ଗଞ୍ଜାମ

ଦିଆସିଲି ଓ ଆଇସ୍‌କ୍ରିମ କାଠିରେ ଗଜାନନ

ବ୍ରହ୍ମପୁର ଅଫିସ୍‌,୩୧।୮: ପବିତ୍ର ଗଣେଶ ପୂଜା ଉପଲକ୍ଷେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଆଇସକ୍ରିିମ କାଠି, ଦିଆସିଲି ଓ ଚୁମ୍‌କିରେ ୭ଟି କ୍ଷୂଦ୍ରତମ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି। ସେ ଆଇସକ୍ରିମ କାଠିରେ ୩ ଟି ମୂର୍ତ୍ତି ନିର୍ମାଣ କରିଛନ୍ତି।...

ଝୁଲନ୍ତା ଅବସ୍ଥାରେ ମିଳିଳା ଯୁବତୀ, ଯୁବକଙ୍କ ମୃତଦେହ

ଭଞ୍ଜନଗର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦୁବଲୁଣ୍ଡାଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀ ଆଉ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତ ଯୁବତୀ ଯୁବକ ଦ୍ୱୟ...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ...

ଡମ୍ପିଙ୍ଗ୍‌ ୟାର୍ଡ ପାଲଟିଛି ଧରାକୋଟ ମୁଖ୍ୟରାସ୍ତା କଡ଼

ଧରାକୋଟ,୩୦ା୮(ଡି.ଏନ୍‌.ଏ.): ଧରାକୋଟ ଗଡ଼ର ଉଭୟ ପଟ ରାସ୍ତା ପାଶର୍‌ବ ଡମ୍ପିଙ୍ଗ ୟାର୍ଡ ପାଲଟିଛି। ପ୍ରତିଦିନ ଦୋକାନ ବଜାରର ଅବ୍ୟବହୃତ ଅଳିଆ ଆବର୍ଜନାକୁ ରାସ୍ତା କଡ଼ରେ ପକାଇ ଦେଉଥିବାରୁ ଏଠାରେ ପୂତି ଗନ୍ଧାମୟ ପରିବେଶ ସୃଷ୍ଟି ହେଉଛି। ଏହାର ସୁଯୋଗ ନେଇ...

ଧାନ ବିକିବା ଲାଗି ୧.୩୨ ଲକ୍ଷ ଚାଷୀ ପଞ୍ଜୀକୃତ

ଛତ୍ରପୁର,୩୦ା୮(ଡି.ଏନ୍‌.ଏ.): ଖରିଫ ଧାନ ବିକିବା ପାଇଁ ଆଗୁଆ ଅନଲାଇନ୍‌ରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସରିଛି। ଚଳିତବର୍ଷ ଧାନ ବିକିବା ପାଇଁ ଗଞ୍ଜାମ ଜିଲାର ୧ଲକ୍ଷ ୩୨ ହଜାର ୬୪୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଅନଲାଇନ୍‌ ପଞ୍ଜୀକରଣ ଆବେଦନ ଜୁଲାଇ...

ବାଇକ୍‌ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ଆସିକା,୨୯ା୮(ଡି.ଏନ୍‌.ଏ.): ଆସିକା ଥାନା ଅଧୀନ ବଡ଼ଖୋଲି ଗ୍ରାମର ରଞ୍ଜିତ ଶିଅ ଶୁକ୍ରବାର ବାଇକ୍‌ ଧକ୍କାରେ ଗୁତୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ରଞ୍ଜିତ ସାଇକେଲରେ ଆସୁଥିବା ବେଳେ ଏକ ବାଇକ୍‌ ଧକ୍କା ଦେବାରୁ...

ଦୌଡ଼କୁଦ ନିମନ୍ତେ ଭିତ୍ତିଭୂମିର ଅଭାବ

ବ୍ରହ୍ମପୁର ଅଫିସ,୨୯।୮: ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ତଥା କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ୨୦୧୨ରୁ ଏହି ଦିବସ ପାଳନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ...

ଗଞ୍ଜାମରେ ସୃଷ୍ଟିହେବ ୧୧୦ ଅମୃତ ସରୋବର

ଛତ୍ରପୁର,୨୯ା୮(ଡି.ଏନ୍‌.ଏ): ଦେଶ ପାଳନ କରୁଛି ଅମୃତ ମହୋସତ୍ବ। ଏହି ଅବସରରେ ଦେଶବ୍ୟାପୀ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଅମୃତ ସରୋବର ଖନନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ୧୧୦ଟି ଅମୃତ ସରୋବର ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ପ୍ରତି...

ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବରାଜ...

ବିଜେଡି ପକ୍ଷରୁ  ରକ୍ତଦାନ ଶିବିର 

ପୁରୁଷୋତ୍ତମପୁର,୨୯/୮(ଡିଏନ୍ଏ): ଗଞ୍ଜାମ ଜିଲ। ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲ ପରିସରରେ ବିଜୁଜନତାଦଳ ପକ୍ଷରୁ  ରବିବାର ରକ୍ତଦାନ ଶିବିର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସଂଯୋଜନାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ...

ଅଧିକ ଯୌତୁକ ଦାବି କରି ହତ୍ୟା ଉଦ୍ୟମ: ଥାନାରେ ପହଞ୍ଚିଲେ ମହିଳା

ବ୍ରହ୍ମପୁର ଅଫିସ,୨୮।୮: ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ଗୀତାଞ୍ଜଳି ପଣ୍ଡା ମହିଳା ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା(ନଂ.୧୫୬/୨୨)...

ଆହାର କେନ୍ଦ୍ରଗୁଡିକରେ ଅବ୍ୟବସ୍ଥା

ଛତ୍ରପୁର,୨୮।୮(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳରେ ଆହାର କେନ୍ଦ୍ର ନିର୍ମାଣ ହୋଇଛି ା ଏଠାରେ ୫ ଟଙ୍କାରେ ଭାତ, ଡାଲମା ଦିଆଯାଉଛି ା ମାତ୍ର ଏଠାରେ ଖାଦ୍ୟ ମାନଠାରୁ ଆରମ୍ଭ କରି ପାନୀୟଜଳ, ସଫେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri