”ମାନବ ସେବାହିଁ ମାଧବ ସେବା“
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ବୁଧବାର ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ସଭାପତିତ୍ୱରେ କରିଥିବାବେଳେ…
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କଲେ ମିଶନ ଶକ୍ତି ମହିଳା
ବୁଗୁଡ଼ା,୨୪ା୯(କାଳୀଚରଣ ଦାଶ): ରାଜ୍ୟ ମିଶନ ଶକ୍ତି କର୍ମୀ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଶନ ଶକ୍ତି କର୍ମୀ ସଂଘ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି। ବୁଗୁଡ଼ା ଏନ୍ଏସି ଏବଂ ବ୍ଲକର ୨୧ ପଞ୍ଚାୟତର ଏସ୍ଏଚ୍ଜି ମହିଳାଗଣ…
ପାର୍ବଣର ଆଗମନ: କାଶତଣ୍ଡୀ ଫୁଲରେ ସଜେଇ ହୋଇଛି ପ୍ରକୃତି ରାଣୀ
ବୁଗୁଡ଼ା,୨୪।୯(କାଳିଚରଣ ଦାଶ): କାଶତଣ୍ଡି ଫୁଲ ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ଶରତର ଆଗମନ ପରେ ଏବେ ସବୁଠି କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ। ସ୍ଥାନୀୟ ଅଞ୍ଚଳର ରାସ୍ତାକଡ ହେଉ କି ନଈପଠା, ଏପରିକି ବିଲହିଡରେ ମଧ୍ୟ କାଶତଣ୍ଡି…
ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକଙ୍କୁ ଝୁରୁଛି ଗଞ୍ଜାମ ମାଟି, ଅମର ଆତ୍ମାର ସଦ୍ଗତି କାମନା କରି…
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମାଷ୍ଟର ପଙ୍କଜ ବାରିକଙ୍କ ଅକାଳ ବିୟୋଗ ଘଟିଛି । ପୁଇଁତୋଳା ଚାରିସାହି ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ ଭାବେ ଗ୍ରାମର ବହୁ ଉନ୍ନୟନ…
ତପ୍ତପାଣି ଘାଟିରେ ବାଇକ୍କୁ ପିଟିଲା ହାଇଓ୍ବା: ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ମଙ୍ଗଳବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହି(୩୨)।…
ନେଇ ଥିଲେ ଲାଞ୍ଚ: ତତ୍କାଳୀନ ରେଞ୍ଜରଙ୍କୁ ୪ ବର୍ଷ ଜେଲ ଦଣ୍ଡ
ବ୍ରହ୍ମପୁର,୨୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଲାଞ୍ଚ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ତତ୍କାଳୀନ ରେଞ୍ଜର କିଶୋର କୁମାର…
କୋରା ପ୍ରସାଦଙ୍କୁ ଝୁରୁଛି ଖେମୁଣ୍ଡି ଓକିଲ ସଂଘ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ସାନଖେମୁଣ୍ଡି ବ୍ଲକ ପି ରାମଚନ୍ଦ୍ରପୁର ଗ୍ରାମର ଓକିଲ କୋରା ପ୍ରସାଦ ବିଷୋୟୀ(୫୪)ଙ୍କ ପରଲୋକ ଘଟିଛି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ କୋରାଙ୍କ ଅକାଳ ବିୟୋଗରେ ଓକିଲ ସଂଘର ସଭାଗୃହରେ…
ପି. ହରିକୃଷ୍ଣଙ୍କୁ ମିଳିଲା ଗୁରୁଦାୟିତ୍ୱ: ପୁଣି ସଭାପତି ଭାବେ ମନୋନୀତ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଦୁଇଦିନ ଧରି ଚାଲିଥିବା ଓଡ଼ିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଭାରେ କୃଷକ ସଭାର ଜିଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ। କୃଷକ ସଭାର…
ପ୍ରୋତ୍ସାହନ ରାଶି ବୃଦ୍ଧି ପାଇଁ ଧାରଣାରେ ବସିଲେ ଏମବିକେ, ସିଆରପି, ବିଡିଓଙ୍କୁ ଦେଲେ ଦାବିପତ୍ର
ଗଞ୍ଜାମ, ୨୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଧୀନରେ କାର୍ଯ୍ୟରତ ଏମବିକେ, ସିଆରପି, କୃଷି ମିତ୍ର ଓ ପ୍ରାଣୀମିତ୍ର ପକ୍ଷରୁ ବିଭିନ୍ନ ଦାବି ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ଏଥିସହ ପ୍ରୋତ୍ସାହନ ରାଶି ବୃଦ୍ଧି ଓ…
୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଧ: ଜିଲାପାଳ କହିଲେ…
ଦାରିଙ୍ଗବାଡ/ଭଞ୍ଜନଗର,୨୩।୯(ଅରୁଣ ସାହୁ/ବାବୁଲା ପ୍ରଧାନ): ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ସୋମବାର ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜଲାପାଳଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା ଜଣପଡ଼ିଛି।…
ଛିଡା ହୋଇଥିଲା ପୋଲିସ: ସମବାୟ ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହିନେଲେ ଲୋକେ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ସାର ବସ୍ତା ବୋହିନେଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି। ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହିନେଇଥିବା କୁହାଯାଉଛି। ପ୍ରଥମେ ସାର…
ଛୁରିରେ ଆକ୍ରମଣ, ମହିଳା ମୃତ କାନ ଫୁଲ, ନାକର ନେଇ ଚମ୍ପଟ
ପୋଲସରା,୨୨ା୯(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜଣେ ମହିଳାଙ୍କୁ ଏକ ଛୁରିରେ କେହି ଦୁର୍ବୃତ୍ତ ଆକ୍ରମଣ କରଛି। ଫଳରେ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବିଳମ୍ବର ସେଠୀଙ୍କ ସ୍ତ୍ରୀ…
Archives


