ବିପଦ ସଙ୍କେତ ଡେଇଁଲା ବଂଶଧାରା: ବନ୍ୟା ଆଶଙ୍କା
ପାରଳାଖେମୁଣ୍ଡି,୧୪।୮: ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ମଧ୍ୟାହ୍ନ ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି। ବିପଦସଙ୍କେତ ୫୪.୬୦ମିଟର ରହିଥିବା ବେଳେ ପୂର୍ବାହ୍ନ ଜଳସ୍ତର ୫୪.୭୫ ମିଟରରେ ପ୍ରବାହିତ ହେଉଥିଲା। ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପଟେ…
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି: ବସୁଧା ଯୋଜନା ଜଳ ଯୋଗାଣ ପ୍ରକଳ୍ପ ଅଚଳ
ଆର.ଉଦୟଗିରି,୧୪।୮(ଡି.ଏନ୍.ଏ.): ବସୁଧା ଯୋଜନାରେ ସୌରଭିତ୍ତିକ ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ତାହା କାମରେ ଆସୁନି। ଫଳରେ ଦୁର୍ଗମ ଅଞ୍ଚଳରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି। ମହିଳାମାନେ ଲମ୍ବା ଧାଡ଼ି କରି କାଦୁଅ ପଙ୍କ ବିଲ ହିଡ ଦେଇ ଯିବା ସହ ଚୁଆରୁ…
ସଙ୍ଗଠନ ଛାଡ଼ିଥିବା ମାଓବାଦୀଙ୍କୁ ଗିରଫ କଲା ପୋଲିସ
ପାରଳାଖେମୁଣ୍ଡି,୧୨।୮(ଡି.ଏନ୍.ଏ.): ସଙ୍ଗଠନ ଛାଡ଼ିଥିବା ଜଣେ ମାଓବାଦୀଙ୍କୁ ଅଡବା ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ଗଜପତି ଜିଲା ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ। ତାଙ୍କ ନାମରେ ଅଡବା ଥାନାରେ ୭ଟି ମାମଲା ରହିଛି। ୨୦୦୮-୨୦୧୦ ମଧ୍ୟରେ ବିଭିନ୍ନ…
୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ପାରଳାଖେମୁଣ୍ଡି, ୧୦ା୮ (ଡି.ଏନ୍.ଏ): ଗଜପତି ଜିଲାରେ ଗତ ଦୁଇଦିନ ଧରି ଲାଗିରହିଛି ଲଘୁଚାପ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଇ କୂଳ ଲଙ୍ଘୁଛି। ମୋହନା ନିକଟରେ ପ୍ରବାହିତ ହେଉଥିବା ହରଭଙ୍ଗି ନଦୀର…
ଗରଡ଼ମା ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଆର.ଉଦୟଗିରି,୮ା୮(ଡି.ଏନ.ଏ.):ମୋହନା ବ୍ଲକ ଗରଡ଼ମା ପଞ୍ଚାୟତର କିଛି ଗାଁ ରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଗରଡ଼ମା ପଞ୍ଚାୟତରେ ରହିଥିବା ଲିମବାଡ, ନାକେଜୁ, ମାତାକୁପା, କାମ୍ବୁଜ ପ୍ରଭୃତି ଗାଁ। ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନକୁ ପାଣି…
ସ୍ବତନ୍ତ୍ର ଢଙ୍ଗରେ ପୋଷା କୁକୁରର ଅନ୍ତିମ ସଂସ୍କାର
ପାରଳାଖେମୁଣ୍ଡି,୮।୮(ଡି.ଏନ.ଏ.): ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ପୋଷା କୁକୁର ମୃତ୍ୟୁରେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା’ ମାଲିକ ଶୋକ ପ୍ରକାଶ କରିବା ସହ ବାଜା ବଜାଇ ସ୍ବତନ୍ତ୍ର ଢଙ୍ଗରେ ଅନ୍ତିମ ବିଦାୟ ଦେଇଛନ୍ତି।…
ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ
ପାରଳାଖେମୁଣ୍ଡି,୮ା୮(ଡି.ଏନ୍.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି। ଲୋକେ କିପରି ରୋଜଗାରକ୍ଷମ ହେବେ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଦ୍ୱାରା ପ୍ରଲୋଭିତ ହେବେ ନାହିଁ…
ଲବାରସିଂ ବିଦ୍ୟାଳୟ: ୧୦୦ ପିଲାଙ୍କୁ ୨ ଶିକ୍ଷକ
ଆର୍.ଉଦୟଗିରି,୭।୮(ଡି.ଏନ୍.ଏ.): ଗଜପତି ଜିଲାରେ ଶିକ୍ଷା ବିଭାଗ ଏକପ୍ରକାର ପଙ୍ଗୁ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୫୩ ମସିହାରେ ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହାପରେ ୨୦୦୮ରେ ଏହି ବିଦ୍ୟାଳୟକୁ…
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା
ପାରଳାଖେମୁଣ୍ଡି,୬ା୮(ଡି.ଏନ୍.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପାରଳାଖେମୁଣ୍ଡି ଟାଉନ୍ହଲ୍ ନିକଟରେ ଥିବା ଜି.ଗୋବିନ୍ଦଙ୍କ ଘରୁ ୨୦ ଭରି ସୁନା…
ନାଳରୁ ମିଳିଲା ଯୁବକଙ୍କ ମୃତଦେହ
ଆର.ଉଦୟଗିରି,୫ା୮(ଡି.ଏନ୍.ଏ.): ଗଜପତି ଜିଲା ଆର.ଉଦୟଗିରି ଆରସି ସାହି ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ରାମଗିରି ଥାଟରାଜ୍ କଲୋନୀର ସୁଦାମ ରଇତ (୩୦)। ପ୍ରକାଶ ଯେ, ସୁଦାମ ଓ ତାଙ୍କ ସ୍ତ୍ରୀ କୌଣସି କାମରେ…
ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ
ପାରଳାଖେମୁଣ୍ଡି,୪ା୮(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ ଶବରଙ୍କ ୪ ବର୍ଷର ଝିଅ ଜସ୍ମିତା ଏବଂ ଭାଇ ବିଜୟ ଶବରଙ୍କ ପୁଅ ଦିବ୍ୟଜ୍ୟୋତିଙ୍କର…
‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା
ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ ଭାରତର…
Archives


