନାରୀଗୋଛା, ତାରସିଙ୍ଗି, ଝାଡ଼ଭୂମି,କୁଶପଲ୍ଲୀ ଦଣ୍ଡ ଦଳ ଅଂଶଗ୍ରହଣ କରିଥିଲେ। ସକାଳ ସମୟରେ ସମସ୍ତ ଦଣ୍ଡ ପୁଞ୍ଜା କର୍ତ୍ତାଙ୍କ…
ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ କୋର୍ଟ ଲାଇବ୍ରେରୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମ୍ପାଦକ ଭାବେ ଜ୍ୟୋତିରାଜ…
ଗଛରେ ବାଇକ୍ ପିଟି ହୋଇ ଯୁବକ ମୃତ, ୨ ଗୁରୁତର
ଦିଗପହଣ୍ଡି,୪ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଘୋଡାହାଡ ଡ଼୍ୟାମ ମୁଖ୍ୟ ରାସ୍ତା ନନ୍ଦଗାଁ ଛକ ନିକଟରେ ଏକ ବାଇକ୍ ରାସ୍ତା ପାଶର୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ଏଥିରେ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅନନ୍ତ ସାହୁଙ୍କ ମୃତ୍ୟୁ ହୋଇଛି। କଙ୍କୋରଡା…
ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ଗଞ୍ଜାମ,୪ା୪(ବିଦ୍ୟାଧର ସାହୁ): ଶତ୍ରୁସୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ପଲେଇଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ରୂପେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ…
ଦଣ୍ଡନାଚର ମେଳନ ଉତ୍ସବ
ଆସିକା,୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା ସହର ଉପକଣ୍ଠ ଚିନିଶିଳ୍ପ ନୂଆଗାଁଠାରେ ଶୁକ୍ରବାର ପଞ୍ଚୁଦଣ୍ଡ ମିଳନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ମିଳନରେ ନୂଆଗାଁ, ଖାରିଆ, ଭେଟନଈ, ବାବନପୁର ଓ ଆସିକା ଦଣ୍ଡନାଚ ଦଳ ଅଂଶ ଗ୍ରହଣ କରିଥିଲେ। ମାନସିକଧାରୀ…
୧୦ କେଜି ଗଞ୍ଜେଇ, ୧୨୦ ଲିଟର ମଦ ଜବତ
ଭଞ୍ଜନଗର,୪ା୪(ବାବୁଲା ପ୍ରଧାନ): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ମୁଜାଗଡ ରାସ୍ତାରେ ପାଟ୍ରୋଲିଂ ଚାଲିଥିବା ବେଳେ ଜଣେ ବାଇକ ଚାଳକଙ୍କୁ ସନ୍ଦେହରେ ଅଟକାଇ ପଚରାଉଚରା କରିବାରୁ ସେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା। ତାଙ୍କଠାରୁ ୧୦ କେଜି ଗଞ୍ଜେଇ ଓ ବାଇକ…
ଝିଅ ବାହାଘର ପାଇଁ ରଖିଥିଲେ ସୁନା: ସବୁ କଳାକନା ବୁଲାଇଦେଲେ
ଛତ୍ରପୁର, ୪ା୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଦିବ୍ୟସିଂହପୁର ଗାଁର ଦଣ୍ଡପାଣି ଶତପଥୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ଗୁରୁବାର ରାତିରେ ଦଣ୍ଡପାଣିଙ୍କ ପରିବାର ଖାଇପିଇ ଶୋଇଥିଲେ। ମଧ୍ୟରାତିରେ ଘରର ପଛପଟ କବାଟ ଭାଙ୍ଗି ଦୁର୍ବୁତ୍ତମାନେ ଘରେ…
ଓଡ଼ିଆରେ ନାମଫଳକ ଅଭିଯାନ: ସଚେତନତା ପଦଯାତ୍ରାରେ ସାମିଲ ହେଲେ ଜିଲାପାଳ
ଛତ୍ରପୁର,୪/୪(ଦିଲ୍ଲୀପ ସାମଲ): ଓଡ଼ିଶା ଦିବସ ଏପ୍ରିଲ ୧ଠାରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରିଯାଉଛି। ଏହାସହିତ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ,୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ…

