ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ
ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ ପଡ଼ିଯିବାରୁ…
ଋଷିକୂଲ୍ୟାରେ ଘାଇ: ୩୦ ଏକର ଜମିରେ ମାଡ଼ିଗଲା ବାଲି
ଧରାକୋଟ,୩।୧୦: ଲଘୁଚାପ ପ୍ରଭାରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀରେ ବନ୍ୟା ଜଳ ବଢୁଛି। ଗୁରୁବାର ବିଳମ୍ବିତ ରାତିରେ ଜଳସ୍ତର ବଢିବା ଫଳରେ ନଦୀକୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି। ଏପରିକି ଋଷିକୁଲ୍ୟା ନଦୀରେ ଏକ…
ବଢୁଛି ଋଷିକୂଲ୍ୟା ଜଳପତ୍ତନ, ସମୀକ୍ଷା କଲେ ଜିଲାପାଳ
ପୁରୁଷୋତ୍ତମପୁର, ୩।୧୦(ସବିତା ମିଶ୍ର): ବାତ୍ୟାଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଆସି ଅନ୍ତିରିଗାଁ ହନୁମାନପଲ୍ଲୀ ଡ୍ୟାମ ଓ…
ବର୍ଷାରେ ଉଡିଯାଇଥିଲା ସନ୍ତୋଷୀଙ୍କ ଘର ଜରିପାଲ, ଖବର ପ୍ରସାରିତ ପରେ ତହସିଲ ପକ୍ଷରୁ ମିଳିଲା…
ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିର ସନ୍ତୋଷୀ ନାୟକଙ୍କ ଘର ଜରିପାଲ ଓ ଆଜବେଷ୍ଟ ଉଡିଯାଇଥିଲା। ଏନେଇ ଖବର ପ୍ରକାଶ ପରେ…
‘କ୍ରୋଧ-ଲୋଭ-ଅହଙ୍କାର ପରିତ୍ୟାଗ ଦ୍ୱାରା ଜୀବନରେ ମିଳିଥାଏ ଶାନ୍ତି’
ଭଞ୍ଜନଗର,୩/୧୦(ବାବୁଲା ପ୍ରଧାନ):ପବିତ୍ର ଦୂର୍ଗାପୂଜା ଅବସରରେ ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଭଞ୍ଜନଗରସ୍ଥିତ ଶାନ୍ତିସ୍ରୋତ ଭବନଠାରେ ତିନି ଦିନ ଧରି ଚାଲିଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦିବସରେ ବକ୍ତାମାନେ ଯୋଗଦେଇ କ୍ରୋଧ,ଲୋଭ,ଅହଙ୍କାର,…
ଋଷିକୂଲ୍ୟା ନଦୀ ଜଳ ସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କରି ଜିଲାପାଳ କହିଲେ ଆଗାମୀ ୨୪ ଘଣ୍ଟା…
ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଗାଣ ବର୍ଷା ପାଇଁ ଗଞ୍ଜାମ ଜିଲାକୁ ପୂର୍ବରୁ ରେଡ ୱାନିର୍ଂ ଜାରି କରାଯାଇଥିବା ବେଳେ ବର୍ତ୍ତମାନ ୟେଲୋ ଜୋନ ଘୋଷଣା କରାଯାଇଛ। ବେଳକୁ ବେଳ ଋଷିକୂଲ୍ୟା ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଶୁକ୍ରବାର ଗଞ୍ଜାମ…
ରାମନଦୀରେ ବନ୍ୟା: ଲଗାଣ ବର୍ଷାରେ ଦିଗପହଣ୍ଡି-ସାନଖେମୁଣ୍ଡିରେ ସ୍ଥିତି ବେହାଲ
ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ରାମନଦୀରେ ବନ୍ୟା ଯୋଗୁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦାଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ଭାସିଯାଇଛି। ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ…
ଘୋଡାହାଡ ଡ୍ୟାମର ଖୋଲିଲା ୪ ଗେଟ୍: ସତର୍କ ସୂଚନା ଜାରି
ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମର ଜଳସ୍ତର ୧୧୬.୭୦ ମିଟରରେ ପହଞ୍ଚିବାରୁ ଗଞ୍ଜାମ ଜିଲାପାଳ କିର୍ତ୍ତିଭାସନ ଭି.ଙ୍କ ଉପସ୍ଥିତିରେ ଡ୍ୟାମର ୪ଟି ଗେଟ ଖୋଲାଯାଇ ନଦୀ ମଧ୍ୟକୁ ପାଣି ଛଡା ଯାଇଥିବା…
ଘୋଡାହାଡ଼ ନଦୀରେ ବନ୍ୟାସ୍ଥିତି: ଆସିକା – ଦିଗପହଣ୍ଡି – ପାଟପୁର ଯୋଗାଯୋଗ ବିଚ୍ଛିନ୍ନ
ଦିଗପହଣ୍ଡି/ପାଟପୁର,୨।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପରମୁଣ୍ଡରେ ଥିବା ଗଜପତି ଜିଲାରେ ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରେ ଘୋଡ଼ାହାଡ଼…
ଭିଏସଏସକୁ ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା: ଆସିଲେ ନାହିଁ ବନ କର୍ମଚାରୀ, ୬ରେ ପାଳିବେ ଉତ୍ସବ
ଭଞ୍ଜନଗର,୨/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜିକୁ କିଛି ମାସ ହେବ ୧୦ରୁ ଉର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସଏସ) କର୍ମକର୍ତ୍ତାଙ୍କ ସହ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ପଡୁନାହିଁ । ଯାହାକୁ ନେଇ ଦିନକୁ ଦିନ ବନ…
ମିଳିନି ଆବାସ ଗୃହ: ବର୍ଷା ପବନରେ ଉଡିଗଲା ଜରିପାଲ, ସଙ୍କଟରେ ମା’ ଝିଅ
ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିରେ ସନ୍ତୋଷୀ ନାୟକ ନିଜ ପରିବାର ସହ ରହୁଛନ୍ତି । ପରିବାର କହିଲେ ମା ଓ ଝିଅ । ବାସ କହିଲେ ସାହି ଶେଷ ମୁଣ୍ଡରେ ଛଣ…
ଆଜି ବି ମନେ ପଡ଼ନ୍ତି ଶ୍ରୀବତ୍ସ ପଣ୍ଡା: ଗୋରକ୍ଷାଶ୍ରମଠାରୁ ନାରୀ ଶିକ୍ଷା, ତାଙ୍କ ଅବଦାନ ଅତୁଳନୀୟ
ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡା ଗୋରକ୍ଷାଶ୍ରମ ପରିସରରେ ବୁଧବାର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବକ୍ତାମାନେ ଯୋଗଦେଇ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ତନରଡ଼ାରେ ରାଜ୍ୟର ପ୍ରଥମ ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି…

