ଗଞ୍ଜାମ

ଆକର୍ଷଣୀୟ ହେବ ଅଙ୍ଗନୱାଡି କେନ୍ଦ୍ର:ଏସ୍‌ଏଚ୍‌ଜି ପାଇଁ ମାର୍କେଟ ୟାର୍ଡ

ଛତ୍ରପୁର,୧୧ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିିକୁ ଅଧିକ ଆକର୍ଷଣୀୟ କରାଯିବ। ଛୋଟ ପିଲାଙ୍କୁ ଆକୃଷ୍ଟ କଲା ଭଳି ଚଟାଣରେ ଭିନାଇଲ୍‌ ଫ୍ଲୋରିଂ କାର୍ପେଟ ପଡ଼ିବ। ବିଦ୍ୟୁତ, ପାନୀୟଜଳ ଏବଂ ଶୌଚାଳୟ ସୁନିଶ୍ଚିତ ରହିବ। ପିଲାଙ୍କ ଖେଳିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ରହିବ।…

ପୂର୍ଣ୍ଣ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୧୧ା୬(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ (୬୫) ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ୨ ମାସ ୧୮ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି।…

ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର କରି ଅଭିଯୁକ୍ତମାନଙ୍କୁ ଫାଶୀ ଦାବିରେ ଜିଲା ମୁଖ୍ୟାଳୟ ଫୁଲବାଣୀରେ ସୋମବାର ବିକ୍ଷୋଭ ଓ ଆନ୍ଦୋଳନ…

ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଜଣ ଲୁଟେରାଙ୍କ ସହ ଚୋରା ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ୨ ଜଣ…

୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର ୨ଟି ସ୍ଥାନରେ ଚଢ଼ାଉ କରି ପୋଚ ଓ ମଦ ଜବତ ହୋଇଥିଲା। ଇନ୍ଦ୍ରାକ୍ଷୀ କିଆବାଡରେ…

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ ପଞ୍ଚାୟତସ୍ତରୀୟ ମହିଳା ସଂଘ ଗଠନ କରି ମଦ ବିକ୍ରି ବନ୍ଦ ପାଇଁ ସୋମବାର ପୂର୍ବାହ୍ନ…

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୋଭନ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ଅଚାନକ ଚଢ଼ାଉ କରିଥିଲେ।…

କେଏନ୍‌ପୁରରେ ଅଗ୍ନିକାଣ୍ଡ: ଗୋଟିଏ ପରିବାର ସର୍ବସ୍ବାନ୍ତ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନ୍‌ପୁରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମୟନ୍ତୀ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ଛାର୍‌ଖାର ହୋଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷୟକ୍ଷତିର ଆକଳନ ଲାଗି ତହସିଲଦାର ଅରୁଣ…

ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି ଆଉ ଚାଷ କରିବା ସମ୍ଭବ ହେଉନାହିଁ। ଚାଷ ପାଇଁ ସରକାର ବହୁ ପ୍ରୋତ୍ସାହନ ଦେବା…

୨ ଗାଡ଼ି ସହ ଗଞ୍ଜେଇ ଜବତ, ୩ ଗିରଫ

ମୋହନା,୧୦ା୬( ଡି.ଏନ.ଏ.): ଗଜପତି ଜିଲା ମୋହନା ପୋଲିସ ରବିବାର ଭୋରରେ ଅଠରନଳା ନିକଟରେ ଚଢାଉ କରି ଏକ କମାଣ୍ଡର ଗାଡିରୁ ୧୪୦ କିଗ୍ରା ଗଞ୍ଜେଇ ଜବତ କରିଛି। ଏହାକୁ ଚାଲାଣ କରୁଥିବା ଅଭିଯୋଗରେ ମୋହନାର ଜଗନ୍ନାଥ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ…

ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୧୦ା୬-ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ରେ ରବିବାର ନବମ ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ୮ ଦଳ ଭାଗ ନେଇଛନ୍ତି। ଗ୍ରୁପ୍‌ -ଏ’ରେ ୪ଟି ଦଳ ଯଥା ୟୁ…

କୋର୍ଟ ଷ୍ଟେଶନ ନିକଟରେ ୨ ଗଳା ଶଙ୍ଖ ନିର୍ମାଣ; ୬.୨୫ ଘଣ୍ଟା ବନ୍ଦ ହେଲା ରେଳ ଚଳାଚଳ

ଛତ୍ରପୁର,୧୦ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର କୋର୍ଟ ଷ୍ଟେଶନ ନିକଟରେ ରବିବାର ୨ ଟି ଗଳା ଶଙ୍ଖ ସ୍ଥାପନ ହୋଇଛି। ରେଳ ଟ୍ରାକ୍‌କୁ ବାହାର କରି ୨ଟି ଗଳା ଶଙ୍ଖ ପାଇଁ ନିର୍ମାଣ ହୋଇଥିବା ଆରସିସି ସେଗ୍‌ମେଣ୍ଟାଲ ବକ୍ସ ଖଞ୍ଜା ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?