ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ…
ରୋଗୀଙ୍କ କଷ୍ଟକୁ ଲାଘବ କରେ ଡାକ୍ତରଙ୍କ ମଧୁର ବ୍ୟବହାର
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ଜାତୀୟ ଡକ୍ଟରସ ଦିବସ ମଙ୍ଗଳବାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ମଧ୍ୟ ଏହି ଦିବସ ପାଳିତ ହେଉଛି। ଭଞ୍ଜନଗର ରୋଟାରୀ କ୍ଲବ ମଧ୍ୟ ଆଜିର ଦିବସରେ ବିଭିନ୍ନ ସାମାଜିକ…
ବିଷାକ୍ତ ଛତୁ ଖାଇ ଆଠ ଅସୁସ୍ଥ, ଅବସ୍ଥା ସ୍ଥିର ଥିବା କହିଲେ ଡାକ୍ତର
ସାତୁଳି,୧।୭,(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l ବିଲରେ ଫୁଟିଥିବl ଛତୁ ଆଣି ଘରେ ସମସ୍ତେ ଖାଇଥିଲେ l…
ଭଉଣୀକୁ ବଳାତ୍କାର କଲେ ଭାଇ: ପାଇଖାନାକୁ ନେଇ ହାତଗୋଡ଼ ବାନ୍ଧି କଲେ ଏମିତି କାମ
ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ସବ ଡିଭିଜାଲ ଅଧୀନରେ ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି। ଏହାକୁ ନେଇ ପୋଲିସ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି l ଗତ ଏକ ମାସ ମଧ୍ୟ୍ୟରେ ଗୋଳନ୍ଥରା…
କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ…
ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧୧ନଂ ୱାର୍ଡ ଅଧିନ ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଦ୍ବାରା…
ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା
ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ…
ବାଇକ୍ରେ ଘରୁ କାମକୁ ଯାଉଥିଲେ ଯୁବକ, ରାସ୍ତାରେ ଚାପିଦେଲା ଟାଟା ଏସି
ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ନିକଟ ରେଳ ଫାଟକ ନିକଟରେ ମେଣ୍ଢା ବୋଝେଇ ଟାଟା ଏସି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ନରେନ୍ଦ୍ରପୁର ଗ୍ରାମର ଧନୁ ବାଡ଼ତ୍ୟା ବୋଲି…
ଆସୁଛି ଶ୍ରାବଣ: ତହସିଲଦାରଙ୍କୁ ଭେଟି ଉନ୍ନତିକରଣ ପାଇଁ ଦାବି ଜଣାଇଲା ପ୍ରତିନିଧି ଦଳ
ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବ ପୀଠ। ଉକ୍ତ ଶୈବ ପୀଠର ଉନ୍ନତିକରଣ ଏବଂ ଓସାରିଆ ରାସ୍ତା ନିର୍ମାଣ ପାଇଁ ସୋମବାର ବଟେଶ୍ୱର ଐତିହ୍ୟ ସରଂକ୍ଷଣ କମିଟିର ଏକ ପ୍ରତିନିଧି ଦଳ ତହସିଲଦାର…
ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଥିଲେ ଶ୍ରୀମା ଅରବିନ୍ଦଙ୍କ ବାଣୀ, ସମସ୍ତଙ୍କୁ ଛାଡ଼ି ଚାଲିଗଲେ ରଘୁ ଭାଇ
ଭଞ୍ଜନଗର,୩୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀ ଅରବିନ୍ଦ ଶକ୍ତିପୀଠର ବର୍ତ୍ତମାନର ଟ୍ରଷ୍ଟି, ଶ୍ରୀ ଅରବିନ୍ଦ ପାଠଚକ୍ର ଭଞ୍ଜନଗର ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା (୮୯) ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି।…
ସାମାନ୍ୟ ବଚସାରୁ ଯୁବକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍
ଦିଗପହଣ୍ଡି,୩୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମର ବ୍ରହ୍ମପୁର ପୋଲିସ ଜିଲା ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରି ଗ୍ରାମ ଉଷାକୋଠୀ ସାହିର ବି.ରାମଚନ୍ଦ୍ର ପାତ୍ର ଓରଫ ଟୁଲୁ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଭୋରରୁ ଏହି ହତ୍ୟାକାଣ୍ଡ ଘଟିଛି।…
ଅଗ୍ନି ବିପନ୍ନଙ୍କୁ ସହାୟତା ଦେଲା ବିପଦର ବନ୍ଧୁ
ଭଞ୍ଜନଗର,୨୯ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ବାରୁଡ଼ା ପଞ୍ଚାୟତ ଗୁଜୁରାଳୀ ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଧୋବୀ ନାଇକି (୬୨), ସଂଜୁ ନାଇକ(୫୯) ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଖବର ପାଇ…
ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ସମ୍ବର୍ଦ୍ଧିତ କରିବ ଘୁମୁସର ଗବେଷଣା ପ୍ରତିଷ୍ଠାନ
ଭଞ୍ଜନଗର,୨୯ା୬(ବାବୁଲା ପ୍ରଧାନ): ଘୁମୁସର ଇତିହାସର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଗଢ଼ି ଉଠିଥିବା ଘୁମୁସର ଗବେଷଣା ପ୍ରତିଷ୍ଠାନର ଏକ ବୈଠକ ରବିବାର ଭଞ୍ଜନଗର ସହର ଲଣ୍ଡେଇସାହିସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ଡ. ଶ୍ୟାମା ପ୍ରସାଦ ମିଶ୍ର ଗତ ବାର୍ଷିକ…
Archives


