ଗଜପତି

ଗଣେଶ ପୂଜାରେ ବିଦ୍ୟୁତ୍‌ ଦୁର୍ଘଟଣା, ୨ ମୃତ

ବାରଙ୍ଗ/ ପାରଳାଖେମୁଣ୍ଡି,୨୦ା୯ (ଲିଙ୍ଗରାଜ ରାଉତ/ଗିରିଧାରୀ ପରିଚ୍ଛା): ଗଣେଶ ପୂଜା ଖୁସି ମନାଇବାର ପ୍ରସ୍ତୁତି ସମୟରେ ଘଟିଯାଇଛି ଅଘଟଣ। କଟକ ବାରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଏକ ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ନେଇ ଯାଉଥିବାବେଳେ ଜଣେ…

ଆବର୍ଜନାରେ ପଡ଼ିଛି ନବଜାତକର ମୃତଦେହ

ଗଜପତି,୧୮ା୯(ଗିରିଧାରୀ ପରିଚ୍ଛା): ଆବର୍ଜନା ପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଏଭଳି ଘଟଣା ସୋମବାର ସକାଳୁ ଦେଖିବାକୁ ମିଳିଛି ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରେ। ଗୋଟିଏ ଦୋକାନ ପାଖ…

ସେରଙ୍ଗ, ଅଜୟଗଡ଼ରେ ଲୁପ୍ତ ପ୍ରାୟ କମଳା ଚାଷ

ଗୁମ୍ମା,୧୮ା୯(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଆଦିବାସୀବହୁଳ ବଣ ପାହାଡ଼ ଘେରା ଗୁମ୍ମା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି। ବିଶେଷ କରି କମଳା ଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ବାତାବରଣ ଥିବା ଅଜୟଗଡ଼ ଏବଂ…

ଜୀବିତ ଝିଅର ଶୁଦ୍ଧିକ୍ରିୟା କଲେ ମା’ ବାପା

ମୋହନା,୧୩।୯(ମନ୍ମଥ ମିଶ୍ର) ଝିଅ ବଞ୍ଚିଥିବା ବେଳେ ଶୁଦ୍ଧିକ୍ରିୟା କଲେ ମା’ ବାପା। ଅନ୍ୟ ସମ୍ପ୍ରଦାୟର ପୁଅକୁ ବାହା ହେଲେ ବୋଲି ମଙ୍ଗଳବାର ବିବାହର ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଘର ଛାଡି ବିବାହ କରିବାରୁ ଝିଅର ଶୁଦ୍ଧି କ୍ରିୟା କଲେ ବାପା

ଗଜପତି,୧୨।୯(ସୁକାନ୍ତ କୁମାର ରଥ)ନିଜ ଝିଅ ବଞ୍ଚିଥିବାବେଳେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ…

ନାଳ ଖୋଳି ଛାଡ଼ିଦେଲେ, ଲୋକେ ହନ୍ତସନ୍ତ

ପାରଳାଖେମୁଣ୍ଡି, ୧୧ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମର କୁମୁଟି ସାହିରେ ଡ୍ରେନ ନିର୍ମାଣ ନିମନ୍ତେ ଦୀର୍ଘ ପାଞ୍ଚମାସ ହେଲା ନାଳ ଖୋଳି ଛାଡି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବାର ନାଁ ଗନ୍ଧ…

ପିଇବା ପାଣି ପାଇଁ ଡହଳବିକଳ ଏସ୍‌.ଉରୁଡା ଗ୍ରାମବାସୀ

ପାରଳାଖେମୁଣ୍ଡି,୪ା୯ (ଗିରିଧାରୀ ପରିଛା): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା, ପ୍ରକଳ୍ପ ମାନ କରୁଛନ୍ତି। ଏଥିପାଇଁ ରାଜକୋଷରୁ ବହୁ କୋଟି ଟଙ୍କା…

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି କାଫେ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା) ୩୦।୮: ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ପ୍ରତି ପଞ୍ଚାୟତ ସମିତିର…

ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ମଦ, ପଲିଥିନ ବ୍ୟବହାରରେ କଟକଣା

ପାରଳାଖେମୁଣ୍ଡି,୨୯ା୮(ଗିରିଧାରୀ ପରିଛା): ରାୟଗଡ଼ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳରେ ନିଶାଦ୍ରବ୍ୟ ବ୍ୟବହାର ନେଇ ବାରଣ କରାଯିବା ସହ ପଲିଥିନ ବ୍ୟବହାରରେ କଟକଣା ନେଇ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ…

ମା’ଙ୍କ ମୁଖାଗ୍ନି ଦେବାକୁ ଗାଁକୁ ଯାଉଥିଲେ: ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର

ମୋହନା,୨୭ା୮(ମନ୍ମଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ପାଇ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ଭାଇ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ମୋହନା ହିଲଟପ୍‌ କଲେଜ ଛକ ନିକଟରେ। ରବିବାର…

ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ମାମୁ, ଭଣଜା ମୃତ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା): ୨୬।୮: ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ୨ ଜଣ…

ବର୍ଷା ଅଭାବରୁ ଜମି ଫାଟି ଆଁ, ଚାଷୀ ଚିନ୍ତାରେ

ପାରଳାଖେମୁଣ୍ଡି,୨୫ା୮(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିବା ସହ ଧାନ ଗଛ ସବୁ ନଷ୍ଟ ହେବାକୁ ଲାଗିଲାଣି। ଜିଲାରେ ଅଗଷ୍ଟ ମାସରେ ୫୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?