ଗଜପତି

ନସିଂ ଛାତ୍ରୀ ମୃତ୍ୟୁ ମାମଲା: କଲେଜ ଅଧ୍ୟକ୍ଷାଙ୍କ ନାମରେ ମାମଲା ରୁଜୁ, ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନସିଂ ଛାତ୍ରୀ ଆଖିଲା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୋଲିସ ଦଫା ୩୦୨, ୨୦୧, ୩୪ରେ କଲେଜ ଅଧ୍ୟକ୍ଷା ଓ ଅନ୍ୟ କିଛି…

କଲେଜ ପରିସରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ଗଜପତି,୨୮ା୭(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ରାଣୀପେଣ୍ଠ ନିକଟସ୍ଥ ଗଜପତି ନର୍ସିଂ କଲେଜ ପରିସରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କଲେଜର ପ୍ରଥମ ବର୍ଷ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଛାତ୍ରୀ ଜଣକ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ…

ଜମି ବିବାଦ: ସମାଧାନ କରିବାକୁ ଆସି ନିରାଶ ହେଲେ ଅଧିକାରୀ

ଆର.ଉଦୟଗିରି,୧୭।୭(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଅଡବା ଥାନା ଅଧୀନ ଚୁଡୁଙ୍ଗପୁର ପଞ୍ଚାୟତ ସିଆଳିଲଟି ଏବଂ ଗୁଲୁବା ପଞ୍ଚାୟତର ଗାଲିମେରା ଗ୍ରାମବାସୀଙ୍କ ମଧ୍ୟରେ ଜମି ବିବାଦ ଦେଖାଦେଇଛି। ବିବାଦର ସମାଧାନ ନେଇ ରବିବାର ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ ଏହା…

ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ ଆଲିଗଣ୍ଡା ପଞ୍ଚାୟତର ଆଦିବାସୀଙ୍କ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ଆଦିବାସୀ…

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ ପାହାଡରୁ…

ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଧସିବା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି। ତେବେ…

ସ୍ତ୍ରୀକୁ ପଥର ଛେଚି ମାରିଲେ ସ୍ବାମୀ

ଆର.ଉଦୟଗିରି,୧୦।୭(ଡି.ଏନ୍‌.ଏ.): ସ୍ତ୍ରୀକୁ ପଥର ଛେଚି ହତ୍ୟାକଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ। ମୃତକ ହେଲେ ସୁକାନ୍ତି ନାୟକ। ସୂଚନାଯୋଗ୍ୟ, ଶନିବାରି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ବାମୀ ଭଗବାନ…

କାର୍ଯ୍ୟକ୍ଷମ ହେଉନି ମୋହନା କଲେଜ ଛାତ୍ରୀ ନିବାସ

ଆର.ଉଦୟଗିରି,୭ା୭(ଡି.ଏନ.ଏ.): ଗଜପତି ଜିଲା ମୋହନା ହିଲଟପ କଲେଜରେ ଆଦିବାସୀ ଛାତ୍ରୀଙ୍କ ପାଇଁ ନିର୍ମିତ ହଷ୍ଟେଲ କୋଠା କାର୍ଯ୍ୟକ୍ଷମ ହୋଇପାରିନି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ କୋଟିଏ ଟଙ୍କାର ଏହି କୋଠା ଦୀର୍ଘ ୪ ବର୍ଷ ହେଲା କାମରେ ଲାଗିନି। ଏଥିରେ…

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଚାଲିଗଲା ଜୀବନ

ମୋହନା,୭।୭: ଗଜପତି ଜିଲାର ମୋହନା ନାରାୟଣନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଲେ ଅରୁଣ ସାହୁ, ମୁଠା ଦଳାଇ ଓ ଆଉ…

ନିୟମ ମାନୁନାହାନ୍ତି ରାୟଗଡ଼ ମଦ ଦୋକାନୀ

ରାୟଗଡ଼(ଗଜପତି)୪ା୭(ଡି.ଏନ୍‌.ଏ.): ରାୟଗଡ଼ ବ୍ଲକ ସଦର ମହକୁମାଠାରେ ଥିବା ବିଦେଶୀ ମଦ ଦୋକାନରେ କେତେବେଳେ ଚଢାଦରରେ ବିକ୍ରି ହେଉଛି ତ ଆଉ କେତେବେଳେ ଆନ୍ଧ୍ରକୁ ବେଆଇନ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ହେଲେ ଏବେ ମଦ ବ୍ୟବସାୟୀ ଆଉ ଏକ ବିବାଦୀୟ…

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର ସମସ୍ତ ପଦବୀ ଖାଲି ପଡ଼ିଛି । କୃଷି ଜିଲାମୁଖ୍ୟ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କଲେ…

କର୍ଦ୍ଦମାକ୍ତ ଅବସ୍ଥାରେ ରାଜରାସ୍ତା

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଗାରବନ୍ଧା-ଲାବଣ୍ୟଗଡ ରାଜ ରାସ୍ତା କର୍ଦ୍ଦମାକ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତାର ଏକ ପଖୋରୀ ଖନନ ଲାଗି ବହୁ ଦିନରୁ ଟେଣ୍ଡର ହୋଇଥିଲେ ମଧ୍ୟ ବର୍ଷାଦିନେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଥିବାରୁ ତୁରନ୍ତ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?