‘ଶିଶୁର ଲାଳନପାଳନରେ ପୁରୁଷଙ୍କ ସହଭାଗିତା ଲୋଡ଼ା’
ଭଞ୍ଜନଗର,୧୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏଥିରେ ସିଡିପିଓ ମିଲୀମା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବିଡିଓ ଭାରତୀ ଦେବୀ ମୁଖ୍ୟ ଅତିଥି ଏବଂ ତହସିଲଦାର ଅଭୀପ୍ସା…
ଗଜପତିରୁ ଉତ୍ତରପ୍ରଦେଶକୁ ଲମ୍ବିଛି ଗଞ୍ଜେଇ ଚେର, ପାଟ୍ରୋଲିଂ ବେଳେ ଜଣାପଡ଼ିଲା ସବୁ ସତ
ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ସଦର ରେଞ୍ଜ ଏସ୍ପି ପ୍ରବୀଣ କୁମାର ପ୍ରଧାନଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଡିଏସ୍ପି ସ୍ନେହଲତା ନାୟକ ଓ କୁମୁଦ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା। ବୁଧବାର…
ସ୍ତ୍ରୀଙ୍କ ଉପରେ ଟଳିପଡ଼ିଲେ ସ୍ବାମୀ: ବିଜେଡ଼ି ବ୍ଲକ ସଭାପତିଙ୍କ ପରଲୋକରେ ଖେଳିଗଲା ଶୋକର ଛାୟା
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ବିଜେଡ଼ି ଦିଗପହଣ୍ଡି ବ୍ଲକ ସଭାପତି ତଥା ନିମଖଣ୍ଡିପେଣ୍ଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର(୬୩)ଙ୍କ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି ଏନଏସି ୱାର୍ଡ ନଂ.୨ ବିଷ୍ଣୁପ୍ରିୟା ନଗରରେ ରହୁଥିବା ବିଭୂତି ମଙ୍ଗଳବାର ରାତି…
ଗଞ୍ଜାମରେ ବାଇକ ଚୋରି ବୃଦ୍ଧି: ସିସିଟିଭିର ଅଭାବରୁ ପୋଲିସ ତଦନ୍ତରେ ବାଧା
ଗଞ୍ଜାମ,୧୫।୯(ଅଖିଳ ତରାଇ): ଗଞ୍ଜାମ ଥାନା ଅଧୀନରେ ବାଇକ ଚୋରିର ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଇଁତଳା ଗ୍ରାମ ନିକଟ ଜାତୀୟ…
ଦୋକାନ ଆଗରେ ରଖିଥିଲେ ଗାଡ଼ି,ଆସି ଦେଖିଲା ବେଳକୁ
ଗଞ୍ଜାମ,୧୪ା୧୦(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ସ୍ଥିତ ଏକ ଦୋକାନ ନିକଟ ଏବଂ ଲକ୍ଷ୍ମୀପୁର ଗ୍ରାମରୁ ରାତିରେ ୨ଟି ବାଇକ୍ ଚୋରି ହୋଇଛି। ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। ଦାମଦରପୁର ଗ୍ରାମର ସୁନୀଲ…
ସନ୍ଧ୍ୟା ହେଲେ ଆତଙ୍କ ଖେଳାଉଛନ୍ତି ହାତୀପଲ, କାହାର ଘର ଭାଙ୍ଗୁଛନ୍ତି ତ କାହାର…
ଭଞ୍ଜନଗର,୧୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷତି ଘଟାଉଛନ୍ତି। କେତେକ ସ୍ଥାନରେ ଘର ଦ୍ୱାର ଭାଙ୍ଗିବା ସହ ଫସଲ…
ଏମ୍କେସିଜିରେ ଇଣ୍ଟର ମେଡିସ ପ୍ରତିଯୋଗିତା: ଆକ୍ରମଣ ପରେ କଟକ ମେଡିକାଲ ଛାତ୍ର ଫେରିଗଲେ
ବ୍ରହ୍ମପୁର,୧୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ କଲେଜରେ ସୋମବାର ବିଳମ୍ବିତ ରାତିରେ କଟକ ମେଡିକାଲ ଛତ୍ରଙ୍କୁ ଆକ୍ରମଣ ହୋଇଛି। ଚିକିତ୍ସିତ ହୋଇ ସେମାନେ କଟକ ଫେରି ଯାଇଛନ୍ତି। ଏଭଳି ଘଟଣା ଘଟିବା ପରେ ଏମକେସିଜି ମେଡିକାଲ କଲେଜ ଡିନ…
ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ, ଗ୍ରାମବାସୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ
ବୁଗୁଡ଼ା,୧୪।୧୦(କାଳିଚରଣଦାଶ): ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମରେ ଏବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ଏଲ ଏଣ୍ଡ ଟି ଠିକା ସଂସ୍ଥା ଦାରା ଏହି ପ୍ରକଳ୍ପ କାର୍ଯ୍ୟ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି ।…
ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି: ୪୮୫ ଅଭିଯୋଗ …
ଦିଗପହଣ୍ଡି/ପାଟପୁର, ୧୩/୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପରିସରରେ ସୋମବାର ଗଞ୍ଜାମ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ…
୨୫ରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ୧୭ରେ ବିଧାୟକ,ଉପଜିଲାପାଳ କରିବେ ବାଇପାସ୍ ରାସ୍ତା ଅନୁଧ୍ୟାନ
ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)- ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ ଭାବେ ଖୋଲିବା ଲାଗି ଯୋଜନା କରାଯାଇଛି। ବର୍ଷା ଯଦି ନ ହୁଏ ତେବେ…
ବାସୁଦେବପୁର ପଞ୍ଚାୟତରେ ମିଳିତଅଭିଯୋଗ ଶୁଣାଣି
ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ସୋମବାର ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ,…
ଠେଙ୍ଗାରେ ମରଣାନ୍ତକ ଆକ୍ରମଣ:ଜେଲଗଲେ ମା , ପୁଅ
ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ…
Archives


